ଖେଳ

ଆଇପିଏଲ୍‌ ଖେଳିପାରିବେନି ଶ୍ରେୟସ ଆୟାର! ଏହି କାରଣରୁ ବଢ଼ିଲା ଆଶଙ୍କା

ନୂଆଦିଲ୍ଲୀ,୨୪।୩: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛି ଭାରତ। ଦଳ ବିଦେଶୀ ଟିମ୍‌କୁ ୬୬ରନ୍‌ରେ ପରାସ୍ତ କରିଥିଲେ ହେଁ ମ୍ୟାଚ୍‌ ବେଳେ ଦୁଇଜଣ ଖେଳାଳି ଆହତ ହୋଇଛନ୍ତି। ସେଥିରୁ ଜଣେ ହେଲେ…

ବାପା, ଆଶା କରୁଛି ଆପଣ ମୋତେ ନେଇ ଗର୍ବ ଅନୁଭବ କରିଥିବେ: କ୍ରୁଣାଲ

ପୁଣେ,୨୪।୩: ନିଜର ଦିନିକିଆ ଡେବ୍ୟୁ ମ୍ୟାଚ୍‌ରେ ଚମକିଛନ୍ତି କ୍ରୁଣାଲ ପାଣ୍ଡ୍ୟା। ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ଅପରାଜିତ ୫୮ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏଥିଯୋଗୁ ଭାରତ ବଡ଼ ସ୍କୋର କରିପାରିଥିଲା। ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି…

ପ୍ରସିଦ୍ଧଙ୍କ ପାଇଁ ଅନ୍‌ଲକି କୋହଲି

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଫିଟ କ୍ରିକେଟ ମଧ୍ୟରୁ ଅନ୍ୟତମ। ଏଥିସହ ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ହାରାହାରି ୫୦ରୁ ଅଧିକ ପ୍ରତ୍ୟେକ ଫର୍ମାଟରେ ରନ ସ୍କୋର କରିଛନ୍ତି, କିନ୍ତୁ ଫିଲ୍ଡର ଭାବରେ ତାଙ୍କର ସ୍ତର…

ପଡ଼ିଆରେ ନାଚିଲେ କୋହଲି, ରୋହିତ

ଆଇପିଏଲ ୨୦୨୧ର ଗୀତ ପ୍ରକାଶ ପାଇଛି। ‘ଇଣ୍ଡିଆ କା ଆପ୍‌ନା ମନ୍ତ୍ର’ ନାମକ ଏହି ଗୀତ ଏକ ମିନିଟ ତିରିଶ ସେକେଣ୍ଡର ହୋଇଛି। ଆନ୍ଥେମର ଭିଡିଓ ଆଇପିଏଲର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରଯାଇଛି। ଏହା ସହିତ କ୍ୟାପସନରେ ଲେଖାଯାଇଛି ଯେ…

୩ଥର ମ୍ୟାଟ୍ରିକ୍‌ ଫେଲ୍‌ ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ସରକାରୀ ଚାକିରି ଛାଡି ଧରିଥିଲେ ବ୍ୟାଟ୍‌‌

ଭାରତୀୟ କ୍ରିକେଟ୍‌ ଖେଳାଳି କ୍ରୁନାଲ ପାଣ୍ଡ୍ୟା ଆସି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ମାର୍ଚ୍ଚ ୨୪, ୧୯୯୧ରେ ସେ ଗୁଜରାଟର ବରୋଦାରେ ଜନ୍ମଗ୍ରହଣ କରିଥିଲେ। ବରୋଦା ଦଳର ଅଧିନାୟକ ୩୦ ବର୍ଷୀୟ କ୍ରୁନାଲ ଭାରତର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ…

ମାତ୍ର ୩ ବର୍ଷରେ ବଦଳିଗଲା ଏହି କ୍ରିକେଟର୍‌ଙ୍କ ଭାଗ୍ୟ: ଡେବ୍ୟୁ ମ୍ୟାଚ୍‌ରେ ଭାଙ୍ଗିଲେ ୨୪ ବର୍ଷର ରେକର୍ଡ

ଅହମଦାବାଦ,୨୪।୩: କର୍ନାଟକର ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ବପ୍ନ ଶେଷରେ ପୂରଣ ହୋଇଛି। ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ର୍‌ଥମ ଏକଦିବସୀୟରେ କ୍ରିଷ୍ଣାଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ସେ ଏହାର ଭରପୂର ଫାଇଦା ଉଠାଇ ୨୪ ବର୍ଷର…

ଭାରତୀୟ ମହିଳା କ୍ରିକେଟ ଦଳ ବିଜୟୀ

ଲକ୍ଷ୍ନୌ, ୨୪।୩ – ଭାରତୀୟ ମହିଳା କ୍ରିକେଟ ଦଳ ଚଳିତ ଟି୨୦ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଦଳକୁ ୯ ଉଇକେଟରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ୧୧୩ ରନର ବିଜୟ…

ନରଓ୍ବାଲଙ୍କ ନୂଆ ବିଶ୍ୱ ରେକର୍ଡ

ଅଲ୍‌ ଏନ୍‌ (ୟୁଏଇ), ୨୪ା୩ (ପି.ଟି.)-ଏଠାରେ ଚାଲିଥିବା ପାରା ଶୁଟିଂ ବିଶ୍ୱକପ୍‌ରେ ପି୪ ମିକ୍ସଡ ୫୦ମିଟର ପିସ୍ତଲ ଏସ୍‌ଏଚ୍‌୧ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ ସହ ନୂଆ ବିଶ୍ୱ ରେକର୍ଡ କରିଛନ୍ତି ଉଦୀୟମାନ ଶୁଟର ମନୀଷ ନରଓ୍ବାଲ। ଇଭେଣ୍ଟରେ ଭାରତର ଏହା…

ଗନେମତ୍‌-ଅଙ୍ଗଦ ଯୋଡ଼ିଙ୍କୁ ମିକ୍ସଡ ସ୍କିଟ୍‌ରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪ା୩ (ପି.ଟି.)-ଚଳିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ଭାରତୀୟ ଶୁଟରମାନଙ୍କ ସ୍ବର୍ଣ୍ଣ ଅଭିଯାନ ଜାରି ରହିଛି। ମଙ୍ଗଳବାର ଗନେମତ୍‌ ସେଖୋଁ ଓ ଅଙ୍ଗଦ ବୀର ସିଂ ବାଜଓ୍ବା ସ୍କିଟ୍‌ ମିକ୍ସଡ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ୨୦ ବର୍ଷୀୟା ଗନେମତ…

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନକୁ ଫେରିଲେ ଶେଫାଳି

ଦୁବାଇ, ୨୪ା୩ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା ଟି୨୦ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତର ସ୍ବଳ୍ପ ବୟସ୍କା ବିସ୍ଫୋରକ ବ୍ୟାଟ୍ସଓମ୍ୟାନ ଶେଫାଳି ବର୍ମା ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଘରୋଇ ସିରିଜରେ ଚମତ୍କାର…

ପ୍ରସିଦ୍ଧ ହେଲେ କ୍ରିଷ୍ଣା

ପୁଣେ,୨୪।୩: କର୍ନାଟକ ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ପଦାର୍ପଣ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ୮.୧ ଓଭର ବୋଲିଂ କରି ୫୪ ରନ ବ୍ୟୟ କରିବା ସହ ମୂଲ୍ୟବାନ ୪ ଉଇକେଟ ଅକ୍ତିଆର…

ଡେବ୍ୟୁରେ କୃନାଲଙ୍କ ଦ୍ରୁତତମ ଅର୍ଦ୍ଧଶତକ

ପୁଣେ,୨୪।୩: ପଦାର୍ପଣରେ ୩୦ ବର୍ଷୀୟ ଭାରତୀୟ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି। ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସି କୃନାଲ ୨୬ଟି ବଲ୍‌ ଖେଳି ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଏହି କ୍ରମରେ ସେ ନ୍ୟୁଜିଲାଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?