ଖେଳ

ଟସ୍‌ ମୁଦ୍ରାକୁ ପକେଟ୍‌ରେ ରଖିଲେ ଏହି ଦଳର ଅଧିନାୟକ, ମାଗିଲେ ବି ଦେଲେ ନାହିଁ: ଜାଣନ୍ତୁ କାହିଁକି

ମୁମ୍ବାଇ,୧୬।୪: ଆଇପିଏଲର ଏହି ସିଜନରେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଇଥିବା ସଞ୍ଜୁ ସାମସମ ତାଙ୍କ ଦଳକୁ ପ୍ରଥମ ବିଜୟ ପ୍ରଦାନ କରିଛି। ରାଜସ୍ଥାନ ନିଜ ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଏହି…

ବିରାଟ କୋହଲିଙ୍କ ବାର୍ଷିକ ଦରମା ଯେତେ, ପାକିସ୍ତାନ ଦଳର ସମସ୍ତ ଖେଳାଳି ନିଅନ୍ତି ସେତେ

ବିଶ୍ୱ କ୍ରିକେଟର୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରତିଦିନ ରନ ସ୍କୋର କରିବା ଏବଂ ନୂଆ ରେକର୍ଡ ସୃଷ୍ଟି କରିବାରେ ଆଗରେ ଥିବାବେଳେ ରୋଜଗାର କ୍ଷେତ୍ରରେ ମଧ୍ୟ ସେ ଶୀର୍ଷରେ ଅଛନ୍ତି। ସର୍ବାଧିକ ଆୟ କରୁଥିବା କ୍ରିକେଟରଙ୍କ ମଧ୍ୟରେ କୋହଲିଙ୍କ ନାମ…

ଝିଅ ହେବା ପରେ ଏମିତି ବଦଳିଯାଇଛନ୍ତି ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। କୋହଲି ଏବେ ଆଇପିଏଲ୍‌ ଖେଳୁଥିବାବେଳେ ଅନୁଷ୍କା ଏବଂ ଝିଅ ଭାମିକା ତାଙ୍କୁ ଚିୟର କରିବା ପାଇଁ ଦଳ ସହ ଅଛନ୍ତି।…

୨ଥର ୬ ବଲ୍‌ରୁ ୬ ଛକା ମାରିଛନ୍ତି ଏହି କ୍ରିକେଟର୍‌: ଏବେ ଦିଲ୍ଲୀ କ୍ୟାପିଟାଲ୍ସରେ ଦଳରେ ହେଲେ ସାମିଲ

ମୁମ୍ବାଇ,୧୬।୪: ଦିଲ୍ଲୀ ଅଲରାଉଣ୍ଡର ଲଲିତ ଯାଦବଙ୍କୁ ଭାରତୀୟ କ୍ରିକେଟର୍‌ ଉଜ୍ଜ୍ୱଳତମ ତାରକା ଭାବେ ବିବେଚନା କରାଯାଏ। ତାଙ୍କୁ ଆଇପିଏଲ୍‌ ନିଲାମରେ ୨୦ ଲକ୍ଷ ଟଙ୍କା ମୂଲ୍ୟରେ ନିଲାମରେ କିଣାଯାଇଥିଲା। ସେ ଉଭୟ ବ୍ୟାଟ ଏବଂ ବଲ ସହିତ ପ୍ରଦର୍ଶନ କରିବାର କ୍ଷମତା…

କୋହଲି-ରୋହିତଙ୍କ ଦରମା ବଢିଲା ନାହିଁ: ଜାଣନ୍ତୁ କେଉଁ କ୍ରିକେଟର୍‌ କେତେ ପାଇବେ ଦରମା

କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଭାରତୀୟ ଖେଳାଳିଙ୍କ ବାର୍ଷିକ ଚୁକ୍ତିନାମା ତାଲିକା ପ୍ରକାଶ କରିଛି। ଅକ୍ଟୋବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଚୁକ୍ତି ବୈଧ ହେବ। ନୂତନ ଚୁକ୍ତିନାମା ଅନୁଯାୟୀ ଅଧିନାୟକ ବିରାଟ କୋହଲି, ସୀମିତ ଓଭର ଉପ-ଅଧିନାୟକ ରୋହିତ…

ମାତ୍ର ୫୯ ବଲ୍‌ରେ ୧୨୨ ରନ୍‌ର ପାଳି ଖେଳିଲେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌: ଭାଙ୍ଗିଲେ ଅନେକ ରେକର୍ଡ

ଜୋହାନ୍ସବର୍ଗ,୧୬।୪: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୯ ଉଇକେଟ୍‌ରେ ବିଜୟ ହାସଲ କରିଛି। ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ପାକିସ୍ତାନ ୨-୧ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍‌ରେ ଅଧିନାୟକ ବାବର…

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ସ୍ନେହା, ଝିଲ୍ଲୀ

ତାସକେଣ୍ଟ, ୧୬।୪(ପି.ଟି.)- ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ଭାଗ ନେବାକୁ ଯାଉଥିବା ୪ ଜଣିଆ ମହିଳା ଭାରତୀୟ ଦଳରେ ଓଡ଼ିଶାର ସ୍ନେହା ସୋରେନ ଓ ଝିଲ୍ଲୀ ଦଳବେହେରା ସ୍ଥାନ ପାଇଛନ୍ତି। ସ୍ନେହା ୪୯ କେଜି…

ପୁଅ ସହ କ୍ୟୁଟ୍‌ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏମିତି ପ୍ରତିକ୍ରିୟା ଦେଲେ ଅନୁଷ୍କା

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଥାନ୍ତି। ଏବେ ପୁଅ ଅଗସ୍ତ୍ୟା ପାଣ୍ଡ୍ୟାଙ୍କର…

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ : ଏଫ୍‌ସି ଗୋଆର ପ୍ରଶଂସନୀୟ ପ୍ରଦର୍ଶନ

ମାର୍ଗାଓ, ୧୬।୪(ପି.ଟି.)-ଭାରତର ପ୍ରଥମ ଦଳ ଭାବେ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ର ଗ୍ରୁପ୍‌ ଷ୍ଟେଜ୍‌ ଖେଳିଥିବା ଏଫ୍‌ସି ଗୋଆ ନିଜ ଓପନିଂ ମ୍ୟାଚରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ଫ୍ରେଞ୍ଚ୍‌ ବିଶ୍ୱକପ ବିଜେତା ଲୌରେଣ୍ଟ ବ୍ଲାଙ୍କ୍‌ଙ୍କ ପ୍ରଶିକ୍ଷଣପ୍ରାପ୍ତ କାତାରର ଅଲ୍‌-ରାୟାନ ସହିତ ବୁଧବାର ଅନୁଷ୍ଠିତ…

ଟାଇଟଲ ବଜାୟ ରଖିଲେ ସରିତା

ଅଲମାଟି, ୧୬ା୪ (ପି.ଟି.)-ଭାରତର ସରିତା ମୋର୍‌ ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନଶିପ୍‌ ୫୯କେଜି ଶ୍ରେଣୀରେ ତାଙ୍କ ଟାଇଟଲ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ସୀମା ବିସ୍‌ଲା (୫୦କେଜି) ଓ ପୂଜା (୭୬କେଜି) ସେମାନଙ୍କ ବିଭାଗରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୨୦୨୦…

ଗ୍ରେଡ୍‌ ଏ’ରେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ, ୧୬ା୪(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ଚୁକ୍ତି ତାଲିକା (ସେଣ୍ଟ୍ରାଲ କଣ୍ଟ୍ରାକ୍ଟ) ଗୁରୁବାର ପ୍ରକାଶ ପାଇଛି। ଏଥିରେ ୪ଟି କାଟେଗୋରିରେ ମୋଟ ୨୮ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଗ୍ରେଡ୍‌-ଏ’+ କାଟେଗୋରିରେ ଭାରତର ୩ ଷ୍ଟାର ଖେଳାଳି…

ଦିଲ୍ଲୀ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ ମୋରିସ

ମୁମ୍ବାଇ,୧୫।୪ : ଚଳିତ ସପ୍ତାହରେ ଆଇପିଏଲରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ରୋମାଞ୍ଚକ ମ୍ୟାଚ୍‌। ପୂର୍ବ ୩ ଦିନ ଭଳି ଗୁରୁବାର ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ମିଳି ନ ଥିଲା ଜିତିବା ସୁଖ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଧାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?