ଖେଳ

ୟୁଜର୍ସଙ୍କୁ ଭାଗ ଭାଗ କରିଦେଲା ମୋଟେରା ଷ୍ଟାଡିୟମର ନାମକରଣ

ନୂଆଦିଲ୍ଲୀ,୨୪।୨: ଗୁଜରାଟର ଅହମ୍ମଦାବାଦ ସ୍ଥିତ ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇଛି। ୧.୩୨ ଲକ୍ଷ ଦର୍ଶକଙ୍କ କ୍ଷମତା ବିଶିଷ୍ଟ ଷ୍ଟାଡିୟମର ନାମ ଏବେ ଠାରୁ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ଜଣାଯିବ। ଭାରତ-ଇଂଲଣ୍ଡ ଟେଷ୍ଟ…

ଇତିହାସ ରଚିଲେ ଏହି ଭାରତୀୟ କ୍ରିକେଟର୍‌; କପିଲ ଦେବଙ୍କ ପରେ ଏଭଳି କରିବାରେ ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲର୍‌

ନୂଆଦିଲ୍ଲୀ,୨୪।୨: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ବୋଲର୍‌ ଈଶାନ୍ତ ଶର୍ମା। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ସେ ପଦାର୍ପଣ କରିବା ପରେ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୧୦୦ତମ ମ୍ୟାଚ୍‌। କପିଲ ଦେବଙ୍କ ପରେ…

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ଅହମଦାବାଦ,୨୪।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଅହମ୍ମଦାବାଦର ମୋଟେରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ଦିବାରାତ୍ର ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହିତ ଜସପ୍ରୀତ ବୁମ୍‌ରା…

ଟିଏମ୍‌ସି ହାତ ଧରିଲେ ଏହି କ୍ରିକେଟର, ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ

କୋଲକାତା,୨୪।୨: ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ ବୁଧବାର ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ହୁଗୁଳୁ ଜିଲାରେ ହୋଇଥିବା ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଦଳର ହାତ ଧରିଛନ୍ତି। ପୂର୍ବରୁ ସେ ଏନେଇ ଟୁଇଟରରେ ସମ୍ୟକ୍‌ ସୂଚନା ଦେିଥିଲେ।…

ଧୋନୀଙ୍କ ରେକର୍ଡ ଭାଙ୍ଗିବା ନେଇ ଏମିତି କହିଲେ କୋହଲି

ଅହମଦାବାଦ,୨୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ ଦୁଇ ଦଳ ମଧ୍ୟରେ ପିଙ୍କ୍‌ ବଲରେ ଖେଳାଯିବ। ଅଧିନାୟକ ବିରାଟ କୋହଲିଙ୍କ ପାଇଁ…

ପନ୍ତ କଲେ ଏମିତି କାମ, ଡରିଗଲେ ବିରାଟ କୋହଲି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ବୁଧବାରଠାରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଦିବାରାତ୍ର ଟେଷ୍ଟ ହେବ। ଭାରତୀୟ ଦଳ ମ୍ୟାଚ ପୂର୍ବରୁ ଜୋରଦାର ଅଭ୍ୟାସ କରିଥିଲେ। ଏହି ସମୟରେ…

କମ୍‌ ମୂଲ୍ୟରେ କିଣିଥିଲା ଦିଲ୍ଲୀ କ୍ୟାପିଟାଲ୍ସ: ପ୍ରତିକ୍ରିୟା ରଖି ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ କହିଲେ ଏଭଳି

ନୂଆଦିଲ୍ଲୀ, ୨୪।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଖେଳାଳି ନିଲାମରେ ଅଷ୍ଟ୍ରେଲିୟାର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ରାଜସ୍ଥାନ ରୟାଲ୍ସ ଏହି ବ୍ୟାଟ୍ସମ୍ୟାନ୍‌ଙ୍କୁ ରିଲିଜ କରିବା ପରେ ଦିଲ୍ଲୀ ଟିମ୍‌ ୨ କୋଟି ୨୦…

ପାର୍କରେ ହଳ କରି ଫସଲ ଅମଳ କରିବେ କୃଷକ: ରାକେଶ ଟିକାଏତ

ନୂଆଦିଲ୍ଲୀ,୨୪।୨: ଯଦି କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ଏଥର ସଂସଦକୁ ଘେରିବାକୁ ଆହ୍ବାନ ଦିଆଯିବ ଏବଂ ଚାରି ଟ୍ରାକ୍ଟର ନୁହେଁ, ଚାରି ଲକ୍ଷ ଟ୍ରାକ୍ଟର ଏଥିରେ ସାମିଲ ହେବ ବୋଲି କୃଷକ ନେତା ରାକେଶ ଟିକାଏତ…

କ୍ରିକେଟ୍‌ରେ କେମିତି ମିଳିବ ପରିଚୟ,ସଚିନ କଲେ ଖୁଲାସା

ମୁମ୍ବାଇ,୨୪।୨: କ୍ରିକେଟର୍‌ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବିଶ୍ୱାସ କରନ୍ତି ଯେ, ଜଣେ ଖେଳାଳି ତାଙ୍କ ପୃଷ୍ଠଭୂମି ଦ୍ୱାରା ନୁହେଁ ବରଂ ପଡ଼ିଆରେ ପ୍ରଦର୍ଶନ ଦ୍ୱାରା ଖେଳରେ ନିଜର ପରିଚୟ ସୃଷ୍ଟି କରିଥାଏ। ଅନଲାଇନ ଶିକ୍ଷା ପ୍ଲାଟଫର୍ମ ଅନ୍‌ଏକାଡେମୀର ବ୍ରାଣ୍ଡ ଆମ୍ବାସାଡର…

‘ଏମିତି କିଛି କାମ ଅଛି କି ଯାହା ବିରାଟ କୋହଲି କରିପାରିବେ ନାହିଁ’

ଅହମଦାବାଦ୍‌,୨୪।୨:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ‘ରନ ମେସିନ’ ଭାବରେ ଜଣାଶୁଣା। ବିରାଟ କୋହଲି ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ବଡ଼ ସଫଳତା ହାସଲ କରିଛନ୍ତି। ବିରାଟ କୋହଲି ଜଣେ ମହାନ ଅଧିନାୟକ, ବ୍ୟାଟ୍ସମ୍ୟାନ ଏବଂ ଫିଲ୍ଡର। ଏହା ସହିତ…

ପୁଣି ବିଶ୍ୱରେକର୍ଡ କଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ଓ୍ବେଷ୍ଟଇଣ୍ଡିଜର ଭେଟେରାନ କ୍ରିସ ଗେଲ ବିଶ୍ୱର ସମସ୍ତ ଟି -୨୦ ଲିଗରେ ନିଜର ଧମାକା ଦେଖାଇସାରିଛନ୍ତି। ନିକଟରେ ସେ ପାକିସ୍ତାନ ସୁପର ଲିଗ (ପିଏସଏଲ)ରେ ଅର୍ଦ୍ଧଶତକ ହାସ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପାକିସ୍ତାନରେ ଟି -୨୦ରେ ଏହା…

ଆଜିର ଦିନରେ ଇତିହାସ ରଚିଥିଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୨୪।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ୟାରିୟର୍‌ରେ ଅନେକ ବଡ ବଡ ରେକର୍ଡ ହାସଲ କରିଥିଲେ। ତାଙ୍କୁ କ୍ରିକେଟର୍‌ ଭଗବାନ ଆଖ୍ୟା ମଧ୍ୟ ଦିଆଯାଇଛି। ଫେବୃୟାରୀ ୨୪, ୨୦୨୧ରେ ଗ୍ବାଲିଅରର କ୍ୟାପଟେନ ରୂପ ସିଂ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?