ଖେଳ

କୁମ୍ବଲେଙ୍କୁ ପଛରେ ପକାଇଲେ ଅଶ୍ୱିନ

ଅହମ୍ମଦାବାଦ,୨୫।୨ : ଏଠାରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ହାସଲ କରିଛନ୍ତି ୪୦୦ ଉଇକେଟ। କ୍ୟାରିୟରର ୭୭ତମ ଟେଷ୍ଟରେ ଅଶ୍ୱିନ ସ୍ପର୍ଶ କରିଛନ୍ତି ଏହି ମାଇଲଷ୍ଟୋନ। ଏହି ଧାରାରେ ସେ ମହାନ…

କୋଭିଡ୍‌ ନିୟମ ଭାଙ୍ଗି ପଡ଼ିଆରେ ପଶିଲେ କୋହଲିଙ୍କ ଫ୍ୟାନ

ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ପ୍ରଥମ ଦିବସରେ ବିରାଟ କୋହଲିଙ୍କ ଜଣେ ପ୍ରଶଂସକ କୋଭିଡ୍‌ ନିୟମ ଭାଙ୍ଗି ସୁରକ୍ଷା ବଳୟ ଡେଇଁ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ। ତେବେ ଏହି…

ଫେଲ ମାରିଲା ଟିମ୍‌ ଇଣ୍ଡିଆ

ଅହମ୍ମଦାବାଦ,୨୫।୨ : ବିଶ୍ୱର ବୃହତ୍ତମ ଷ୍ଟାଡିୟମରେ ଚାଲିଥିବା ପିଙ୍କ୍‌ ବଲ ତଥା ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଫେଲ ମାରିଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡ ଦଳ ୧୧୨ ରନ୍‌ରେ ଅଲଆଉଟ୍‌ ହୋଇଥିବାବେଳେ ବଡ଼ ଇନିଂସ ଅଗ୍ରଣୀ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲା…

ଇଂଲଣ୍ଡ ଭଳି ବେହାଲ ହେଲା ଭାରତ: ରୁଟ୍‌ଙ୍କ ଦମ୍‌ଦାର ବୋଲିଂ ଯୋଗୁ ୧୪୫ରେ ଅଲଆଉଟ୍‌

ନୂଆଦିଲ୍ଲୀ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଗୁରୁବାର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନର ଖେଳ ଜାରି ରହିଛି। ଇଂଲଣ୍ଡ ପ୍ରଥମ ପାଳିରେ ୧୧୨ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପରେ ଜୋ ରୁଟ୍‌ଙ୍କ ଉଲ୍ଲେଖନୀୟ ବୋଲିଂ ଯୋଗୁ ଭାରତୀୟ ଦଳ ୧୪୫ରେ ସମସ୍ତ ଉଇକେଟ ହରାଇଛି।…

ଭାରତୀୟ ଟିମ୍‌ରୁ ବାହାର ହେଲେ କୁଲଦୀପ, ଜବାବରେ କୋହଲି କହିଲେ ଏଭଳି

ନୂଆଦିଲ୍ଲୀ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜାରି ରହିଛି ତୃତୀୟ ଟେଷ୍ଟ ମ୍ୟାଚ୍‌। ଏଥିପାଇଁ ଘୋଷିତ ଭାରତୀୟ ଟିମ୍‌ରେ କୁଲଦୀପ ଯାଦବଙ୍କୁ ସାମିଲ କରାଯାଇ ନ ଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନର ଅପେକ୍ଷା ପରେ ତାଙ୍କୁ ଦ୍ୱିତୀୟ…

ଆଇପିଏଲ୍‌ ଖେଳାଳି ନିଲାମରେ ଅଣଦେଖା ହୋଇଥିଲେ ଏହି ଓପନର୍‌: ଟି-୨୦ ମ୍ୟାଚ୍‌ରେ ୮ ଛକା, ୬ ଚୌକା ମାରି କଲେ ଚକିତ

ନୂଆଦିଲ୍ଲୀ,୨୫।୨: ନ୍ୟୁଜିଲାଣ୍ଡର ଓପନର ମାର୍ଟିନ୍‌ ଗୁପ୍ତିଲ କରିଛନ୍ତି ଟି୨୦ ବିଶ୍ୱ ରେକର୍ଡ। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ୫୦ ବଲ୍‌ରେ ୬ ଚୌକା, ୮ ଛକାର ବିସ୍ଫୋରକ ପାଳି ଖେଳି ୯୭ ରନ୍‌ କରିଥିଲେ। ଏଥିଯୋଗୁ ଦଳ ଅଷ୍ଟ୍ରେଲିଆକୁ ୨୦…

ପୃଥ୍ବୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ: ରନ୍‌ର ସୁନାମୀ ଯୋଗୁ ଭାଙ୍ଗିଲେ ଏକାଧିକ ରେକର୍ଡ

ଜୟପୁର,୨୫।୨: ଏଠାରେ ଗୁରୁବାର ଖେଳାଯାଉଥିବା ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ ବିପକ୍ଷରେ ରେକର୍ଡ କରିଛନ୍ତି ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’। ସେ ୧୫୨ ବଲ୍‌ରେ ଅପରାଜିତ ୨୨୭ ରନ୍‌ ବିସ୍ଫୋରକ ପାଳି ଖେଳି ରନ୍‌ର ସୁନାମୀ ଆଣିଛନ୍ତି। ପୃଥ୍ବୀଙ୍କ ସହ ସୂର୍ଯ୍ୟକୁମାର…

ଅକ୍ଷରଙ୍କ ବୋଲିଂ ଦେଖି ଖୁସିରେ ଝୁମିଲେ ‘କ୍ରିକେଟର ଭଗବାନ’; ଟୁଇଟ୍‌ କରି କହିଲେ…

ଅହମ୍ମଦାବାଦ,୨୫।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଲଂଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳ ଜାରି ରହିଛି। ଏହି ଦିବାରାତ୍ର ମ୍ୟାଚ୍‌ର ପ୍ରଥମ ଦିନରେ ଚମକିଛନ୍ତି ଭାରତୀୟ ବୋଲର୍‌ ଅକ୍ଷର ପଟେଲ। ପ୍ରଥମ ପାଳିରେ ସେ ୨୧.୪ ଓଭର ବୋଲିଂ କରିଥିବା ବେଳେ…

ପ୍ରଥମଥର ପାଇଁ ବାପାଙ୍କ ଖେଳ ଦେଖିବେ ଭାମିକା

ଅହମଦାବାଦ,୨୫।୨:ଭାରତୀ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିକଟରେ କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ କିଛି ଦିନ ପୈତୃକ ଛୁଟି ନେବା ପରେ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳୁଛନ୍ତି। ଅହମ୍ମଦାବାଦ୍‌ର ନବନିର୍ମିତ ମୋଟେରା…

ପୁଣି ଇତିହାସ ରଚିଲେ ରୋହିତ ଶର୍ମା, ୩ଟି ଫର୍ମାଟରେ ଏମିତି କଲେ କାରନାମା

ଅହମ୍ମଦାବାଦ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଅହମ୍ମଦାବାଦର ନବନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନରେ ଟସ ଜିତିବା ପରେ ଇଂଲଣ୍ଡ ବ୍ୟାଟିଂ କରିଥିଲା। କିନ୍ତୁ ପୂରା ଦଳ ମାତ୍ର ୧୧୨…

ଗିରଫ ଭୟରେ ହାଇକୋର୍ଟ ଗଲେ କ୍ରିକେଟର୍‌ ଯୁବରାଜ ସିଂ

ଚଣ୍ଡିଗଡ,୨୫।୨:ଭାରତର ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ଦଳିତ ସମାଜ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ହରିୟାଣା ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଅପମାନଜନକ ମନ୍ତବ୍ୟ ମାମଲାରେ ଗିରଫ ଭୟରେ ଯୁବରାଜଙ୍କ ପକ୍ଷରୁ ପଞ୍ଜାବ…

ଯାହା ଗତ ୧୫ ଦିବାରାତ୍ର ଟେଷ୍ଟରେ ହୋଇ ନ ଥିଲା, ତାହା ମୋଟେରା ଟେଷ୍ଟର ପ୍ରଥମ ଦିନରେ ହେଲା ସମ୍ଭବ

ଅହମଦାବାଦ,୨୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ବୋଲିଂ ଯାଦୁରେ ଇଂଲଣ୍ଡ ୧୧୨ ରନ ରେ ଅଲଆଉଟ୍‌ ହୋଇଛି। ପରେ ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?