Posted inଖେଳ

ମୋ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି ଧୋନୀଙ୍କ ଟିପ୍ସ : ନଟରାଜନ

ମୁମ୍ବାଇ,୭ା୪ : ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଟିପ୍ସ ଯୋଗୁ ମୋ ବୋଲିଂ ଆହୁରି ଘାତକ ହୋଇପାରିଛି ବୋଲି କହିଛନ୍ତି ବାମହାତୀ ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ। ଗତ ଆଇପିଏଲରେ ଅନ୍ୟ ବୋଲରଙ୍କ ତୁଳନାରେ ସର୍ବାଧିକ ୭୧ଟି ୟର୍କର ମାରି ଚର୍ଚ୍ଚାକୁ ଆସିଥିଲେ ୩୦ ବର୍ଷୀୟ ନଟରାଜନ। ମାତ୍ର ୮ ମାସ ମଧ୍ୟରେ ପ୍ରତ୍ୟେକ ଫର୍ମାଟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିସାରିଥିବା ନଟରାଜନ ପୁଣି ଥରେ ସନରାଇଜର୍ସ ହାଇଦ୍ରାବାଦ ଦଳର ବୋଲିଂ ବିଭାଗର ମଙ୍ଗ ସମ୍ଭାଳିବାକୁ ପ୍ରସ୍ତୁତ ହେଉଛନ୍ତି।

ଧୋନୀଙ୍କ ଭଳି କିମ୍ବଦନ୍ତୀଙ୍କ ସହ କଥା ହେବା ଏକ ବଡ଼ କଥା। ସେ ଫିଟ୍‌ନେସ ସମ୍ପର୍କରେ ବୁଝାଇବା ସହିତ ମୋତେ ଉତ୍ସାହିତ କରିଥିଲେ। ଆଉ ଅଭିଜ୍ଞତା ସହ ବୋଲିଂରେ ସୁଧାର ଆସିବ। ଧିମା ବାଉନ୍ସର ଓ କଟର ଭଳି ଭାରିଏଶନର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହା ମୋ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି ବୋଲି ନଟରାଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାହାଣୀ କପ୍‌ ଫୁଟବଲ ଉଦ୍‌ଘାଟିତ

କଟକ ଅଫିସ,୪ା୧୨- ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ବରଗଡ଼ ଓ ଢ଼େଙ୍କାନାଳରେ ମଙ୍ଗଳବାରଠାରୁ ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ ସାହାଣୀ...

୩ ବର୍ଷ ପରେ ସେରେନା ଜିତିଲେ ଟାଇଟଲ

ଅକଲାଣ୍ଡ,୧୨।୧(ଏଏଫ୍‌ପି)- ଆମେରିକୀୟ ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସ ଦୀର୍ଘ ୩ ବର୍ଷ ପରେ କୌଣସି ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ଏଠାରେ ଅନୁଷ୍ଠିତ...

ପାକିସ୍ତାନ ହକି ମହାସଂଘକୁ ଏଫ୍‌ଆଇଏଚ୍‌ର ଜରିମାନା

କରାଚୀ, ୧୮ା୪ (ପି.ଟି.)- ପ୍ରତିଶ୍ରୁତି ଦେଇ ମଧ୍ୟ ପ୍ରୋ-ଲିଗ୍‌  ମ୍ୟାଚ ପାଇଁ  ଦଳ ପଠାଇ ନ ଥିବାରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପାକିସ୍ତାନ ହକି...

ପଜିଟିଭ ନୁହେଁ ନେଗେଟିଭ ଆସିଛି ନୀତିଶ ରାଣାଙ୍କ କୋଭିଡ୍‌ ରିପୋର୍ଟ

କୋଲକାତା,୧।୪: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଷ୍ଟାର ବ୍ୟାଟ୍ସମ୍ୟାନ ନୀତିଶ ରାଣାଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ...

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ପେରୀ

ସିଡ୍‌ନୀ, ୩।୩ (ଏଏଫ୍‌ପି)- ଚଳିତ ଆଇସିସି ମହିଳା ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ମଙ୍ଗଳବାର ଶେଷ ହୋଇଛି। ଗୁରୁବାରଠାରୁ ସେମିଫାଇନାଲ ଆରମ୍ଭ ହେବ। ତେବେ ଏଥିପୂର୍ବରୁ...

ଆଇପିଏଲ୍‌ରେ ବିରାଟଙ୍କୁ ଗାଳି ଦେଇଥିଲେ ନୀତିଶ ରାଣା: ହେଲେ ନିଜ ବ୍ୟାଟ୍‌ ଉପହାର ଦେଇ ଚମକାଇ ଦେଇଥିଲେ ଆର୍‌ସିବି ଅଧିନାୟକ..

ନୂଆଦିଲ୍ଲୀ,୧୦।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ। ଏହାର ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ...

ଗମ୍ଭୀରଙ୍କ ବିଜୟ ପରେ ଆଫ୍ରିଦି କହିଲେ: ଯାହାର ବୁଦ୍ଧି ନାହିଁ, ଲୋକ ତାଙ୍କୁ ଭୋଟ ଦେଇଛନ୍ତି

ଇସଲମାବାଦ୍‌. ୨୮।୫: କ୍ରିକେଟରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ସାଧାରଣ ନିର୍ବାଚନରେ ପୂର୍ବ ଦିଲ୍ଲୀ ଲୋକ ସଭା ଆସନରୁ ଲଢି ବିଜୟ ହାସଲ କରିଛନ୍ତି। ଗମ୍ଭୀରଙ୍କ...

ପ୍ରଦର୍ଶନୀ ମ୍ୟାଚ୍‌ରେ ଖେଳିବେ ଫେଡରର-ଡେଲ ପାଟ୍ରୋ

ପ୍ୟାରିସ୍‌,୧୮।୯(ଏଏଫ୍‌ପି): ଆର୍ଜେଣ୍ଟିନା ରାଜଧାନୀ ବୁଏନ୍ସ ଏରିଜ୍‌ଠାରେ ନଭେମ୍ବର ୨୦ ତାରିଖରେ ହେବାକୁ ଥିବା ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ ରୋଜର ଫେଡରର ଓ ଜୁଆନ ମାର୍ଟିନ ଡେଲ...

Advertisement

BGU

Archives

Model This Week

Why Dharitri