Posted inଖେଳ

ହାତଯୋଡି ମୁଣ୍ଡ ନୁଆଁଇଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ…

ପୁଣେ, ୨୯।୩: ଭାରତ ବିପକ୍ଷ ତୃତୀୟ ଦିନିକିଆରେ ବେନ ଷ୍ଟୋକ୍‌ସ ୩୯ ବଲରେ ୩୫ ରନ୍‌ କରି ଟି ନଟରାଜନଙ୍କ ବଲରେ ଆଉଟ ହୋଇଥିଲେ। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ହାତଯୋଡି ପଡ଼ିଆରେ ନତମସ୍ତକ ହୋଇ ସମସ୍ତ ଖେଳାଳିଙ୍କୁ କ୍ଷମା ମାଗିଥିଲେ। ହାର୍ଦ୍ଦିକଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ହାର୍ଦ୍ଦିକ ହାତ ଯୋଡି କ୍ଷମା ମାଗିବାର କାରଣ ମଧ୍ୟ ଭିନ୍ନ।
ବାସ୍ତବରେ ଷ୍ଟୋକ୍‌ସଙ୍କ ଏକ କ୍ୟାଚ୍‌କୁ ହାର୍ଦ୍ଦିକ ଛାଡିଦେଇଥିଲେ। ଏହା ପରେ ଭାରତୀୟ ଖେଳାଳିମାନେ ନିରାଶ ହେବା ସହ କ୍ରୋଧିତ ହୋଇଯାଇଥିଲେ। ହାର୍ଦ୍ଦିକଙ୍କ ଦ୍ୱାରା ଏହି କ୍ୟାଚ୍‌ ମାସ୍‌ ହୋଇଯିବ ତାହା କେହି ବିଶ୍ୱାସ ମଧ୍ୟ କରିପାରି ନ ଥିଲେ। ତେଣୁ ଇଂଲଣ୍ଡ ଇନିଂସର ଏକାଦଶ ଓଭରରେ ଭାରତୀୟ ବୋଲର ଟି. ନଟରାଜନ ବେନ୍‌ ଷ୍ଟୋକ୍‌ସଙ୍କୁ ଆଉଟ କରିଥିଲେ। ନଟରାଜନଙ୍କ ଏକ ଫୁଲଟସ ବଲକୁ ଷ୍ଟୋକ୍ସ ବାଉଣ୍ଡ୍ରୀକୁ ମାରିଥିଲେ, ଯାହାକୁ ଧୱନ କ୍ୟାଚ କରିନେଇଥିଲେ। ଏହି କ୍ୟାଚ ଧରିଥିବାରୁ ମୁଣ୍ଡ ନୁଆଁଇଥିଲେ ହାର୍ଦ୍ଦିକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆ ଦଳରେ ଭାରତୀୟ କ୍ୟାବ ଚାଳକଙ୍କ ପୁଅ

ମେଲବୋର୍ନ,୨୯ା୧- ଅଷ୍ଟ୍ରେଲିଆରେ ବାସ କରୁଥିବା ପଞ୍ଜାବୀ ଡ୍ରାଇଭରଙ୍କ ୧୯ ବର୍ଷୀୟ ପୁଅ ତାନଭୀର ସାଙ୍ଘା ଅଷ୍ଟ୍ରେଲିଆର ଜାତୀୟ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ଆଗାମୀ ନ୍ୟୁଜିଲାଣ୍ଡ...

୩୩ ବର୍ଷ ହେଲାଣି, କିଛି ଏଭଳି କହି କୋହଲିଙ୍କୁ ପରାମର୍ଶ ଦେଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୭।୧: ବର୍ତ୍ତମାନ ନିଜ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ବିରାଟ କୋହଲି। ଗୋଟିଏ ପଟେ କ୍ରିକେଟର କୌଣସି ଫର୍ମାଟରେ ଭାରତୀୟ ଦଳର...

ଡି’ଭିଲର୍ସଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଅନିଶ୍ଚିତା

ଜୋହାନ୍ସବର୍ଗ, ୧୪ା୪ (ପି.ଟି.)- ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସଙ୍କ କ୍ରିକେଟକୁ ପୁନଃ ପ୍ରତ୍ୟାବର୍ତ୍ତନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କୋଭିଡ୍‌-୧୯ ମହାମାରୀର ଆବିର୍ଭାବ ଯୋଗୁ...

‘ବାଦୋନି ଆମ ପାଇଁ ବେବି ଏବି’

ମୁମ୍ବାଇ,୨୯।୩ : ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ ପଦାର୍ପଣ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ପାଇଁ ୫୪ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଆୟୁଷ ବାଦୋନିଙ୍କୁ...

ନିଜ ଦୁଃଖ ବଖାଣିଲେ ଧୋନୀ

ମୁମ୍ବାଇ, ୨୦।୪: ଆଇପିଏଲ୍‌ ୨୦୨୧ରେ ଏମଏସ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ...

ପୋଗାକାରଙ୍କୁ କ୍ରମାଗତ ଦ୍ୱିତୀୟ ଟୁର୍‌ ଡି’ ଫ୍ରାନ୍ସ ଟାଇଟଲ

ପ୍ୟାରିସ, ୧୯ା୭: ଓଭର ଅଲ୍‌ ଷ୍ଟାଣ୍ଡିଂରେ ପ୍ରଥମ ସ୍ଥାନ ବଜାୟ ରଖି ରହି ସ୍ଲୋଭେନିଆର ଟାଡେଜ ପୋଗାକାର (ୟୁଏଇ ଏମିରେଟ୍ସ) ଚଳିତ ବର୍ଷ ଟୁର୍‌ ଡି’...

ସମାନ ଶୈଳୀରେ ଆଉଟ୍‌ ହେଲେ କୋହଲି

କେପ୍‌ ଟାଉନ,୧୩।୧: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ପୁରୁଣା ଶୈଳୀରେ ଆଉଟ୍‌ ହୋଇଛନ୍ତି। ରନ୍‌...

ଲିଜେଣ୍ଡ୍ସ ଲଢ଼େଇରେ ଟାଇଗର୍ସର ବାଜିମାତ୍‌

କଟକ, ୨୭ା୯ (ସ୍ପୋଟର୍‌ସ ବ୍ୟୁରୋ):ବାରବାଟୀ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ମ୍ୟାଚରେ ମଣିପାଲ ଟାଇଗର୍ସ ୩ ରନରେ ଭିଲଓ୍ବାରା କିଙ୍ଗ୍ସକୁ ପରାସ୍ତ କରିଛି।...

Advertisement
Archives

Model This Week