ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପରଲୋକ
ଇଂଲଣ୍ଡର କାଉଣ୍ଟି ଦଳ କେଣ୍ଟର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଗ୍ରାହାମ କାଉଡ୍ରେଙ୍କ ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ। କାଉଡ୍ରେ ଇଂଲଣ୍ଡ ପାଇଁ ଯଦିଓ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ...
ଭାରତ ବିପକ୍ଷ ଟି୨୦ରେ ଅଷ୍ଟ୍ରେଲିଆ ଖେଳାଳି ସ୍ବଦେଶୀ ଜର୍ସି ପିନ୍ଧିବେ
ମେଲବୋର୍ନ,୧୨।୧୧: ଆସନ୍ତାମାସରେ ଆୟୋଜନ ହେବାକୁ ଥିବା ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଖେଳାଳିମାନେ ପ୍ରଥମଥର ପାଇଁ ସ୍ବଦେଶୀ ଶାର୍ଟ ବା ଜର୍ସି ପିନ୍ଧିବେ। କ୍ରିକେଟ ଅଷ୍ଟ୍ରେଲିଆ ବୁଧବାର ଆନୁଷ୍ଠାନିକ ଭାବେ ଏହି ଜର୍ସି ର ଉନ୍ମୋଚନ କରିଛି।...
ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପାକ୍ ଦଳରୁ ବାଦ୍ ପଡ଼ିଲେ ଆସାଦ, ଆମୀର, ମଲିକ
କରାଚୀ,୧୨।୧୧: ଆଗାମୀ ନୁଜିଲାଣ୍ଡ ଗସ୍ତ ପାଇଁ ପାକିସ୍ତାନ ଏକ ୩୫ ଜଣିଆ ଯୁବ ଦଳ ଘୋଷଣା କରିଛି। ୩ଟି ଯାକ ଫର୍ମାଟ ପାଇଁ ବାବର ଆଜମଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ତେବେ ଏହି ଦଳରୁ ୩ଜଣ ବରିଷ୍ଠ ଖେଳାଳି ସୋଏବ...
କୋଭିଡ୍- ୧୯ ପ୍ରଭାବ: ଟାଟା ଷ୍ଟିଲ୍ ଚେସ୍ ଇଣ୍ଡିଆ ରାପିଡ୍ ଆଣ୍ଡ୍ ବ୍ଲିଜ୍ ଟୁର୍ନାମେଣ୍ଟ ବାତିଲ
କୋଲକାତା, ୧୨।୧୧: କୋଭିଡ୍- ୧୯ ମହାମାରୀ କାରଣରୁ ଆଉ ଏକ ମେଗା ଚେସ୍ ଇଭେଣ୍ଟ ବାତିଲ ହୋଇଛି। ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ ଚେସ୍ ଇଣ୍ଡିଆ ରାପିଡ୍ ଆଣ୍ଡ ବ୍ଲିଜ ଟୁର୍ନାମେଣ୍ଟର ୨୦୨୦ ସଂସ୍କରଣକୁ ବାତିଲ...
ରୋହିତ ଭାରତୀୟ ଟି୨୦ ଦଳର ନେତୃତ୍ୱ ନେବା ଉଚିତ: ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ,୧୨।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍ ଶର୍ମାଙ୍କୁ ପୂର୍ବତନ କ୍ରିକେଟରମାନେ ଭୂୟସୀ ପ୍ରଶଂସା କରିଛନ୍ତି। ରୋହିତ ଏବେ ଭାରତୀୟ ଟି୨୦ ଦଳରେ ଅଧିନାୟକ ହେବା ଉଚିତ ବୋଲି...
ସେହ୍ବାଗଙ୍କ ଆଇପିଏଲ୍ ଏକାଦଶରେ କୋହଲି ଅଧିନାୟକ
ନୂଆଦିଲ୍ଲୀ, ୧୨।୧୧- ବ୍ୟୟ ବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୩ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ପ୍ରତିଯୋଗିତା ଶେଷରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ନିଜ ପସନ୍ଦର ଆଇପିଏଲ୍ ଏକାଦଶରେ ବିରାଟ କୋହଲିଙ୍କୁ ଅଧିନାୟକ କରିଛନ୍ତି। ଗତ...
ଆଇସୋଲେଶନ ନିୟମ ଭାଙ୍ଗି ଓ୍ବେଷ୍ଟଇଣ୍ଡିଜ ଖେଳାଳି ଦଣ୍ଡିତ
ଓ୍ବେଲିଂଟନ,୧୨।୧୧: ୧୪ ଦିନିଆ କ୍ୱାରାଣ୍ଟାଇନ୍ ନିୟମ ଭାଙ୍ଗିଥିବାରୁ ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟରମାନଙ୍କୁ ଦଣ୍ଡତ କରାଯାଇଛି। ଖେଳାଳିମାନଙ୍କୁ ଏଥିପାଇଁ ଟ୍ରେନିଂ ନେବାରୁ ବଞ୍ଚିତ କରାଯାଇଛି। ନ୍ୟୁଜିଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏ ନେଇ ସୂଚନା ଦେଇଛି। ଖେଳାଳିମାନେ ଆଇସୋଲେଶନ ନିୟମ ଭାଙ୍ଗି ଖ୍ରୀଷ୍ଟଚର୍ଚ୍ଚସ୍ଥିତ ଟିମ୍...
ଆଇପିଏଲ୍ ୨୦୨୧ରେ ୯ ଦଳ ଖେଳିବା ସମ୍ଭାବନା
ଦୁବାଇ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସଫଳତାର ସହ ସମ୍ପନ୍ନ ହୋଇଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ୫ମ ଥରପାଇଁ ଚାମ୍ପିୟନ ହୋଇଛି। ଭାରତୀୟ...
ସମ୍ପୂର୍ଣ୍ଣ ଫିଟ୍ହେଲେ ଦଳରେ ଯୋଗଦେବେ ରୋହିତ
ନୂଆଦିଲ୍ଲୀ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍ ଶେଷ ହେବାପରେ ଏବେ ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତ ଉପରେ ନଜର ରହିଛି। ଭାରତୀୟ ଦଳରେ ସାମିଲ ହୋଇଥିବା ଖେଳାଳିମାନେ ଗୁରୁବାର ଦୁବାଇରୁ ସିଡ୍ନୀ ଯିବେ। ତେବେ ଟେଷ୍ଟ ସିରିଜ ପାଇଁ...
ଗିନିଜ୍ ରେକର୍ଡରେ କଳାହାଣ୍ଡିର ଯୋଗବ୍ୟାସ
କେସିଙ୍ଗା, ୧୨।୧୧ (ଡି.ଏନ.ଏ.): ଓଡ଼ିଶାର ୩ୟ ଏଭରେଷ୍ଟ ପର୍ବତାରୋହୀ ଭାବେ କଳାହାଣ୍ଡି ଜିଲା କେସିଙ୍ଗାର ଯୋଗବ୍ୟାସ ଭୋଇ ଗିନିଜ୍ ରେକଡର୍ର ଅଧିକାରୀ ହୋଇଛନ୍ତି। ସେ ୧ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହଣ ଫଟୋ ଫେସ୍ବୁକ୍ରେ ପୋଷ୍ଟ କରି ଏହି ରେକର୍ଡ...
ଭାରତ ସହ ଖାସ୍ ଜର୍ସିରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ
ସିଡନୀ,୧୧।୧୧:ଅଷ୍ଟ୍ରେଲିଆ କ୍ରିକେଟ ଦଳ ଭାରତ ବିପକ୍ଷ ଆଗାମୀ ଟି -୨୦ ସିରିଜରେ ଏକ ସ୍ବତନ୍ତ୍ର ଡିଜାଇନ ହୋଇଥିବା ସ୍ବଦେଶୀ ଜର୍ସି ପିନ୍ଧିବେ। କ୍ରିକେଟରେ ଅଷ୍ଟ୍ରେଲିଆର ଦେଶବାସୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ନିର୍ମାତା ଏସିକ୍ସ ଏବଂ...
ମୁଁ ସେଭଳି ଅଧିନାୟକ ନୁହେଁ, ଯିଏ କାମ ହାସଲ ପାଇଁ ଖେଳାଳିମାନଙ୍କ ପଛରେ ପଡ଼ିଯିବ: ରୋହିତଙ୍କ ଏହି ମନ୍ତବ୍ୟକୁ ନେଇ ହେଉଛି ଏଭଳି ଚର୍ଚ୍ଚା
ନୂଆଦିଲ୍ଲୀ,୧୧।୧୧: ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଫାଇନାଲ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଲାଭ କରିଛି। ପଞ୍ଚମ ଥର ପାଇଁ ଆଇପିଏଲ୍ ଟାଇଟଲ ନିଜ ନାମରେ କରିବାରେ ରୋହିତ ଶର୍ମାଙ୍କ ଦଳ ସଫଳ ହୋଇଛି।...
Archives


