Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏହି ଖେଳାଳି, ନାମରେ ଅଛି ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୧୭।୬: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦେଶ ପାଇଁ ଖେଳିବା ଯେତିକି ଗୌରବର କଥା, ଶୂନରେ ଆଉଟ୍‌ ହେବା ସେତିକି ଲଜ୍ଜାଜନକ ବିଷୟ। କ୍ରିକେଟଜଗତରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଅନେକ ଥର ବିନା କୌଣସି ରନ୍‌ କରି ଆଉଟ୍‌ ହୋଇଛନ୍ତି। ହେଲେ ଶ୍ରୀଲଙ୍କାର ମୁଥେୟା ମୁରଲୀଧରନ୍‌ ସର୍ବାଧିକ ୫୯ ଥର ଶୂନରେ ଆଉଟ୍‌ ହୋଇଛନ୍ତି।

ଶୂନରେ ଆଉଟ୍‌ ହୋଇଥିବା ଶୀର୍ଷ ୫ ଖେଳାଳିଙ୍କ ମଧ୍ୟରେ ୩ଜଣ ଶ୍ରୀଲଙ୍କାର ଅଛନ୍ତି। ମୁରଲୀଧରନଙ୍କ ବ୍ୟତିତ ସନଥ ଜୟସୂର୍ଯ୍ୟା, ମହେଲା ଜୟବର୍ଦ୍ଧନେ ମଧ୍ୟ ଯଥାକ୍ରମେ ୫୩, ୪୭ ଥର ଆଉଟ୍‌ ହୋଇଛନ୍ତି।

ଭାରତୀୟ କ୍ରିକେଟ ଟିମ୍‌ ବିଷୟରେ ଯଦି କଥା ହେବା ତେବେ କ୍ରିକେଟର ଜାହିର ଖାନ୍‌ ସବୁଠାରୁ ଅଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି। ସେ ୪୪ଥର ଆଉଟ୍‌ ହୋଇଛନ୍ତି। ଏହି ମାମଲାରେ ଦ୍ୱିତୀୟରେ ଇଶାନ୍ତ ଶର୍ମା(୩୭) ଆଉଟ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ୫୦୦ ଚୌକା ମାରିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ

ଆବୁଧାବି, ୨୨।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ଉଇକେଟ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି।...

ସାନ୍ତ୍ୱନାମୂଳକ ବିଜୟ ଲକ୍ଷ୍ୟରେ ଭାରତ: ସଇନିଙ୍କ ବଦଳରେ ନଟରାଜନ କିମ୍ବା ଶାର୍ଦ୍ଦୁଳ ଖେଳିବେ

କାନବେରା,୨।୧୨(ପି.ଟି.): ଅଷ୍ଟ୍ରେଲିଆଠାରୁ ପ୍ରଥମ ଦୁଇଟି ଦିନିକିଆରେ ପରାସ୍ତ ହେବା ପରେ ଭ୍ରମଣକାରୀ ଭାରତ ତୃତୀୟ ମ୍ୟାଚ୍‌ ଜିତି ସିରିଜ ହ୍ବାଇଟ୍‌ଓ୍ବାଶ୍‌କୁ ଏଡେଇବାକୁ ପ୍ରୟାସ କରିବ। ସିରିଜରେ...

ଫାଇନାଲରେ ଝାଡ଼ଖଣ୍ଡ-ଅରୁଣାଚଳପ୍ରଦେଶ

କଟକ ଅଫିସ,୧୯ା୬- ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପର ଫାଇନାଲ ଝାଡ଼ଖଣ୍ଡ ଓ ଅରୁଣାଚଳପ୍ରଦେଶ ମଧ୍ୟରେ...

ଫିଡେ ମହିଳା ଗ୍ରାଁ ପ୍ରି: ତୃତୀୟ ସ୍ଥାନକୁ ଖସିଲେ ହରିକା

ଲଉସେନ,୮।୩(ପି.ଟି.)-ଏଠାରେ ଚାଲିଥିବା ଫିଡେ ମହିଳା ଗ୍ରାଁ ପ୍ରି ଚେସ୍‌ ଟୁର୍ନାମେଣ୍ଟରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଦ୍ରୋଣଭାଲି ହାରିକା ଷଷ୍ଠ ରାଉଣ୍ଡ ମ୍ୟାଚ୍‌ରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଆଲେକଜାଣ୍ଡ୍ରା...

ଅଲିମ୍ପିକ୍ସରୁ ଭାରତକୁ ୬ ପଦକ ସମ୍ଭାବନା

ଭୁବନେଶ୍ୱର, ୧୭।୨(କ୍ରୀଡ଼ା ପ୍ରତିନିଧି)- ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସରେ ଭାରତକୁ ଅତିକମ୍‌ରେ ୬ ପଦକ ମିଳିବା ସମ୍ଭାବନା ରହିଛି ବୋଲି ଓଡ଼ିଶାର କ୍ରୀଡ଼ା ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।...

ଧୋନୀଙ୍କ ପ୍ରଶଂସା କରୁ କରୁ ଏମିତି ଭୁଲ୍‌ କରିଦେଲେ ଏହି କ୍ରିକେଟର୍‌

ଦୁବାଇ,୩୧।୮: ୟୁଏଇରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଝଟ୍‌କା ଲାଗିଛି। ଉପଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତକୁ ଫେରିବା...

ଆଶେସ ସିରିଜ: ୩ୟ ଟେଷ୍ଟରୁ ସ୍ମିଥ୍‌ ବାଦ୍‌

ଲଣ୍ଡନ, ୨୦।୮ (ଏଏଫ୍‌ପି)- ଅଭିଜ୍ଞ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଗୁରୁବାରଠାରୁ ଏଜ୍‌ବାଷ୍ଟନରେ ଆରମ୍ଭ ହେବାକୁ ଯାଉଥିବା ସମ୍ମାନଜନକ ଆଶେସ ଟେଷ୍ଟ ସିରିଜର ୩ୟ ମ୍ୟାଚ୍‌ରୁ...

ମିଲ୍‌ଖାଙ୍କ ନାମରେ ଚେୟାର

ଚଣ୍ଡିଗଡ଼, ୨୦ା୬ (ପି.ଟି.)-ପଟିଆଲାସ୍ଥିତ ସ୍ପୋଟର୍‌ସ ୟୁନିଭର୍ସିଟିରେ ମିଲ୍‌ଖା ସିଂଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରାଯିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶନିବାର ଏହା ଘୋଷଣା...

Advertisement
Ten Cric Info


Archives

Model This Week