Posted inଖେଳ

ସିଡନୀ ଟେଷ୍ଟ: ଭାରତ ୨୪୪ରେ ଅଲ୍‌ଆଉଟ୍‌; ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା

ସିଡନୀ,୯।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ଶନିବାର ଖେଳ ଜାରି ରହିଛି। ଘରୋଇ ଟିମ୍‌ ପ୍ରଥମ ପାଳିରେ ୩୩୮ ରନ୍‌ କରିଥିବା ବେଳେ ଭାରତ ପ୍ରଥମ ପାଳିରେ ୨୪୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି। ଫଳରେ ଘରୋଇ ଅଷ୍ଟ୍ରେଲିଆ ୯୪ ରନ୍‌ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ପାଳିରେ ୧୩ ଓଭର ଖେଳରେ ଦୁଇ ଉଇକେଟ ହରାଇ ୪୧ ରନ୍‌ କରିଛି। ମାର୍ନସ ଲାବୁସେନ(୧୩) ଏବଂ ସ୍ଟିଭ୍‌ ସ୍ମିଥ୍‌(୩) ରନ୍‌ କରି ମଇଦାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁନୀଲ ଜୋଶି, ହରବିନ୍ଦର ସିଂ ଭାରତୀୟ ଦଳର ଚୟନକର୍ତ୍ତା

ନୂଆଦିଲ୍ଲୀ,୪ା୩- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ସୁନୀଲ ଜୋଶି ଓ ହରବିନ୍ଦର ସିଂଙ୍କୁ ଭାରତୀୟ ଦଳର ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି। ସେମାନେ...

ଆଇପିଏଲରେ ଐତିହାସିକ ରେକର୍ଡ ହାସଲ କଲେ ଏହି ଖେଳାଳି

ଆଇପିଏଲ ୨୦୨୦ର ଶେଷ ଲିଗ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ପ୍ଲେ ଅଫରେ ପ୍ରବେଶ କରିଛି। ମୁମ୍ବାଇ ବିପକ୍ଷ କର ବା...

ଶ୍ରେୟାସଙ୍କ ସ୍ଥାନ ପକ୍କା

ମୁମ୍ବାଇ,୨୫।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି ଶ୍ରେୟାସ ଆୟାର। ଏବେ ତାଙ୍କ ସମ୍ପର୍କରେ କିଛି...

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ ଜାନୁୟାରୀକୁ ଘୁଞ୍ଚିଲା

ନୂଆଦିଲ୍ଲୀ,୨୯।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ର କାର୍ଯ୍ୟସୂଚୀ ମଧ୍ୟ ପ୍ରଭାବିତ ହୋଇଛି। ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଆଗାମୀ ସେପ୍ଟେମ୍ବରରେ ଏହି ମେଗା ଇଭେଣ୍ଟ...

ଜିମ୍ବାଓ୍ବେରେ ଦୁଇ ଟେଷ୍ଟ ମ୍ୟାଚ ଖେଳିବ ଶ୍ରୀଲଙ୍କା

କଲମ୍ବୋ, ୧୩ା୧ (ଏଏଫ୍‌ପି)-ଶ୍ରୀଲଙ୍କା କ୍ରିକେଟ ଟିମ୍‌ ଗୁରୁବାର ଜିମ୍ବୋଓ୍ବେ ଅଭିମୁଖେ ଯାତ୍ରା କରିବ। ଦଳ ସେଠାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଅନ୍ତର୍ଜାତୀୟ...

ଉମେଶଙ୍କୁ ପରିହାସ କଲେ ଜାଡେଜା

ପୁଣେ,୧୦।୧- ଭାରତୀୟ ଟେଷ୍ଟ ଦଳର ସଦସ୍ୟ ଉମେଶ ଯାଦବଙ୍କୁ ପରିହାସ କରିଛନ୍ତି ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜା। ୩୨ ବର୍ଷୀୟ ପେସର ନିକଟରେ ଏକ ଭିଡିଓ...

ଇଂଲଣ୍ଡ ଗସ୍ତ: ପାକିସ୍ତାନୀ କିଟ୍‌ରେ ଶହିଦ୍‌ ଆଫ୍ରିଦି ଫାଉଣ୍ଡେଶନ ଲୋଗୋ ରହିବ

କରାଚୀ,୯।୭(ପି.ଟି.): ଏକ ମୁଖ୍ୟ ପ୍ରାୟୋଜକ ପାଇବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଶହିତ ଆଫ୍ରିଦି ଫାଉଣ୍ଡେଶନର ଲୋଗୋ ବ୍ୟବହାର କରିବ।...

ଅଜିତ ଅଗରକରଙ୍କ ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ ଭାଙ୍ଗିପାରିନାହାନ୍ତି କୌଣସି ଭାରତୀୟ ବୋଲର

ଭାରତୀୟ ଦଳର ପୂର୍ବତନ ବୋଲର୍‌ ଅଜିତ ଅଗରକର ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ମସିହା ଡିସେମ୍ବର ୪ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।...

Ten Cric Info
Advertisement


Archives

Model This Week

Why Dharitri