ଖେଳ

ବୟସକୁ ନେଇ ହେଉଥିଲେ ଟ୍ରୋଲ; ଏବେ କେକେଆର୍‌ର ଅଧିନାୟକ କହିଲେ …

ମମ୍ବାଇ,୭।୪: ବୟସାଗତ ତାରତମ୍ୟକୁ ନେଇ ପ୍ରଥମେ ଟ୍ରୋଲିଂର ଶିକାର ହୋଇଥିଲେ ୪୦ ବର୍ଷୀୟ ହରଭଜନ ସିଂହ। କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ସେ ଆସନ୍ତା ଆଇପିଏଲ୍‌ ଖେଳିବାକୁ ଯିବାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ଭିତରେ କେକେଆର୍‌ ଟିମ୍‌ର ଅଧିନାୟକ…

କିଏ ସେ ଭେଙ୍କଟେଶ, ଆଇପିଏଲ୍‌ରେ କେକେଆର୍‌ ପକ୍ଷରୁ ଖେଳିବାକୁ ନେଇ…

ନୂଆଦିଲ୍ଲୀ,୭।୪: ଆଇପିଏଲ୍‌ ୨୦୨୧ ପାଇଁ ଖେଳାଳି ନିଲାମ ପ୍ରକ୍ରିୟାରେ ୨୦ ଲକ୍ଷ ଟଙ୍କା ଦେଇ ଭେଙ୍କଟେଶ ଅୟରଙ୍କୁ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ। ୨୬ ବର୍ଷୀୟ ଏହି ଖେଳାଳି ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ନେଇଥିଲେ। ଆସନ୍ତା ଆଇପିଏଲ୍‌ରେ ପ୍ରଥମ ଥର ପାଇଁ…

ସିଏସ୍‌କେ ବିପକ୍ଷ ପ୍ରଥମ ମ୍ୟାଚ୍‌ ଖେଳିପାରିବେନାହିଁ ଦିଲ୍ଲୀ କ୍ୟାପିଟାଲ୍ସର ଏହି ୨ ଖେଳାଳି: କାରଣ…

ମୁମ୍ବାଇ,୭।୪: ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଶନିବାର ଖେଳାଯିବାକୁ ଥିବା ଆଇପିଏଲ୍‌ର ଦ୍ୱିତୀୟ ମ୍ୟାଚ୍‌କୁ ଖେଳିପାରିବେ ନାହିଁ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର କଗିସୋ ରବାଡା ଏବଂ ଏନ୍‌ରିଚ୍‌ ନୋର୍ଟଜେ। ଉଭୟ ମଙ୍ଗଳବାର ମୁମ୍ବାଇ ପହଞ୍ଚିଛନ୍ତି। ହେଲେ ପ୍ରୋଟୋକଲ ଅନୁଯାୟୀ ଖେଳାଳିଙ୍କୁ ୭…

ଆଇପିଏଲ୍‌ ଇତିହାସର ଲଜ୍ଜାଜନକ ରେକର୍ଡ: ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଭାରତର…

ନୂଆଦିଲ୍ଲୀ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସରେ ଖେଳାଳିମାନେ ନିଜ ନାମରେ ରେକର୍ଡ କରି ବାହାବା ସାଉଁଟିଛନ୍ତି। ହେଲେ ଏଭଳି କିଛି ଲଜ୍ଜାଜନକ ରେକର୍ଡ ରହିଛି ଯାହା ନ ଚାହିଁ ବି କ୍ରିକେଟରଙ୍କ ସହ ଯୋଡ଼ି ହୋଇଛି। ସେଥିରୁ ଗୋଟିଏ ହେଲା ସବୁଠାରୁ…

ଗୁପ୍ତଚର ହେବେ ଧୋନୀ

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ‘କ୍ୟାପ୍ଟେନ୍‌ ୭’ ନାମକ ଏକ ଆନିମେଟେଡ୍‌ ସିରିଜ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଗୁପ୍ତଚର ସିରିଜ୍‌ର ପ୍ରଥମ ସିଜିନ୍‌ ଧୋନୀଙ୍କ ଉପରେ ଆଧାରିତ ହେବ। ଏବେ ଏହାର ନିର୍ମାଣ ଚାଲିଛି। ୭ ନମ୍ବର…

କୋହଲିଙ୍କୁ ଟେକିଦେଲେ ଅନୁଷ୍କା: ସ୍ବାମୀ କହିଲେ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ଇଣ୍ଡଷ୍ଟ୍ରୀର ସୁପର୍‌ହିଟ୍‌ ଯୋଡି ଭାବେ ବିବେଚନା କରାଯାଏ। ଉଭୟଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବେଶ୍‌ ଦୃଢ। ଅନେକଥର ବିରୁଷ୍କାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ନିକଟରେ ସେମିତି ଏକ ଭିଡିଓ…

ଆର୍‌ସିବିକୁ ଡବଲ୍‌ ଝଟ୍‌କା

ଆଇପିଏଲ ୨୦୨୧ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଓପନର୍‌ ଦେବଦତ୍ତ ପଡିକ୍କଲଙ୍କ ପରେ ଏବେ ଡାନିଏଲ ସାମ୍‌ସ କରୋନା ରିପୋର୍ଟ ପଜିଟିଭ ଆସିଛନ୍ତି। ସାମ୍‌ସଙ୍କଠାରେ ଏବେ କୋଭିଡ-୧୯ର କୌଣସି ଲକ୍ଷଣ…

ଆଇପିଏଲ୍‌ରେ ସବୁଠୁ ରୋମାଞ୍ଚକ ମ୍ୟାଚ୍‌ କେଉଁ ଦଳଗୁଡିକ ମଧ୍ୟରେ ହୋଇଥାଏ ଜାଣନ୍ତି

ଆଇପିଏଲ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ସମସ୍ତ କ୍ରିକେଟ ପ୍ରଶଂସକମାନେ ଉତ୍ସାହର ସହିତ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନକୁ ଅପେକ୍ଷା କରିଛନ୍ତ। ଦୁନିଆର ସବୁଠାରୁ ପ୍ରସିଦ୍ଧ ଏହି ଲିଗ୍‌ ଚଳିତବର୍ଷ ଏପ୍ରିଲ ୯ରୁ ଆରମ୍ଭ ହେବ।…

ତାଙ୍କ ପରିଶ୍ରମର ଫଳ ଆଜି ଆମେ ଖାଉଛୁ: କାହିଁକି ଏମିତି କହିଲେ ପାଣ୍ଡ୍ୟା

ମୁମ୍ବାଇ,୭।୪: ଆଇପିଏଲ୍‌ ୨୦୨୧ ଆରମ୍ଭ ପାଇଁ ଆଉ ୨ ଦିନ ବାକି ଅଛି । ଏଥର ଉଦଘାଟନୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ। ଏଥିପାଇଁ ଉଭୟ ଦଳ ଅଭ୍ୟାସ କରୁଛନ୍ତି। ଏହି ସମୟରେ ମୁମ୍ବାଇ…

ଦ୍ରାଭିଡଙ୍କୁ ଆମେରିକାର ନିମନ୍ତ୍ରଣ: ଜାଣନ୍ତୁ କାହିଁକି

ବେଙ୍ଗାଲୁରୁ,୭।୪: ଭାରତର ମହାନ କ୍ରିକେଟର ରାହୁଲ ଦ୍ରାଭିଡଙ୍କୁ ଆମେରିକାରେ ଏମଆଇଟି ସ୍ପୋର୍ଟସ ଆନାଲିସିସ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ପ୍ରଥମ ଥର ପାଇଁ ଏଠାରେ କ୍ରିକେଟ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଉଛି। ୮ ଏବଂ ୯ ଏପ୍ରିଲରେ ଅନୁଷ୍ଠିତ…

ଆଇପିଏଲ୍‌ ପୂର୍ବରୁ ବିଜୟର ମନ୍ତ୍ର ପଢାଇଲେ ବିରାଟ କୋହଲି: କହିଲେ…

ଚେନ୍ନାଇ,୭।୪: ଆଇପିଏଲ ୨୦୨୧ର ଓପନିଂ ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାର ମନ୍ତ୍ର କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି। ଚଳିତ ସିଜିନର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏପ୍ରିଲ ୯ରେ…

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ଼ ଖୁସି ଖବର

ମୁମ୍ବାଇ,୭।୪: ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର। ଦଳର ଉଇକେଟ କିପିଙ୍ଗ ପରାମର୍ଶଦାତା କିରଣ ମୋରେ କରୋନା ଭାଇରସ ପଜିଟିଭ ବୋଲି ଜଣାପଡିବା ପରେ ଦଳ ପାଇଁ ଏକ ଖୁସି ଖବର ପ୍ରକାଶ ପାଇଛି। ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?