ଖେଳ

ଆଇପିଏଲ୍‌- ୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୧୭।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ନବମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ଓ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଶନିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ଦଳରେ…

ଧୋନୀଙ୍କ ମାଇଲଷ୍ଟୋନ ମ୍ୟାଚ୍‌, ଜିତିଲା ସିଏସ୍‌କେ

ମୁମ୍ବାଇ,୧୬।୪: ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ପ୍ରଥମ ଖେଳାଳି ଭାବେ ୨୦୦ ତମ ମ୍ୟାଚ୍‌ ଖେଳିଛନ୍ତି। ଧୋନୀଙ୍କ ଏହି ମାଇଲଷ୍ଟୋନ ମ୍ୟାଚ୍‌ରେ ସିଏସ୍‌କେ ୨୨ ବଲ ବାକି ଥାଇ ୬ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ…

ଶାହାରୁଖଙ୍କୁ ଛାଡ଼ି ସବୁ ଫେଲ୍‌

ମୁମ୍ବାଇ, ୧୬ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବୋଲର ଓ ରବୀନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂ ଯୋଗୁ ଧରାଶାୟୀ ହୋଇପଡ଼ିଲା ପଞ୍ଜାବ କିଙ୍ଗ୍ସ। ଶାହାରୁଖ ଖାନଙ୍କୁ ଛାଡ଼ି ଦେଲେ ଫେଲ୍‌ ମାରିଲେ ସମସ୍ତ ବ୍ୟାଟ୍ସମ୍ୟାନ। ମୟଙ୍କ ଅଗ୍ରଓ୍ବାଲ ଓ ନିକୋଲାସ ପୁରନ ଖାତା…

ଭୁଲ୍‌ ଥିଲା ଦିଲ୍ଲୀ କ୍ୟାପିଟାଲ୍ସ ପେସର ନର୍ଟଜେଙ୍କ କୋଭିଡ୍‌ ରିପୋର୍ଟ

ମୁମ୍ବାଇ, ୧୬ା୪- ଦିଲ୍ଲୀ କ୍ୟାପିଟାଲ୍ସ ପେସର ଅନରିଚ ନର୍ଟଜେ ଶୁକ୍ରବାର କଠିନ କ୍ୱାରେଣ୍ଟିନ ଶେଷ କରିଛନ୍ତି। ଭୁଲ କୋଭିଡ୍‌-୧୯ ରିପୋର୍ଟ ଯୋଗୁ ତାଙ୍କୁ ଅଧିକ କିଛି ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିଥିଲା। ଗତ ସିଜନରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିବା…

ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ, ୧୬ା୪- କିଙ୍ଗ୍ସ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟାଟିଂ ପିଚ୍‌ ଓ ଦ୍ୱିତୀୟ ଇନିଂସରେ କାକର ପଡ଼ିବାର ସମ୍ଭାବନା ଥିବାରୁ…

ଧୋନୀଙ୍କୁ ଏହି ଗୀତ ଡେଡିକେଟ୍‌ କଲେ ଓସ୍କାର ବିଜେତା

ମୁମ୍ବାଇ, ୧୬ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଓସ୍କାର ବିଜେତା ମ୍ୟୁଜିକ କମ୍ପୋଜର ଏ. ଆର. ରେହମାନ ବଲିଉଡ୍‌ ଫିଲ୍ମ ଲଗାନର ‘ଚାଲେ ଚାଲୋ’ ଗୀତ ଡେଡିକେଟ୍‌ କରିଛନ୍ତି। ଏହି ଗୀତଟି ଖେଳାଳିଙ୍କୁ ଏକାଠି ହୋଇ…

ଭୁଲ କେଉଁଠି କଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ, ୧୬ା୪- ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଛି। ମ୍ୟାଚ୍‌ରେ ଦିଲ୍ଲୀ ୧୪୮ ରନ୍‌ର ଛୋଟିଆ ଟାର୍ଗେଟ ଛିଡ଼ା କରିଥିଲେ ମଧ୍ୟ ଦଳୀୟ ବୋଲରଙ୍କ ଯୋଗୁ ରାଜସ୍ଥାନ ପାଇଁ ବିଜୟ…

ସ୍ମିଥଙ୍କୁ ନ ଖେଳାଇବାକୁ ନେଇ ପନ୍ତଙ୍କ ଉପରେ ରାଗିଲେ ପ୍ରଶଂସକ: କହିଲେ…

ନୂଆଦିଲ୍ଲୀ,୧୬।୪: ଆଇପିଏଲ୍‌-୨୦୨୧ର ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଥିଲା। ଚଳିତ ଟୁର୍ନାମେଣ୍ଟରେ ଏହା ରାଜସ୍ଥାନର ପ୍ରଥମ ବିଜୟ ହୋଇଥିବା ବେଳେ ଦିଲ୍ଲୀର ପ୍ରଥମ ପରାଜୟ। ଏହାକୁ ନେଇ ଦିଲ୍ଲୀର ପ୍ରଶଂସକମାନେ ଅଧିନାୟକ…

୧୬ କୋଟି ଟଙ୍କାରେ କିଣିଥିଲା ରାଜସ୍ଥାନ; ଚାରୋଟି ଶର୍ଟ ଖେଳି ମ୍ୟାଚ୍‌ କଲେ ଶେଷ, ପୁରୁଣା ଟିମ୍‌ଠାରୁ…

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଦକ୍ଷିଣ ଆଫ୍ରିକା ଟିମ୍‌ ପାକିସ୍ତାନ ବିପକ୍ଷ ଟି୨୦ ସିରିଜରେ ପରାଜିତ ହୋଇଥିବା ବେଳେ ଅନ୍ୟପକ୍ଷେ ଦଳର କିଛି ଖେଳାଳି ଭାରତରେ ଚାଲିଥିବା ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି। ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ହେଲେ ଆଇପିଏଲ୍‌ ୨୦୨୧ର…

ବିବାହ ପରେ ବଲିଉଡ୍‌ର ବିଦାୟ ନେଇଥିଲେ ଏହି କ୍ରିକେଟରଙ୍କ ସ୍ତ୍ରୀ

ବଲିଉଡ ଅଭିନେତ୍ରୀ ଗୀତା ବସ୍ରା ବର୍ତ୍ତମାନ ଗର୍ଭବତୀ ଅଛନ୍ତି ଏବଂ ଜୁଲାଇ ସୁଦ୍ଧା ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେବେ। ବିବାହ ପରେ ଗୀତା ବଲିଉଡରୁ ବିରତି ନେଇଥିଲେ। ଏହା ପରେ ସେ ପ୍ରଥମ ଝିଅକୁ ଜନ୍ମ ଦେଇଥିଲେ, ସେ ଖୁବ…

ଅଧିନାୟକ ଭାବେ ପ୍ରଥମ ପରାଜୟକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ଦିଲ୍ଲୀ ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୧୬।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ରୋମାଞ୍ଚକ ବିଜୟ ହାସଲ କରିଛି। ସଞ୍ଜୁ ସାମସନଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଅପରପକ୍ଷେ ଚଳିତ ଆଇପିଏଲ୍‌ରେ ୨ ମ୍ୟାଚ୍‌ରୁ ରାଜସ୍ଥାନର ଏହା ପ୍ରଥମ…

ବିରାଟଙ୍କ ପରେ ବାପା ହେବାକୁ ଯାଉଛନ୍ତି ଏହି କ୍ରିକେଟର, ଖୁବ ଶୀଘ୍ର ଘରକୁ ଆସିବେ ନୂଆ ଅତିଥି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହିଲିଙ୍କ ପରେ ଆଉ ଜଣେ ଖେଳାଳି ପିତା ହେବାକୁ ଯାଉଛନ୍ତି। ପୂର୍ବତନ ସ୍ପିନ ବୋଲର ହରଭଜନ ସିଂ ନିକଟରେ ଦ୍ୱିତୀୟ ସନ୍ତାନଙ୍କ ବାପା ହେବାକୁ ଯାଉଛନ୍ତି। ସେ ୨୦୧୫ରେ ବଲିଉଡ୍‌ ଅଭିନେତ୍ରୀ ଗୀତା ବାସ୍ରାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?