ଖେଳ

ସିଏସ୍‌ଏ ଚେୟାରମ୍ୟାନଙ୍କୁ ଖବରଦାତାଙ୍କ ସହ ବଚସା ପଡ଼ିଲା ମହଙ୍ଗା

ଜୋହାନ୍ସବର୍ଗ, ୨୯ା୧- ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍‌ଏ)ର କାମଚଳା ଚେୟାରମ୍ୟାନ ଜ୍ରାକ୍‌ ୟାକୁବଙ୍କୁ ଇସ୍ତଫା ଦେବା ପାଇଁ ଆସିଛି ନିର୍ଦ୍ଦେଶ। ଜଣେ ଜର୍ନାଲିଷ୍ଟଙ୍କ ସହ ତାଙ୍କର ଏକ ବଚସା ହୋଇଥିଲା, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜର୍ନାଲିଷ୍ଟ ଜଣକ ୟାକୁବଙ୍କ…

ଗର୍ଲଫ୍ରେଣ୍ଡଙ୍କ ଜନ୍ମଦିନ ପାଇଁ କୋଭିଡ୍‌ ନିୟମ ଭାଙ୍ଗିଲେ ଏହି ପ୍ରସିଦ୍ଧ ଖେଳାଳି

ଜୁଭେଣ୍ଟସ,୨୯।୧: ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଭାଇରସ ଯୋଗୁ ଯାତାୟତ ଉପରେ ଲାଗିଥିବା କଟକଣାକୁ ଭଙ୍ଗ କରିଛନ୍ତି। ଇଟାଲିର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଜୁଭେଣ୍ଟସ ଷ୍ଟ୍ରାଇକର ରୋନାଲ୍ଡୋ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗୁଏଜଙ୍କୁ ଦେଖା କରିବା…

ହାଇଦ୍ରାବାଦ-ବେଙ୍ଗାଲୁରୁ ମ୍ୟାଚ ଡ୍ର

ଭାସ୍କୋ, ୨୯ା୧: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ହାଇଦ୍ରାବାଦ ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି। ତିଳକ ମୈଦାନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାଇଦ୍ରାବାଦ…

ଭାରତରେ ମହିଳା ଏସିଆନ କପ୍‌ ଫୁଟ୍‌ବଲ

ନୂଆଦିଲ୍ଲୀ,୨୯।୧(ପି.ଟି.): ୨୦୨୨ରେ ମହିଳା ଏସିଆନ କପ୍‌ ଫୁଟବଲ ଭାରତରେ ଆୟୋଜନ ହେବ। ଏହି ମେଗା ଇଭେଣ୍ଟ ଜାନୁୟାରୀ ୨୦ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୬ ତାରିଖରେ ଶେଷ ହେବ ବୋଲି ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ତରଫରୁ ସୂଚନା ଦିଆଯାଇଛି।…

ପ୍ରଥମ ଟେଷ୍ଟ: ବ୍ୟାକ୍‌ଫୁଟ୍‌ରେ ଦକ୍ଷିଣ ଆଫ୍ରିକା

କରାଚୀ,୨୯।୧(ଏପି): ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ପାକିସ୍ତାନ ସୁବିଧାଜନକ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୬୯.୨ ଓଭରରେ ୨୨୦ ରନକରି ଅଲ୍‌ଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ପ୍ରଥମ ଇନିଂସ ଆରମ୍ଭ କରି ୧୧୯.୨ ଓଭରରେ…

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌, ଗ୍ରୀନ୍‌ ବିଜୟୀ

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ୨ଟି ମ୍ୟାଚରେ ଓଡ଼ିଶା ରେଡ୍‌ ଓ ଗ୍ରୀନ୍‌ ଦଳ ବିଜୟ ହାସଲ କରିଛନ୍ତି। ଗୋଟିଏ…

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ : ହେମନ୍ତଙ୍କ ଦ୍ୱିଶତକ, ମୁଣ୍ଡେଙ୍କୁ ୬ ଉଇକେଟ

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚରେ କିଟ୍‌, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ରାଉରକେଲା ଓ ଗଞ୍ଜାମ ଦଳ ବିଜୟ ହାସଲ…

ଟିମ୍‌ ଇଣ୍ଡିଆର ଖେଳୁଆଡ଼ ମନୋଭାବକୁ ପ୍ରଶଂସା କଲେ ନାଥନ ଲିଓନ

ନୂଆଦିଲ୍ଲୀ,୨୮।୧: ଟିମ୍‌ ଇଣ୍ଡିଆଠାରୁ ୨-୧ ବ୍ୟବଧାନରେ ବର୍ଡର ଗାଭାସ୍କର ଟ୍ରଫି ହାରିବାର କିଛି ସପ୍ତାହ ପରେ ଭେଟେରାନ ଅଷ୍ଟ୍ରେଲିଆନ ସ୍ପିନର ନାଥନ ଲିଓନ  ଭାରତୀୟ ଦଳର ଖେଳୁଆଡ଼ ମନୋଭାବକୁ ପ୍ରଶଂସା କରିଛନ୍ତି। ବ୍ରିସବେନଠାରେ କ୍ୟାରିୟରର ୧୦୦ ତମ ଟେଷ୍ଟ ଖେଳିଥିଲେ ଅଫ୍‌…

ଭାରତ ବିପକ୍ଷରେ ଖେଳିବାକୁ ସକ୍ଷମ ନୁହେଁ ଘୋଷିତ ଇଂଲଣ୍ଡ ଦଳ : ପୂର୍ବତନ ଇଂଲଣ୍ଡ ଅଧିନାୟକ

ନୂଆଦିଲ୍ଲୀ,୨୮।୧: ଅଷ୍ଟ୍ରେଲିଆକୁ ୨-୧ ବ୍ୟବଧାନରେ ହରାଇବା ପରେ ଭାରତୀୟ ଦଳର ମନୋବଳ ବେଶ୍‌ ଦୃଢ଼ ଅଛି। ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ସିରିଜ୍‌ ଲାଗି ଟିମ୍‌ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ। ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଚେନ୍ନାଇଠାରେ ଆସନ୍ତା…

ପ୍ରଥମ ବିମାନଯାତ୍ରାକୁ ନେଇ ଚର୍ଚ୍ଚାରେ ହାର୍ଦ୍ଦିକଙ୍କ ‘ଲିଟଲ୍‌ ବୟ’

ନୂଆଦିଲ୍ଲୀ,୨୮।୧: ଚର୍ଚ୍ଚାରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲିଟଲ୍‌ ବୟ। ସୋସିଆଲ ପୃଷ୍ଠାରେ ହାର୍ଦ୍ଦିକ ପୁଅଙ୍କ ସହ ଏକ ଫଟୋ ଶେୟାର କରିବା ପରେ ଏହା ଭାଇରାଲ ହେଉଛି। ଫଟୋଟିକୁ ଶେୟାର କରି ସେ ଲେଖିଛନ୍ତି, ମୋ ପୁଅର ଏହା ପ୍ରଥମ…

ଏଥିପାଇଁ କୁଲଦୀପଙ୍କ ସ୍ଥାନରେ ସୁନ୍ଦରଙ୍କୁ ବାଛିଥିଲେ ରାହାନେ, ଏବେ କହିଲେ ମନକଥା

ଚେନ୍ନାଇ,୨୮।୧: ଅଷ୍ଟ୍ରେଲିଆରେ ଲଗାତାର ଦୁଇଟି ଟେଷ୍ଟ ସିରିଜ୍‌ ଜିତିବା ପରେ ପ୍ରଶଂସକମାନେ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶଂସାରେ ଶତମୁଖ। ଏହି ବିଜୟ ପଛରେ ଦିଗ୍ଗଜ ଖେଳାଳି ନୁହନ୍ତି ବରଂ ଯୁବ ଖେଳାଳିଙ୍କ ଶ୍ରେୟ ଅଧିକ ରହିଛି। ବିଶେଷଭାବେ ଶୁଭମନ ଗିଲ, ମହମ୍ମଦ…

ତେନ୍ଦୁଲକରଙ୍କ ୨ଟି ରେକର୍ଡ ଭାଙ୍ଗିସାରିଛନ୍ତି ଏହି ମହିଳା ଖେଳାଳି: ଏକଦା ପୁଅ ସାଜି ନେଇଥିଲେ ଟ୍ରେନିଂ

ଭାରତୀୟ ମହିଳା କ୍ରିକେଟ ଦଳର ସବୁଠାରୁ କନିଷ୍ଠ ବ୍ୟାଟ୍ସମ୍ୟାନ ଶେଫାଲୀ ବର୍ମା ଜାନୁୟାରୀ ୧୮ରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ହରିୟାଣାର ରୋହତକ ଜିଲାର ଏହି ଖେଳାଳିଙ୍କୁ ଏକଦା କୌଣସି କ୍ରିକେଟ ଏକାଡେମୀରେ ଆଡ୍‌ମିଶନ ମିଳୁ ନ ଥିଲା। ତେଣୁ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri