ଖେଳ

ଜଣେ ଯୁବତୀଙ୍କୁ ୨ଥର ବିବାହ କରିଥିଲେ ଏହି କ୍ରିକେଟର୍‌

ଭାରତୀୟ ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ବାହାରେ ରହିଛନ୍ତି କିନ୍ତୁ ତାଙ୍କ ବ୍ୟାଟ ଆଇପିଏଲରେ ଚାଲିଛି। ଏବେ ଲକ୍‌ଡାଉନ୍‌ରେ ରବିନ ତାଙ୍କ ପରିବାର ସହ ସମୟ ବିତାଉଛନ୍ତି। ରବିନ ପୂର୍ବତନ ଟେନିସ ଖେଳାଳି ଶିତଲ...

କ୍ରିକେଟ୍‌ ପଡିଆରେ ରାଜ୍‌ କରନ୍ତି ଧୋନୀ-କୋହଲି: ଜାଣନ୍ତୁ ବୋର୍ଡ ପରୀକ୍ଷାରେ କେତେ ନମ୍ବର ଆଣିଥିଲେ

କ୍ରିକେଟ୍‌ ପଡିଆରେ ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କୁ ରାଜ କରୁଥିବାର ଦେଖାଯାଏ। କିନ୍ତୁ ପାଠ ପଢାରେ ଏହି ୩ ଖେଳାଳି ସେତେଟା ମାହିର୍‌ ନ ଥିଲେ। ଧୋନୀ ପିତାଙ୍କ ଗାଳି ଯୋଗୁ ଦ୍ୱାଦଶ ଶ୍ରେଣୀ...

ଧୋନୀଙ୍କଠାରୁ କାହିଁକି ସ୍ପଷ୍ଟୀକରଣ ମାଗିଥିଲେ ଇର୍ଫାନ

ବଦୋଦରା, ୨୮।୬- ଭାରତୀୟ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଲ୍‌ରାଉଣ୍ଡର ଇର୍ଫାନ୍‌ ପଠାନଙ୍କ କ୍ୟାରିୟର ଉତ୍‌ଥାନ ପତନ ମଧ୍ୟରେ ଶେଷ ହୋଇଯାଇଥିଲା। ପଠାନ ଏଭଳି ଜଣେ କ୍ରିକେଟର୍‌ ଥିଲେ ଯିଏକି ନିଜର ଅନ୍ତିମ ମ୍ୟାଚ୍‌ରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର...

ଲିଭରପୁଲକୁ ମାଞ୍ଚେଷ୍ଟର ସିଟି ଗାର୍ଡ ଅଫ୍‌ ଅନର ଦେବ

ଲଣ୍ଡନ,୨୮।୬(ଏପି): ଦୀର୍ଘ ୩୦ ବର୍ଷପରେ ଇଂଲିଶ୍‌ ପ୍ରିମିୟର ଲିଗ୍‌ ଟାଇଟଲ ହାସଲ କରିଥିବା ଲିଭରପୁଲ କ୍ଲବକୁ ମାଞ୍ଚେଷ୍ଟର ସିଟି ଗାର୍ଡ ଅଫ୍‌ ଅନର ଦେବ। ଏ ନେଇ ସିଟି ମ୍ୟାନେଜର ପେପ୍‌ ଗୁଆର୍ଡିଓଲା ସୂଚନା ଦେଇଛନ୍ତି। ଆସନ୍ତା ଗୁରୁବାର ଏହି...

ଜୈବିକ କୃଷି ପ୍ରେମରେ ଧୋନୀ, ଆଜିକାଲି ଏମିତି କାଟୁଛନ୍ତି ସମୟ

ନୂଆଦିଲ୍ଲୀ,୨୮।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅର୍‌ଗାନିକ(ଜୈବିକ) କୃଷି ପ୍ରେମରେ। ନିକଟରେ ସେ ଏକ ଟ୍ରାକ୍ଟର କିଣିଥିଲେ। ଏବେ ସେହି ଟ୍ରାକ୍ଟରରେ ଜମି ହଳ କରୁଥିବାର ଦେଖାଯାଇଛି। ଏ ନେଇ ଧୋନୀଙ୍କର ଏକ ଭିଡିଓ...

ଭାରତରେ ନିର୍ମିତ ହେଉଛି ପୃଥିବୀର ପ୍ରଥମ ହାଇଟେକ୍‌ ଷ୍ଟାଡ଼ିୟମ୍‌: ବର୍ଷାରେ ବି ଖେଳାଯାଇ ପାରିବ କ୍ରିକେଟ ମ୍ୟାଚ୍‌

ଚଣ୍ଡିଗଡ଼, ୨୮।୬: ବର୍ଷା ହେଲେ କ୍ରିକେଟ ଖେଳ ସମ୍ଭବ ହୋଇ ପାରି ନ ଥାଏ। ତେବେ ଏହାର ସମାଧାନ ପାଇଁ ପଞ୍ଜାବ କ୍ରିକେଯ ସଂଘ ପକ୍ଷରୁ ଚଣ୍ଡିଗଡ଼ଠାରେ ଏକ ହାଇଟେକ୍‌ ଷ୍ଟାଡ଼ିୟମ୍‌ ନିର୍ମାଣ ପାଇଁ ଯୋଜନା କରାଯାଉଛି। ସ୍ଥାନୀୟ ମୁଲ୍ଲାପୁରସ୍ଥିତ...

ଥୋମାସଙ୍କୁ ଫ୍ରାଙ୍କ୍‌ଲିନ୍‌ଙ୍କ ପରାମର୍ଶ

କିଙ୍ଗଷ୍ଟନ, ୨୮ା୬ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ଦିନ ତିଷ୍ଠି ରହିବାକୁ ହେଲେ ଓ୍ବେଷ୍ଟଇଣ୍ଡିଜ ସ୍ପିଡ୍‌ଷ୍ଟର ଓଶାନେ ଥୋମାସଙ୍କୁ ତାଙ୍କ ଓଜନ କମାଇବାକୁ ପଡ଼ିବ। ତା’ ନ ହେଲେ ସେ ବର୍ତ୍ତମାନ ଯେତେ ସ୍ପିଡ୍‌ ବୋଲିଂ କରିପାରୁଛନ୍ତି ତାହା ବଜାୟ ରଖିବା...

ପାକିସ୍ତାନର ୧୦ ସଂକ୍ରମିତଙ୍କ ମଧ୍ୟରୁ ୬ ନେଗେଟିଭ୍‌

କରାଚୀ, ୨୮ା୬ (ପି.ଟି.)-ପାକିସ୍ତାନ ୨୦ ଖେଳାଳି ଓ ୧୧ ସପୋର୍ଟ ଷ୍ଟାଫ୍‌କୁ ନେଇ ଇଂଲଣ୍ଡ ଟୁର୍‌ରେ ଯିବ। ୧୦ କରୋନା ସଂକ୍ରମିତ କ୍ରିକେଟରଙ୍କ ମଧ୍ୟରୁ ଦ୍ୱିତୀୟ ଟେଷ୍ଟ ବେଳେ ୬ଜଣଙ୍କ ଫଳାଫଳ ନେଗେଟିଭ୍‌ ଆସିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)...

ମଙ୍ଗଳବାର ବାହାହେବେ ଦୀପିକା-ଅତନୁ

କୋଲକାତା, ୨୮ା୬ (ପି.ଟି.)- ଭାରତର ଦୁଇ ଶୀର୍ଷ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସଙ୍କ ମଧ୍ୟରେ ବାହାଘର ମଙ୍ଗଳବାର ରାଞ୍ଚତ୍ର ମୋରାବାଦୀଠାରେ ହେବ। କୋଭିଡ୍‌-୧୯ ଯୋଗୁ ଏହି ବିବାହ ଉତ୍ସବରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜରକୁ ଗୁରୁତ୍ୱ...

ରିଜିଜୁଙ୍କୁ ଅନୁରୋଧ କଲେ ମାଲହୋତ୍ରା

ନୂଆଦିଲ୍ଲୀ, ୨୮ା୬ (ପି.ଟି.): ଦେଶର ୫୪ଟି ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଉପରୁ ବର୍ଷକ ପାଇଁ ସ୍ବୀକୃତି ପ୍ରତ୍ୟାହାର କରାଯାଇଥିବାରୁ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଅଫ୍‌ ସ୍ପୋଟର୍‌ସ ସଭାପତି ଭି.କେ. ମାଲହୋତ୍ରା ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ ଦିଲ୍ଲୀ ହାଇକୋର୍ଟ ଏବଂ...

୩ ମହିଳା ଫୁଟ୍‌ବଲ ଖେଳାଳିଙ୍କୁ କରୋନା

ପ୍ୟାରିସ୍‌, ୨୮ା୬ (ଏପି)- ପ୍ୟାରିସ୍‌ ସେଣ୍ଟ-ଜର୍ମେନ (ପିଏସ୍‌ଜି)ମହିଳା ଫୁଟ୍‌ବଲ ଟିମ୍‌ର ୩ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌-୧୯ ଟେଷ୍ଟରେ ସିନିୟର ମହିଳା ଦଳର ଜଣେ ଏବଂ ୧୯ ବର୍ଷରୁ କମ୍‌ ମହିଳା ଦଳର ୨ ଖେଳାଳିଙ୍କ ଫଳାଫଳ ପଜିଟିଭ...

ବେଗ ବଢ଼ାଇବା ପାଇଁ ପୋଷା କୁକୁରର ସହାୟତା ନେଲେ ସାମି

କୋଲକାତା, ୨୭।୬- କରୋନା ଭାଇରସ ଲାଗି ଦୀର୍ଘ ଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିବା ଭାରତୀୟ ଦଳର ଖେଳାଳିମାନେ ଏବେ ଧିରେ ଧିରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା, ରୋହିତ୍‌ ଶର୍ମା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri