Posted inଖେଳ

ସୁଧୁରୁନାହାନ୍ତି ଏହି ଇଂଲଣ୍ଡ କ୍ରିକେଟର୍‌, ଭାରତ ଜିତିବା ପରେ କହିଲେ ଏମିତି କଥା

ଚେନ୍ନାଇରେ ପ୍ରଥମ ଟେଷ୍ଟ ହାରିଯିବା ପରେ ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡକୁ ପରାସ୍ତ କରିଛି। ଭାରତ ଦ୍ୱିତୀୟ ଟେଷ୍ଟରେ ୩୧୭ ରନ ବ୍ୟବଧାନରେ ଜିତିଥିଲା। ଖେଳର ଚତୁର୍ଥ ଦିନରେ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୬୪ ରନରେ ଅଲଆଉଟ୍‌ ଥିଲା। ଚାରିଟି ଟେଷ୍ଟ ମ୍ୟାଚ ସିରିଜ ୧-୧ ସହ ବରାବର ହୋଇଛି। ତେବେ ଚେନ୍ନାଇରେ ଇଂଲଣ୍ଡର ପରାଜୟ ଏହାର ପୂର୍ବତନ ଖେଳାଳି କେଭିନ ପିଟରସନଙ୍କ ହଜମ ହୋଇନାହିଁ। ଭାରତର ବିଜୟ ପରେ କେଭିନ ପିଟରସନ ଟୁଇଟରରେ ଲେଖିଛନ୍ତି ଯେ ଭାରତ ଇଂଲଣ୍ଡର ବି ଦଳକୁ ପରାସ୍ତ କରିଛି। ସେ କହିଛନ୍ତି, ଇଂଲଣ୍ଡ ବି’ ଦଳକୁ ପରାସ୍ତ କରିଥିବାରୁ ଭାରତକୁ ଅଭିନନ୍ଦନ’। ପିଟରସନ ଏହି ଟୁଇଟରେ ଜଣାଇବାକୁ ଚେଷ୍ଟା କରିଛନ୍ତି ଯେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କୁ ସୁଯୋଗ ଦେଇ ନାହିଁ, ସେଥିପାଇଁ ଭାରତ ଜିତିଛି। ଚେନ୍ନାଇରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହାରିଯିବା ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ମଧ୍ୟ କେଭିନ ପିଟରସନଙ୍କ ଭଳି କଥା କହିଛନ୍ତି। ଭାରତର ବିଜୟ ପରେ ଭନ ଲେଖିଛନ୍ତି ଯେ, ଇଂଲଣ୍ଡର ଶକ୍ତିଶାଳୀ ଦଳକୁ ସାମ୍ନା କରିବାର ସମୟ ଆସିଛି। ଏଥିସହ ମାଇକେଲ ଭନ ମଧ୍ୟ ଇଂଲଣ୍ଡର ଦଳ ପରିଚାଳନା ଉପରେ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ଗୋଦାମ ଘରେ ହଠାତ୍‌ ଲାଗିଲା ନିଆଁ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ ସହ…

ନୀଳଗିରି,୩୦ା୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ପାଖ ଗୋଦାମରେ ଏକ ଭୟାବହ ଅଘଟଣ ଘଟିଛି। ସେଠାରେ ହଠାତ୍‌ ନିଆଁ ଲାଗିବାର ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର…

କାହା ପାଇଁ ବଳିଦାନ ଦେଲେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ ଚତୁର୍ଥ ଟି-୨୦ ମ୍ୟାଚରୁ ବାଦ ପଡ଼ିବାର ଭିତିରି କଥା

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବାଦ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ, ଭୁବନେଶ୍ୱର…

ନୂଆ ଇତିହାସ ଲେଖିଲେ ରଶିଦ ଖାନ୍‌: ବିଶ୍ୱର ପ୍ରଥମ ବୋଲର୍‌ ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୩୦।୧୦: ଆଫଗାନିସ୍ତାନର ଷ୍ଟାର୍‌ ସ୍ପିନର ରଶିଦ ଖାନ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ରେ ୨୦୦ ଉଇକେଟ ପୂରଣ କରିବାରେ ବିଶ୍ୱର ପ୍ରଥମ…

‘ଆଲଗୋରିଦମକୁ ଭୁଆଁ ବୁଲାଅ…’ ସୋସିଆଲ ମିଡିଆରେ ସରକାରଙ୍କୁ ଘେରିବା ପାଇଁ CJPର ନୂଆ ‘କୋଡୱାର୍ଡ’ ଯୋଜନା ଭାଇରାଲ

ନୂଆଦିଲ୍ଲୀ,୩୦।୧୦: ‘କକରୋଚ ଜନତା ପାର୍ଟି’ (CJP) ନିଜ ସମର୍ଥକମାନଙ୍କୁ ସୋସିଆଲ ମିଡିଆରେ ସରକାରଙ୍କୁ ସମାଲୋଚନା କରୁଥିବା ବିଷୟବସ୍ତୁ ପୋଷ୍ଟ କରିବା ଏବଂ ଭିଡିଓ ତିଆରି କରିବା ପାଇଁ…

ଶିବରାଜ ସିଂହ ଚୌହାନଙ୍କ ମା’ଙ୍କ ଦେହାନ୍ତ; କେନ୍ଦ୍ର ମନ୍ତ୍ରୀ କହିଲେ, ‘ମା’ଙ୍କ ବିୟୋଗ ଏକ ଶୂନ୍ୟସ୍ଥାନ ସୃଷ୍ଟି କରେ’

ନୂଆଦିଲ୍ଲୀ,୩୦।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମାଆ କାଶୀ ବାଇଙ୍କର ଆଜି (ଶୁକ୍ରବାର, ଅକ୍ଟୋବର ୩୦) ପରଲୋକ…

ବାଦ୍‌ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ: ଟିମ ଇଣ୍ଡିଆରେ ୨ଟି ପରିବର୍ତ୍ତନ

ଅକଲାଣ୍ଡ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲା ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ , ଅନନ୍ତ ସିଂହଙ୍କୁ ଜେଲ ଯିବାକୁ ପଡ଼ିବ

ନୂଆଦିଲ୍ଲୀ,୩୦।୧୦: ଡୁଲାରଚାନ୍ଦ ଯାଦବ ହତ୍ୟା ମାମଲାରେ ଜେଡିୟୁ (JDU) ବିଧାୟକ ଅନନ୍ତ ସିଂହଙ୍କୁ ଏକ ବଡ଼ ଝଟକା ଲାଗିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ଖାରଜ କରିଦେଇଛନ୍ତି।…

ବିଶ୍ୱକପ ପରେ ବଦଳିବ ଭାଗ୍ୟ: ଗମ୍ଭୀରଙ୍କୁ ନେଇ IPLରେ ଟଣାଓଟରା! ୪ଟି ଫ୍ରାଞ୍ଚାଇଜର ନଜର ଏବେ…ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୧୦: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଭବିଷ୍ୟତକୁ ନେଇ ଗତ କିଛି ମାସ ହେଲା ଅନେକ ଚର୍ଚ୍ଚା ଓ ଅନୁମାନ ଲାଗି ରହିଛି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?