Posted inଖେଳ

ସିଏସ୍‌କେ ବିପକ୍ଷ ପ୍ରଥମ ମ୍ୟାଚ୍‌ ଖେଳିପାରିବେନାହିଁ ଦିଲ୍ଲୀ କ୍ୟାପିଟାଲ୍ସର ଏହି ୨ ଖେଳାଳି: କାରଣ…

ମୁମ୍ବାଇ,୭।୪: ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଶନିବାର ଖେଳାଯିବାକୁ ଥିବା ଆଇପିଏଲ୍‌ର ଦ୍ୱିତୀୟ ମ୍ୟାଚ୍‌କୁ ଖେଳିପାରିବେ ନାହିଁ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର କଗିସୋ ରବାଡା ଏବଂ ଏନ୍‌ରିଚ୍‌ ନୋର୍ଟଜେ। ଉଭୟ ମଙ୍ଗଳବାର ମୁମ୍ବାଇ ପହଞ୍ଚିଛନ୍ତି। ହେଲେ ପ୍ରୋଟୋକଲ ଅନୁଯାୟୀ ଖେଳାଳିଙ୍କୁ ୭ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ୁଥିବାରୁ ଉଭୟ ମ୍ୟାଚ୍‌ ଖେଳିପାରିବେ ନାହିଁ।

ଗତ ସିଜିନରେ ଫାଇନାଲରେ ପରାଜିତ ହୋଇଥିଲେ ହେଁ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ରୋମାଞ୍ଚକର ଥିଲା। ହେଲେ ଚଳିତ ଥର ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଆହତ ସମସ୍ୟା ଦେଇ ଗତି କରୁଥିବାରୁ ଦାୟିତ୍ୱ ନିର୍ବାହ କରିପାରିବେ ନାହିଁ। ଏହାକୁ ଦୃଷ୍ଟିରେ ରଖି ଋଷଭ ପନ୍ତଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ନୂତନ ଅଧିନାୟକଙ୍କ ନେତୃତ୍ୱରେ ଦଳ ଓହ୍ଲାଉଥିବାରୁ ପ୍ରଥମ ମ୍ୟାଚ୍‌ଟି ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୋଟରସ୍ପୋଟର୍‌ସ କିମ୍ବଦନ୍ତୀ ମୋସ୍‌ଙ୍କ ପରଲୋକ

ଲଣ୍ଡନ,୧୨।୪ (ଏଏଫ୍‌ପି)-ମୋଟରସ୍ପୋଟର୍‌ସର କିମ୍ବଦନ୍ତୀ ଷ୍ଟର୍ଲିଂ ମୋସ୍‌ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଦୀର୍ଘ ଦିନର ଅସୁସ୍ଥତା ପରେ ଏହି ବ୍ରିଟିଶ ଡ୍ରାଇଭରଙ୍କ ଦେହାନ୍ତ ହୋଇଛି...

ସନ୍ଦେହ ଚକ୍ଷୁରେ ୨୪ ପ୍ରଦର୍ଶନ ଟେନିସ ମ୍ୟାଚ

ଲଣ୍ଡନ, ୧୨ା୭ (ଏପି)-କରୋନା ଭାଇରସ୍‌ ଯୋଗୁ ମହିଳା ଓ ପୁରୁଷ ଟେନିସ୍‌ ଟୁର୍‌ ସ୍ଥଗିତ ରଖାଯାଇଥିଲା। ଏହି ସମୟ ମଧ୍ୟରେ ଅନୁଷ୍ଠିତ ୨୪ଟି ପ୍ରଦର୍ଶନୀ ମ୍ୟାଚକୁ...

ୟୁଏସ୍‌ ଓପନ୍‌ରୁ ଓହରିଲେ କିରଗିଓସ

ସିଡ୍‌ନୀ, ୩ା୮ (ଏ.ପି)- କରୋନା ଭାଇରସ୍‌ ଆଶଙ୍କାରେ ନିକ୍‌ କିରଗିଓସ୍‌ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। କୋଭିଡ୍‌-୧୯ରେ ସଂକ୍ରିମତ ହୋଇ ଆମେରିକାରେ ଲକ୍ଷାଧିକ...

ଇଣ୍ଡିଆନ ସୁପର ଲିଗ୍‌: ଗୋଆ-ନର୍ଥଇଷ୍ଟ ମ୍ୟାଚ ଡ୍ର

ଫତୋର୍ଦା ୧ା୧୨: ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର ଅନୁଷ୍ଠିତ ଏଫସି ଗୋଆ ଓ ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ...

ଦ୍ୱିତୀୟ ଟି୨୦: ଭାରତର ସହଜ ବିଜୟ

ମୋହାଲି, ୧୯।୯(ପି.ଟି.)- ସ୍ଥାନୀୟ ପଞ୍ଜାବ କ୍ରିକେଟ ଆସୋସିଏଶନ (ପିସିଏ) ଆଇଏସ୍‌ ବିନ୍ଦ୍ରା ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ଦକ୍ଷିଣ...

ଜିମ୍‌ରେ ବିରାଟଙ୍କ ଓ୍ବାର୍କ ଆଉଟ୍‌

ନୂଆଦିଲ୍ଲୀ,୨୫।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ଗୁରୁବାର ଓ୍ବେଷ୍ଟଇଣ୍ଡିଜକୁ ଭେଟିବାକୁ ଯାଉଛି। ମାଞ୍ଚେଷ୍ଟରଠାରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଜିମ୍‌ରେ...

ଡି’ ଲିଟ୍‌ ଦାମୀ ଡିଫେଣ୍ଡର

ରୋମ୍‌, ୧୯|୭ (ଏଏଫ୍‌ପି)- ଡଚ୍‌ ସେଣ୍ଟ୍ରାଲ ଡିଫେଣ୍ଡର ମ୍ୟାଥିସ୍‌ ଡି’ ଲିଟ୍‌ ୭୫ ନିୟୁତ ୟୁରୋ (୮୪.୨ ନିୟୁତ ଡଲାର) ଫି ବିନିମୟରେ ଆଜାକ୍ସ ଫୁଟ୍‌ବଲ...

ଇଣ୍ଡିଆନ ସୁପର ଲିଗ୍‌: ଗୋଆ ବିଜୟୀ

ଭାସ୍କୋଡାଗାମା,୩୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଗୋଆ ୨-୧ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା ଓ ଗୋଲ...

Advertisement

BGU

Archives

Model This Week

Why Dharitri