ଖେଳ

୨୦ ଲକ୍ଷ ଟଙ୍କାର ଖେଳାଳିଙ୍କ ପାଇଁ ୪.୮ କୋଟି ଟଙ୍କାର ଖେଳାଳିଙ୍କୁ ବିଦା କଲେ କୋହଲି

ଚେନ୍ନାଇ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି ତାଙ୍କ ନିଷ୍ପତ୍ତିରେ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବିରାଟ କୋହଲି ଏହି ସିଜନରେ ପ୍ରଥମ ଅଧିନାୟକ ହୋଇଛନ୍ତି, ଯିଏକି ଶେଷ ଏକାଦଶରେ ୩…

ମହିଳାଙ୍କୁ ହାତଯୋଡିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୮।୪: ସାରା ବିଶ୍ୱ ଏବେ କରୋନା ସହ ଲଢେଇ କରୁଛି। ଦୀର୍ଘ ଦେଢ ବର୍ଷ ହେବ ଏହି ଭାଇରସ୍‌ ସାଧାରଣ ଜୀବନକୁ ବ୍ୟତିବ୍ୟସ୍ତ କରିଦେଇଛି। ଏବେ କରୋନା ଦ୍ୱିତୀୟ ଲହର ଦେଶରେ କୋକୁଆ ଭୟ ସୃଷ୍ଟି କରିଛି। ଫଳରେ ଦେଶର ଅନେକ…

ଟସ୍‌ ଜିତିଲା ବେଙ୍ଗାଲୁରୁ: ଆରମ୍ଭରୁ ବଡ଼ ଝଟ୍‌କା

ଚେନ୍ନାଇ, ୧୮।୪: ଆଇପିଏଲର ୧୪ ତମ ସିଜିନର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଅଧିନାୟକ ବିରାଟ କୋହଲି କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଦଳକୁ ପ୍ରଥମ…

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ: ସେପ୍ଟେମ୍ବରରୁ ଘରୋଇ କ୍ରିକେଟ ସିଜନ

ନୂଆଦିଲ୍ଲୀ, ୧୮ା୪ (ପି.ଟି.)- ସେପ୍ଟେମ୍ବରରେ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ସହ ୨୦୨୧-୨୨ ଘରୋଇ ସିଜନ ଆରମ୍ଭ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଯୋଜନା ରହିଛି। ମୁଖ୍ୟ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ପାଇଁ ଡିସେମ୍ବରରୁ ୩ ମାସ…

କିରେନ ରିଜିଜୁଙ୍କୁ କରୋନା

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ସେ ଫିଟ୍‌ ଓ ସୁସ୍ଥ ଅନୁଭବ କରୁଥିବା ଶନିବାର ପ୍ରକାଶ କରିଛନ୍ତି। ୪୯ ବର୍ଷୀୟ ରିଜିଜୁ ତାଙ୍କ ଟୁଇଟର ପେଜ୍‌ରେ କହିଛନ୍ତି ଏକାଧିକ ଥର କୋଭିଡ୍‌ ଟେଷ୍ଟ…

ମୀରାବାଈ ଚାନୁଙ୍କ ବିଶ୍ୱ ରେକର୍ଡ

ତାସ୍‌କେଣ୍ଟ, ୧୮ା୪ (ପି.ଟି.)- ପୂର୍ବତନ ବିଶ୍ୱ ଚାମ୍ପିୟନ ମୀରାବାଈ ଚାନୁ ଭାରୋତ୍ତୋଳନକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନଶିପ୍‌ରେ ସେ କ୍ଲିନ ଆଣ୍ଡ୍‌ ଜର୍କରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ବ୍ରୋଞ୍ଜ ପଦକ ହାସଲ କରିଥିଲେ ମଧ୍ୟ ସେ…

ଆଇପିଏଲ- ୧୪: ପନ୍ତ- ରାହୁଲ ମୁକାବିଲା

ମୁମ୍ବାଇ,୧୮।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ। ବିଭିନ୍ନ ଦୃଷ୍ଟିକୋଣରୁ ଦିଲ୍ଲୀ ପାଦେ ଆଗରେ ଥିବା ପରି ଜଣାପଡୁଛି।…

ହାମିଲଟନଙ୍କୁ ପୋଲ୍‌ ପୋଜିିଶନ

ଇମୋଲା (ଇଟାଲି), ୧୭ା୪-ରବିବାର ହେବାକୁ ଥିବା ଇମିଲିଆ ରୋମାଗ୍ନା ଗ୍ରାଁ ପ୍ରି ପାଇଁ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ ରୋମାଞ୍ଚକ କ୍ୱାଲିଫାଇଙ୍ଗ ସେସନରେ ସେ ରେଡ୍‌ବୁଲ୍‌ର ସର୍ଗିଓ ପେରେଜଙ୍କୁ ମାତ୍ର ୦.୦୩୫ ସେକେଣ୍ଡ ଟାଇମିଂରେ…

ଆଇପିଏଲ୍‌-୧୪: କୋଲକାତା- ବାଙ୍ଗାଲୋର ମୁକାବିଲା

ଚେନ୍ନାଇ,୧୮।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ପ୍ରଥମଥର ପାଇଁ ଦୁଇଟି ମ୍ୟାଚ୍‌ ଖେଳାଯିବ। ଲିଗ୍‌ର ଦଶମ ମ୍ୟାଚ୍‌ରେ ଇଅନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ ଓ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌.ଏ.…

ପୁଣି ମ୍ୟାଚ୍‌ ହାତଛଡ଼ା କଲା ହାଇଦ୍ରାବାଦ

ଚେନ୍ନାଇ,୧୭।୪: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ସ୍ଥାନୀୟ ଚେପକ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ନବମ ମୁକାବିଲାରେ ହାଇଦ୍ରାବାଦ ବିଜୟ ହାସଲ କରିବାର ସମ୍ଭାବନା ସୃଷ୍ଟି କରିଥିଲେ…

ସନ୍‌ରାଇଜର୍ସ ଆଗରେ ୧୫୧ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୧୭ା୪: ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୧୪ ତମ ସଂସ୍କରଣର ନବମ ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ରୋହିତ ଶର୍ମା । ପ୍ରଥମ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ ନିଦ୍ଧାରିତ ୨୦ ଓଭରରେ ୫…

ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ,୧୭ା୪- ଆଇପିଏଲ୍‌ର ୧୪ ତମ ସଂସ୍କରଣର ଶନିବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ନବମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପିଚ୍‌କୁ ଦେଖି ଅଧିନାୟକ ଶର୍ମା ଏଭଳି ନିଷ୍ପତ୍ତି ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?