Posted inଖେଳ

କାର୍ତ୍ତିକଙ୍କୁ ଟ୍ରୋଲ କଲେ ଅଷ୍ଟ୍ରେଲିଆନ୍‌ ଖେଳାଳି

ନୂଆଦିଲ୍ଲୀ,୧୧।୫ : କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ମଙ୍ଗଳବାର କୋଭିଡ୍‌-୧୯ ଟିକା ନେଇଛନ୍ତି। ଟୁଇଟରରେ ଫଟୋ ଶେୟାର କରି ଏହାର ସୂଚନା ଦେଇଛନ୍ତି କାର୍ତ୍ତିକ। ତାଙ୍କ ଫଟୋ ଯୋଗୁ ଟ୍ରୋଲ କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ କେକେଆର ଷ୍ଟାର କ୍ରିସ ଲିନ। କାର୍ତ୍ତିକଙ୍କ ଟୁଇଟ୍‌ରେ ଲିନ କମେଣ୍ଟ କରିଛନ୍ତି ‘ ଅତିକମ୍‌ରେ ପ୍ୟାଣ୍ଟ ପିନ୍ଧିବାର ଥିଲା ’। ଏହାର ଜବାବରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଲେଖିଛନ୍ତି, ମୁଁ ତୁମ ଭଳି ଶଟର୍‌ସ ପିନ୍ଧିଥାନ୍ତି। କିନ୍ତୁ ପରେ ଅନୁଭବ କଲି ମୁଁ ମାଳଦ୍ୱୀପରେ ନାହିଁ। ଏଣୁ ମୁଁ ଏହା ପିନ୍ଧିଦେଲି।

ଉଲ୍ଲେଖଥାଉ କି, ଆଇପିଏଲ ସ୍ଥଗିତ ହେବା ପରେ ଅଷ୍ଟ୍ରେଲିଆନ ଖେଳାଳିମାନେ ସ୍ବଦେଶ ଫେରିବା ପାଇଁ ଏବେ ମାଳଦ୍ୱୀପରେ ଅଛନ୍ତି। କୋଭିଡ୍‌-୧୯ ଯୋଗୁ ଭାରତରୁ ସିଧାସଳଖ ଅଷ୍ଟ୍ରେଲିଆ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ ଜିତିଲା, ଭୋ ଭୋ ହୋଇ କାନ୍ଦିଲେ କୁନି ପ୍ରଶଂସକ: ଜାଣନ୍ତୁ କାହିଁକି

ଦୁବାଇ,୧୧।୧୦: ଆଇପିଏଲ ୨୦୨୧ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଏମଏସ ଧୋନୀଙ୍କୁ ତାଙ୍କ ପୁରୁଣା ରଙ୍ଗରେ ଦେଖିବାକୁ ମିଳିଥିଲା। କ୍ରିକେଟ ପ୍ରଶଂସକମାନେ ମାହିଙ୍କ ଏହି ଅବତାରକୁ ଉତ୍ସାହର...

ଟି୨୦ ବିଶ୍ୱକପ୍‌ ଦଳରେ ଗୋଟିଏ ଦ୍ରୁତ ବୋଲିଂ ସ୍ଥାନ ଖାଲି ପଡ଼ିଛି: ବିରାଟ

ହାଇଦ୍ରାବାଦ୍‌, ୫।୧୨ (ପି.ଟି.)- ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣ ଖେଳାଯିବ। ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦ୍ରୁତ ବୋଲିଂ...

କରୋନା ଲାଗି ଚଳିତ ବର୍ଷ ଖେଳାଯିବନି ଏହି ଟି୨୦ ଲିଗ୍‌

ଢାକା, ୧୨।୧୦: କରୋନା ଭାଇରସ୍‌ ଲାଗି ଚଳିତ ବର୍ଷ ବାଂଲାଦେଶର ଘରୋଇ ଟି୨୦ ଲିଗ୍‌ ‘ବାଂଲାଦେଶ ପ୍ରିମିୟର ଲିଗ୍‌’ (ବିପିଏଲ୍‌) ଆୟୋଜନ ହେବ ନାହିଁ। ଏହି...

ରାହୁଲ, ରିୟାନଙ୍କ କମାଲ; ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଜିତିଲା ରାଜସ୍ଥାନ

ଦୁବାଇ, ୧୧।୧୦: ଚଳିତ ଆଇପିଏଲ୍‌ରେ ରବିବାର ଖେଳାଯାଇଥିବା ୨୬ତମ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୫ ଉଇକେଟ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ...

ଆଇପିଏଲ୍‌ ଇତିହାସରେ ପ୍ରଥମଥର ଲାଗି ଗୋଟିଏ ଦିନରେ ୩ ସୁପର୍‌ ଓଭର

ଦୁବାଇ, ୧୯।୧୦: ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ ବର୍ଷର ଇତିହାସରେ ‘ସୁପର୍‌ ସନ୍‌ଡେ’ ପ୍ରଥମଥର ‘ଫନ୍‌ ଡେ’...

ଓ୍ବାର୍ନରଙ୍କ ବ୍ୟାଟ୍‌ରେ ସେନ୍‌ସର

ଲଣ୍ଡନ,୯ା୬(ପି.ଟି.): ଅଷ୍ଟ୍ରେଲିଆ ଓପନର ଡେଭିଡ୍‌ ଓ୍ବାର୍ନର ବିଶ୍ୱକପ୍‌ରେ ଘାତକ ବୋଲରଙ୍କ ସମ୍ମୁଖୀନ ହେବା ପାଇଁ ବ୍ୟାଟ୍‌ରେ ଏକ ନୂଆ ଯନ୍ତ୍ରର ବ୍ୟବହାର କରିଛନ୍ତି। ସେ ଭାରତ...

ଚୁମ୍ବନ ଦେଇ ବ୍ୟାଟ୍ସମ୍ୟାନ୍‌ଙ୍କୁ ପାଭିଲିୟନକୁ ପଠାଇଲେ ବୋଲର୍‌: ଦେଖନ୍ତୁ ଭିଡିଓ

ମୁମ୍ବାଇ,୨୫।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ୍‌ରେ ପରାସ୍ତ କରିଛି। ପୁଣି ଥରେ ମୁମ୍ବାଇର ବ୍ୟାଟ୍ସମ୍ୟାନ୍‌ମାନେ ଏହି...

ଅନ୍ତିମ ଦିନିକିଆ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳରେ ପରିବର୍ତ୍ତନ

ଓ୍ବେଲିଂଟନ,୧୦।୨- ଟିମ୍‌ ଇଣ୍ଡିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଆଗୁଆ ଜିତି ନେଇଥିବା ନ୍ୟୁଜିଲାଣ୍ଡ ଦଳ ଅନ୍ତିମ ମ୍ୟାଚ୍‌ ପୂର୍ବରୁ ଦଳରେ ପରିବର୍ତ୍ତନ କରିଛି।...

Advertisement
Archives

Model This Week