ଖେଳ

କିରନ ମୋରେଙ୍କୁ କରୋନା

ମୁମ୍ବାଇ, ୭ା୪ (ପି.ଟି.)-ଭାରତର ପୂର୍ବତନ ଉଇକେଟକିପର ତଥା ମୁମ୍ବାଇ ଇଣ୍ଡିଆନ୍ସ ଟ୍ୟାଲେଣ୍ଟ ସ୍କାଉଟ୍‌ କିରଣ ମୋରେ କରୋନା ସଂକ୍ରମିତ ହୋଇଥିବା କୋଭିଡ୍‌ ଟେଷ୍ଟ ଦ୍ୱାରା ସ୍ପଷ୍ଟ ହୋଇଛି। ୫୮ ବର୍ଷୀୟ ମୋରେ ୫ଥର ଆଇପିଏଲ୍‌ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଉଇକେଟକିପିଂ…

କାଉଣ୍ଟି କ୍ରିକେଟ ଖେଳିବେ ହନୁମା ବିହାରୀ

ନୂଆଦିଲ୍ଲୀ,୭ା୪(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ଗୁଡ଼ିକ ଦ୍ୱାରା ଅଲୋଡା ହୋଇପଡ଼ିଥିବା ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ୟୁନାଇଟେଡ କିଙ୍ଗଡମ୍‌ (ୟୁକେ)ରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଇଂଲିଶ କାଉଣ୍ଟି ଦଳ…

ରାବାଡା ନୋର୍ଜେ ପହଞ୍ଚିଲେ, ଓପନିଂ ମ୍ୟାଚ ଖେଳିବେନି

ମୁମ୍ବାଇ, ୭ା୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଲାଗି ଦିଲ୍ଲୀ କ୍ୟାପିଟାଲ୍ସ ପେସ୍‌ ବୋଲର କାଗିସୋ ରାବାଡା ଓ ଆନରିଚ୍‌ ନୋର୍ଜେ ମଙ୍ଗଳବାର ଏଠାରେ ପହଞ୍ଚତ୍ଛନ୍ତି। କିନ୍ତୁ ୭ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ଯୋଗୁ ସେମାନେ ଶନିବାର ଚେନ୍ନାଇ ସୁପର…

ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ: ଭାରତୀୟ ରିଲେ ଦଳରେ ଦୂତୀ

ଭୁବନେଶ୍ୱର, ୭।୪(କ୍ରୀଡ଼ା ପ୍ରତିନିଧି)- ଟୋକିଓ ଅଲିମ୍ପିକ୍ସ ପାଇଁ ରିଲେ ଟ୍ରାଏଲ ଇଭେଣ୍ଟ ପୋଲାଣ୍ଡର ସିଲେସିଆସ୍ଥିତ ଚୋର୍ଜୋଠାରେ ମେ’ ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ଏହି ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ରିଲେରେ ଭାରତର ତିନୋଟି ଟିମ୍‌ ଭାଗନେବ। ତାହାହେଲା ମହିଳା ୪x୧୦୦…

କୋଭିଡ୍‌-୧୯: ଇଣ୍ଡିଆନ ଓମ୍ୟାନ୍ସ ଲିଗ୍‌ ସ୍ଥଗିତ

ନୂଆଦିଲ୍ଲୀ,୭।୪(ପି.ଟି.): ଓଡ଼ିଶାରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ଓମ୍ୟାନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ରାଜ୍ୟରେ କୋଭିଡ୍‌-୧୯ ମାମଲାରେ ବୃଦ୍ଧି ଘଟୁଥିବାରୁ ଟୁର୍ନାମେଣ୍ଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)…

ଅଲିମ୍ପିକ୍ସ ପୂର୍ବରୁ ତୁର୍କୀରେ ଟ୍ରେନିଂ ନେବେ ନୀରଜ, ହିମା

ନୂଆଦିଲ୍ଲୀ, ୭।୪(ପି.ଟି.): ତାରକା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଓ ଧାବିକା ହିମା ଦାସଙ୍କ ସମେତ ଭାରତର ଶ୍ରେଷ୍ଠ କେତେଜଣ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ ତୁର୍କୀରେ ଟ୍ରେନିଂ ନେବେ। ଚଳିତ ମାସ ଶେଷଆଡକୁ ଆଥ୍‌ଲେଟମାନେ ଟ୍ରେନିଂ-କମ୍‌- କମ୍ପିଟିଶନ ଟୁର୍‌ରେ ତୁର୍କୀ…

ବାୟୋ ବବଲ୍‌ ଚ୍ୟାଲେଞ୍ଜ: ବିଦେଶୀଙ୍କ ତୁଳନାରେ ଭାରତୀୟ ଖେଳାଳି ଅଧିକ ସହନଶୀଳ: ଗାଙ୍ଗୁଲି

କୋଲକାତା,୭।୪(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍‌ (ଜୈବ ସୁରକ୍ଷିତ ପରିବେଶ)କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ବାୟୋ ବବଲ୍‌ ଖେଳାଳିଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟକର ସ୍ଥିତି…

ଆଇପିଏଲ୍‌:ଫୋକସ୍‌ରେ ନୂଆ ଅଧିନାୟକ ପନ୍ତ, ଦିଲ୍ଲୀ କ୍ୟାପିଟାଲ୍ସ ଲାଗି ଏକାଧିକ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୭।୪(ପି.ଟି.): ଆଉ ଦୁଇ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ହେବାକୁ ଯାଉଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଛି। ଯୁବ ତଥା ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଦଳର ନେତୃତ୍ୱ ଦିଆଯାଇଛି।…

ବାୟୋ ବବଲ୍‌ ଏକ ଚ୍ୟାଲେଞ୍ଜ, କିନ୍ତୁ ଭାରତୀୟ ଖେଳାଳି ଅଧିକ ସହନଶୀଳ: ଗାଙ୍ଗୁଲି

କୋଲକାତା, ୬।୪ (ପି.ଟି.) : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍‌ (ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ୍‌ ନିୟମ)କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ବାୟୋ ବବଲ୍‌ ଖେଳାଳିଙ୍କ…

ଓପନିଂ ମ୍ୟାଚ ଖେଳିବେନି ରାବାଡା, ନର୍ଟଜେ

ମୁମ୍ବାଇ, ୬ା୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଲାଗି ଦିଲ୍ଲୀ କ୍ୟାପିଟାଲ୍ସ ପେସ୍‌ ବୋଲର କାଗିସୋ ରାବାଡା ଓ ଆନରିଚ୍‌ ନର୍ଟଜେ ମଙ୍ଗଳବାର ଏଠାରେ ପହଞ୍ଚତ୍ଛନ୍ତି। ସେମାନଙ୍କୁ ଏବେ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। ଏଣୁ ଶନିବାର…

ଧୋନୀଙ୍କ ବିପକ୍ଷରେ ଏଭଳି ରଣନୀତି ଆପଣାଇବେ ବୋଲି କହିଲେ ପନ୍ତ; ହରାଇବାକୁ…

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସିଏସ୍‌କେକୁ ହରାଇବା ଲାଗି ନିଜର ଯୋଜନା ବିଷୟରେ ମୁହଁ ଖୋଲିଛନ୍ତି ନୂତନ ଭାବେ ଡିସିର ଅଧିନାୟକ…

ସ୍ମିଥଙ୍କୁ ଟପ୍‌ ୩ରେ ବ୍ୟାଟିଂ କରିବାକୁ ପଡ଼ିବ

ମୁମ୍ବାଇ, ୬ା୪- ପୂର୍ବତନ ଅଷ୍ଟ୍ରେଲିଆନ୍‌ ଅଧିନାୟକ ଷ୍ଟିଭ ସ୍ମିଥ ଯଦି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସ୍ଥାନ ପାଆନ୍ତି, ତେବେ ୩ୟ କ୍ରମରେ ବ୍ୟାଟିଂ କରିବେ। ଦଳର ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ଏହା ମଙ୍ଗଳବାର କହିିଛନ୍ତି। ଅଷ୍ଟ୍ରେଲିଆନ୍‌ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?