ଖେଳ

ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ପିପିଇ କିଟ୍‌ ଦାନ କଲେ ଏହି ଭାରତୀୟ କ୍ରିକେଟର୍‌

ବେଙ୍ଗାଲୁରୁ, ୨୨।୮: ଭାରତୀୟ କ୍ରିକେଟ୍‌ ଦଳର ଉଦୀୟମାନ ଖେଳାଳି ଲୋକେଶ ରାହୁଲ ନିଜର ମହାନତା ପାଇଁ ଏବେ ଚର୍ଚ୍ଚାର ପରିଧିରେ ରହିଛନ୍ତି। ଆଇପିଏଲ୍‌ରେ ଖେଳିବା ଲାଗି ୟୁଏଇ ଗସ୍ତ କରିବା ପୂର୍ବରୁ ରାହୁଲ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌)...

ଆର୍‌ସିବି ସହ ଯୋଗଦେଲେ ଡିଭିଲର୍ସ, ଷ୍ଟେଇନ

ଦୁବାଇ, ୨୨।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସିଜନ-୧୩ରେ ଅଂଶଗ୍ରହଣ କରିବା ଲାଗି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳ ୟୁଏଇରେ ପହଞ୍ଚି ସାରିଛି। ବାଙ୍ଗାଲୋର ଦଳର ଷ୍ଟାର୍‌ ଖେଳାଳି ତଥା ପୂର୍ବତନ ଦକ୍ଷିଣ ଆଫ୍ରିକା...

୧୧୩ ବଲରେ ୩୧୬ ରନ୍‌ ସଂଗ୍ରହ କଲେ ଏହି କ୍ରିକେଟର୍‌

ଲଣ୍ଡନ, ୨୨।୮: ୧୧୩ ବଲ୍‌ରେ ୩୧୬ ରନ ସଂଗ୍ରହ କରିବା ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ଇଂଲଣ୍ଡ ଜଣେ କ୍ଲବ କ୍ରିକେଟର୍‌ ଏଭଳି ଏକ ବିସ୍ଫୋରକ ଇନିଂସ ଖେଳି ଏବେ ଚର୍ଚ୍ଚାକୁ ଆସିଛନ୍ତି। ହୋୟଲ୍ୟାଣ୍ଡସଓ୍ବାଇନ୍‌ ଓ ଡେନବୀ କ୍ରିକେଟ୍‌...

ୟୁଏଇ ଗସ୍ତ ସମୟରେ ବିମାନରେ ଘଟିଲା ଏଭଳି ଘଟଣା: ଲୋକେ କହୁଛନ୍ତି ‘ ପୁଣି ଥରେ ହୃଦୟ ଜିତିନେଲେ ଧୋନୀ’

ନୂଆଦିଲ୍ଲୀ,୨୨।୮: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଆଇପିଏଲ୍‌। ବିଭିନ୍ନ ଟିମ୍‌ର ଖେଳାଳିମାନେ ଏହାକୁ ନେଇ ଦୁବାଇ ଯାତ୍ରା କରୁଛନ୍ତି। ଏହି କ୍ରମରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ସହ ଆଇପିଏଲ୍‌ରେ ଭାଗ ନେବା ପାଇଁ ଯାଉଥିବା ମହେନ୍ଦ୍ର ସିଂ ଧୋନୀ...

ଦୁବାଇରେ ପହଞ୍ଚିଲେ ବିରାଟ କୋହଲି

ଦୁବାଇ, ୨୨।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ପର୍ଯ୍ୟାୟକ୍ରମେ ପ୍ରାୟ ସମସ୍ତ ଟିମ୍‌ ୟୁଏଇରେ ପହଞ୍ଚି ସାରିଲେଣି।...

କାମେରନ ହ୍ବାଇଟ୍‌ଙ୍କ ଅବସର

ମେଲବୋର୍ନ,୨୨।୮(ପି.ଟି.): ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ ହ୍ବାଇଟ୍‌ ଶୁକ୍ରବାର ପେସାଦାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫଳରେ ଦୀର୍ଘ ଦୁଇ ଦଶନ୍ଧିର ତାଙ୍କ ଉଜ୍ଜ୍ୱଳମୟ କ୍ୟାରିୟରର ଅନ୍ତ ଘଟିଛି। ୩୭ବର୍ଷୀୟ ହ୍ବାଇଟ୍‌ ଅଷ୍ଟ୍ରେଲିଆ ତରଫରୁ ୪ ଟେଷ୍ଟ, ୯୧ ଦିନିକିଆ...

ପ୍ରଥମ କେତୋଟି ମ୍ୟାଚ ଖେଳି ନ ପାରନ୍ତି ମାଲିଙ୍ଗା

ନୂଆଦିଲ୍ଲୀ, ୨୨ା୮ (ପି.ଟି.)- ବ୍ୟକ୍ତିଗତ କାରଣରୁ ଆସନ୍ତା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ କେତୋଟି ମ୍ୟାଚ୍‌ ଲାଗି ଉପଲବ୍ଧ ହୋଇ ନ ପାରନ୍ତି ଶ୍ରୀଲଙ୍କାର ଭେଟେରାନ ପେସ୍‌ ବୋଲର ଲସିଥ୍‌ ମାଲିଙ୍ଗା। ଖବର ଅନୁସାରେ ମାଲିଙ୍ଗାଙ୍କ ପିତା କିଛିଦିନ...

ଆଇପିଏଲ୍‌ ‘ନେଟ୍‌ ବୋଲର’ ତାଲିକାରେ ସଙ୍ଗଓ୍ବାନ, ସୁୟଲ

ନୂଆଦିଲ୍ଲୀ, ୨୨ା୮(ପି.ଟି.)-ଠିକ୍‌ ୧୩ବର୍ଷ ପୂର୍ବେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଏବଂ ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ପ୍ରଭାବୀ ସୁଇଂ ବୋଲିଂ କରିଥିବା ପ୍ରଦୀପ ସାଙ୍ଗଓ୍ବାନ ସଂଯୁକ୍ତ ଏମିରେଟ୍ସ(ୟୁଏଇ) ଯିବେ। ଜଣେ ଖେଳାଳି ହିସାବରେ ନୁହେଁ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ର ଜଣେ...

ଓ୍ବିଲିୟମ୍ସ ଫର୍ମୁଲା ଓ୍ବାନ ଟିମ୍‌କୁ କିଣିଲା ଆମେରିକୀୟ ଫାର୍ମ

ଗ୍ରୋଭ୍‌ (ଇଂଲଣ୍ଡ), ୨୨ା୮ (ଏପି)-ଓ୍ବିଲିୟମ୍ସକୁ କ୍ରୟ କରିଛି ଏକ ଆମେରିକୀୟ ଇନଭେଷ୍ଟମେଣ୍ଟ ଫାର୍ମ। ଫର୍ମୁଲାଓ୍ବାନ୍‌ ଟିମ୍‌ ବିକ୍ରି ହେବାକୁ ଯାଉଛି ବୋଲି ଗତ ମେ ମାସରେ ଶୁଣିବାକୁ ମିଳିଥିଲା। ବିକ୍ରି ହୋଇଥିଲେ ମଧ୍ୟ ବ୍ରିଟେନର ଏହି ଟିମ୍‌ର ନାମ ପୂର୍ବଭଳି...

ଆଇପିଏଲ୍‌ କ୍ୱାରାଣ୍ଟାଇନ୍‌: ଖେଳାଳିମାନେ ୬ ଦିନ ରୁମ୍‌ରେ ରହିବେ

ଦୁବାଇ, ୨୨ା୮ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ବା ପରେ ଖେଳାଳିମାନଙ୍କୁ ୬ଦିନ ପର୍ଯ୍ୟନ୍ତ ହୋଟେଲ ରୁମ୍‌ରେ ସୀମିତ ରହିବାକୁ ପଡ଼ିବ। ପ୍ରଥମ ଦିବସରେ ଖେଳାଳିମାନେ ଟ୍ରେନରଙ୍କ ଫିଟ୍‌ନେସ୍‌ ପ୍ଲାନ୍‌ କାର୍ଯ୍ୟକାରୀ...

ଅର୍ଜୁନ ପୁରସ୍କାର: ମୀରାବାଈ, ସାକ୍ଷୀଙ୍କ ନାମ ବାଦ୍‌ ଦିଆଗଲା

ନୂଆଦିଲ୍ଲୀ, ୨୨।୮(ପି.ଟି.)-ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ କ୍ରୀଡ଼ାବିତ୍‌ଙ୍କ ନାମକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଶୁକ୍ରବାର ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛି। ଅବସରପ୍ରାପ୍ତ ବିଚାରପତି ମୁକୁନ୍ଦକମ୍‌ ଶର୍ମାଙ୍କ ନେତୃତ୍ୱରେ ଗଠିତ ଚୟନ କମିଟି ଗତ ୧୮ ତାରିଖରେ...

ରୋହିତ ଶର୍ମାଙ୍କ ସମେତ ୫ ଜଣଙ୍କୁ ଖେଳରତ୍ନ, ଦୂତୀଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ଚଳିତ ବର୍ଷ ପାଇଁ ଜାତୀୟ କ୍ରୀଡା ପୁରସ୍କାର ଘୋଷଣା କରାଯାଇଛି। ଆଥଲେଟ ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଦୂତୀ ଚାନ୍ଦଙ୍କ ସହ ୨୭ ଜଣ ଖେଳାଳି ଅର୍ଜୁନ ପୁରସ୍କାର ପାଇବେ। ସେହିପରି ୫ କ୍ରୀଡାବିତ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri