ପ୍ରାକ୍ଟିସ୍ରେ ହାମିଲଟନ ଦ୍ରୁତତମ
ସ୍ପିଲବର୍ଗ (ଅଷ୍ଟ୍ରିିଆ), ୪ା୭ (ଏପି): ସିଜନ ଓପନିଂ ଫର୍ମୁଲାଓ୍ବାନ୍ ରେସ୍ ଅଷ୍ଟ୍ରିିଆନ ଗ୍ରାଁ ପ୍ରିର ପ୍ରଥମ ପ୍ରାକ୍ଟିସ୍ ସେସନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫର୍ମୁଲାଓ୍ବାନ୍ ବିଶ୍ୱ ଚାମ୍ପିୟନ ଲୁଇସ୍ ହାମିଲଟନ ଦ୍ରୁତତମ ବିବେଚିତ ହୋଇଛନ୍ତି। ସ୍ପିଲବର୍ଗର ରେଡ୍ବୁଲ୍ ରିଙ୍ଗ୍...
ଜୁନିୟର ଆଥଲେଟ୍ଙ୍କ ପାଇଁ ଟାର୍ଗେଟ ଅଲିମ୍ପିକ୍ ପୋଡିୟମ ସ୍କିମ୍
ନୂଆଦିଲ୍ଲୀ, ୪।୭(ପି.ଟି.)-ଜୁନିୟର ଆଥଲେଟ୍ଙ୍କ ପାଇଁ ଦେଶରେ ଟାର୍ଗେଟ ଅଲିମ୍ପିକ୍ ପୋଡିୟମ ସ୍କିମ୍ (ଟପ୍ସ) ଆରମ୍ଭ ହେବ। ୨୦୨୮ ସୁଦ୍ଧା ଅଲିମ୍ପିକ୍ ଚାମ୍ପିୟନ ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ। ‘ଫିଟ୍ ହେ ତୋ ହିଟ୍ ହେ ଫିଟ୍ ଇଣ୍ଡିଆ’ ଓ୍ବେବିନାର ଅବସରରେ...
ଫୁଟବଲ ପ୍ରତି ଆଗ୍ରହ ବଢ଼ୁଛି: ବାଲା ଦେବୀ
ନୂଆଦିଲ୍ଲୀ, ୪।୭: ଭାରତ ୨୦୨୨ ଏଏଫସି ଏସିଆନ କପ୍ ଆୟୋଜନ କରିବା ଘଟଣା ଭାରତୀୟ ମହିଳା ଫୁଟବଲ ଦଳର ଫରଓ୍ବାର୍ଡ ବାଲା ଦେବୀଙ୍କୁ ଖୁବ୍ ଉତ୍ସାହିତ କରିଛି। ଏଥିପାଇଁ ସେ ପଡ଼ିଆକୁ ଓହ୍ଲାଇ ଫିଟ୍ନେସ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି।...
ବିବାହ ପରେ ମାତ୍ର ୨୧ ଦିନ ଏକତ୍ର ରହିଥିଲେ ବିରାଟ-ଅନୁଷ୍କା
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି କୌଣସି ନା କୌଣସି ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପୂର୍ବରୁ ମଧ୍ୟ ଏହି ଯୋଡି ଏକାଠି ସମୟ ବିତାଉଥିବାକୁ ନେଇ ଚର୍ଚ୍ଚାରେ ରହୁଥିଲେ।...
କୋଭିଡ୍-୧୯: ୨୦୨୦ ହିରୋ ଇଣ୍ଡିଆନ ଓପନ୍ ଗଲ୍ଫ ଟୁର୍ନାମେଣ୍ଟ ବାତିଲ
ନୂଆଦିଲ୍ଲୀ,୩।୭(ପି.ଟି.): କୋଭିଡ୍-୧୯ ମହାମାରୀ କାରଣରୁ ଆଉଏକ ମେଗା ଇଭେଣ୍ଟ ବାତିଲ ହୋଇଛି। ଶୁକ୍ରବାର ହିରୋ ଇଣ୍ଡିଆନ୍ ଗଲ୍ଫ ଟୁର୍ନାମେଣ୍ଟର ୨୦୨୦ ସଂସ୍କରଣକୁ ବାତିଲ କରାଯାଇଛି ଭାରତୀୟ ଗଲ୍ଫ ୟୁନିୟନ ଅଧ୍ୟକ୍ଷ ଦେବାଙ୍ଗ ଶାହା କହିଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ...
ସ୍ମିଥ୍, ଡିଭିଲର୍ସଙ୍କୁ ବୋଲିଂ କରିବା ବଡ଼ ଚ୍ୟାଲେଞ୍ଜ: କୁଲଦୀପ୍
ନୂଆଦିଲ୍ଲୀ,୩।୭(ପି.ଟି): ଅଷ୍ଟ୍ରେଲିଆ ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥ୍ ଓ ଦକ୍ଷିଣ ଆଫ୍ରିକା ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ୍ ବୋଲି ଭାରତୀୟ ରିଷ୍ଟ ସ୍ପିନର କୁଲଦୀପ ଯାଦବ କହିଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପାଖରେ...
ସାମ କୁରାନଙ୍କ କୋଭିଡ୍-୧୯ ଟେଷ୍ଟ
ସାଉଥାମ୍ପଟନ,୩।୭(ପି.ଟି.): ଇଂଲଣ୍ଡ ଅଲରାଉଣ୍ଡର ସାମ୍ କୁରାନଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଛି। ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର ଏହି ଟେଷ୍ଟ କରାଯାଇଛଇ ବୋଲି କୁହାଯାଇଛି। ସେ ଇଣ୍ଟ୍ରା- ସ୍କାଡ୍ ଓ୍ବାର୍ମ- ଅପ୍ ମ୍ୟାଚ୍ରେ ଅଂଶଗ୍ରହଣ କରିବେ ନାହିଁ। ଗୁରୁବାର ସେ...
କୋହଲିଙ୍କ ସହ ତୁଳନାକୁ ବାବରଙ୍କ ନାପସନ୍ଦ
କରାଚୀ,୩।୭(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଳିଙ୍କ ସହ ତାଙ୍କୁ ତୁଳନା କରାଯାଉଥିବାରୁ ପାକିସ୍ତାନ ସୀମିତ ଓଭର ଅଧିନାୟକ ବାବର ଆଜମ ନାପସନ୍ଦ କରିଛନ୍ତି। କୋହଲିଙ୍କ ସହ ମୋତେ ବାରମ୍ବାର ତୁଳନା କରାଯାଉଛି। ଏ ନେଇ ବାବର ଆପତ୍ତି ଉଠାଇଛନ୍ତି। ବରଂ...
ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ଗାବ୍ରିଏଲ
ମାଞ୍ଚେଷ୍ଟର,୩।୭ (ପି.ଟି.): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଭିଜ୍ଞ ଦ୍ରୁତ ବୋଲର ଶାନନ ଗାବ୍ରିଏଲଙ୍କୁ ଦଳରେ ସାମିଲ କରିଛି ଓ୍ବେଷ୍ଟଇଣ୍ଡିଜ। ଗୋଇଠିରେ ଅସ୍ତ୍ରୋପଚାର କରାଇଥିବା ଗାବ୍ରିଏଲ୍ ଏବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି।...
ମାଞ୍ଚେଷ୍ଟର ସିଟିଠାରୁ ୪-୦ରେ ହାରିଲା ଲିଭରପୁଲ
ମାଞ୍ଚେଷ୍ଟର,୩।୭(ଏପି): ୩୦ ବର୍ଷପରେ ଇଂଲିଶ୍ ପ୍ରିମିୟର ଲିଗ୍ ହାସଲ କରିଥିବା ଲିଭରପୁଲ ଏକ ବୃହତ୍ ପରାଜୟ ବରଣ କରିଛି। ଗୁରୁବାର ଖେଳାଯାଇଥିବା ଇଂଲିଶ୍ ପ୍ରିମିୟର ଲିଗ୍ର ଏକ ମ୍ୟାଚ୍ରେ ମାଞ୍ଚେଷ୍ଟର ସିଟି ୪-୦ରେ ଲିଭରପୁଲ୍କୁ ହରାଇଛି। ଦୀର୍ଘ ୩ ଦଶନ୍ଧି...
ସିଂହ ସହ ଖେଳନ୍ତି ଏହି ମହିଳା କ୍ରିକେଟର୍, ଫିଟନେସ୍ରେ ବି ନଂ୧
ଭାରତର ତାରକା କ୍ରିକେଟର୍ ତାନିଆ ଭାଟିଆ ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ଅଟନ୍ତି। ୧୯୯୭ ନଭେମ୍ବର ୨୮ରେ ଚଣ୍ଡିଗଡ଼ରେ ଜନ୍ମ ହୋଇଥିବା ତାନିଆ ବହୁତ କମ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ପଶୁପ୍ରେମୀ ତାନିଆ ସିଂହ ସହ ଖେଲିବାକୁ ପସନ୍ଦ...
ସର୍ବିୟାରୁ ଫେରିବା ପରେ ଫୁଟ୍ବଲରଙ୍କୁ କରୋନା
ଜେନେଭା,୩। ୭(ଏପି)-ପରିବାର ସହ ସର୍ବିଆ ପରିଭ୍ରମଣ କରି ଫେରିବା ପରେ ଦେଖିବାକୁ ମିଳିଥିଲା ସୁଇଜରଲାଣ୍ଡର ଜଣେ ଫୁଟ୍ବଲ ଖେଳାଳି କରୋନା ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି। ସୁଇସ୍ ଫୁଟ୍ବଲ କ୍ଲବ ସେଣ୍ଟ୍ ଗ୍ୟାଲେନ୍ର ଏହି ଖେଳାଳି ଜଣକ ହେଲେ ବୋରିସ୍ ବାବିକ୍।...
Archives


