Posted inଖେଳ

ଓ୍ବିମ୍ବେଲଡନ ଟେନିସ୍‌: ଦ୍ୱିତୀୟ ରାଉଣ୍ଡରେ ସାନିଆ- ବେଥାନି

ଲଣ୍ଡନ,୨।୭: ଚଳିତ ଓ୍ବିମ୍ବେଲଡନ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ମହିଳା ଟେନିସ ତାରକା ସାନିଆ ମିର୍ଜା ଓ ତାଙ୍କ ଆମେରିକୀୟ ପାର୍ଟନର ବେଥାନି ମାଟେକ- ସାଣ୍ଡ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ମହିଳା ଡବଲ୍ସ ଇଭେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଅଣସିଡ୍‌ ଏହି ଇଣ୍ଡୋ ଆମେରିକୀୟ ଯୋଡି ୭-୫, ୬-୩ ସେଟ୍‌ରେ ଷଷ୍ଠ ସିଡ୍‌ ଡେଜେର କ୍ରଜିକ ଓ ଚିଲିର ଆକେକ୍ସା ଗୌରାଚିଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ବିଜୟୀ ହେବାକୁ ସାନିଆ ଓ ବେଥାନିଙ୍କୁ ଏକ ଘଣ୍ଟା ୨୭ ମିନିଟ ସମୟ ଆବଶ୍ୟକ ହୋଇଥିଲା।
ଅନ୍ୟତମ ଭାରତୀୟ ମହିଳା ଖେଳାଳି ଅଙ୍କିତା ରାଇନା ଓ ତାଙ୍କ ଆମେରିକା ପାର୍ଟନର ଲରେନ ଡେଭିସ୍‌ ପ୍ରଥମ ରାଉଣ୍ଡରେ ୧୪ତମ ସିଡ୍‌ ଯୋଡି ଆମେରିକାର ଏସିଆ ମହମ୍ମଦ ଓ ଜେସିକା ପେଗୁଲାଙ୍କୁ ଭେଟିବେ। ଅଙ୍କିତା ତୃତୀୟଥର ପାଇଁ କୌଣସି ମେଜର ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଚଳିତବର୍ଷ ଅଷ୍ଟ୍ରେଲିଆନ ଓପନ୍‌ରେ ପଦାର୍ପଣ କରିଥିଲେ। ପ୍ରଥମଥର ପାଇଁ ଭାରତର ଦୁଇ ମହିଳା ଖେଳାଳି କୌଣସି ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ର ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ଇତିହାସ ସୃଷ୍ଟି କରିବେ। ୨୦୦୫ରୁ ସାନିଆ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସ ଟେଷ୍ଟ: ଇଂଲଣ୍ଡର ବୃହତ୍‌ ବିଜୟ

ଲଣ୍ଡନ,୨୭।୭(ଏଏଫ୍‌ପି)- ପ୍ରଥମ ଇନିଂସରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୨୨ ରନ ପଛରେ ପଡିଥିଲେ ମଧ୍ୟ ଦିନିକିଆ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଏକମାତ୍ର...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ ଘୋଷିତ; ଶୁବମନ ନୂଆ ମୁହଁ

ନୂଆଦିଲ୍ଲୀ,୧୩।୯(ପି.ଟି.)- ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷଣା ହୋଇଛି। ଦଳରେ ଏକାଧିକ ଅଦଳବଦଳ କରାଯାଇି। ଖରାପ୍‌ ଫର୍ମ ପାଇଁ...

୨୦୨୨ ଫିଫା ବିଶ୍ୱକପ: ଗ୍ରୁପ ପର୍ଯ୍ୟାୟରେ ପ୍ରତିଦିନ ୪ ମ୍ୟାଚ

ଲଣ୍ଡନ, ୧୬।୭(ଏପି)- କାତାରରେ ହେବାକୁଥିବା ୨୦୨୨ ଫିଫା ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ପ୍ରତିଦିନ ୪ଟି ଲେଖାଏ ମ୍ୟାଚ ଖେଳାଯିବ। ଗ୍ରୁପ ମ୍ୟାଚ ଗୁଡ଼ିକ ୧୨ଦିନଧରି ଚାଲିବ।...

ଗୋଆରେ ଲାଗିବ ମାରାଡୋନାଙ୍କ ବିଶାଳ ପ୍ରତିମା

ପଣଜୀ,୨୬।୧୧: ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିରେ ଏକ ବିଶାଳ ପ୍ରତିମା ସ୍ଥାପନ କରିବେ ବୋଲି...

ହନୁମାଙ୍କ ସାହସକୁ ସଲାମ କଲା ଆଇସିସି

ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଡ୍ର’ ଭାବେ ଶେଷ ହୋଇଛି। ଏହି ମ୍ୟାଚ ଡ୍ର’ରେ ଆର ଅଶ୍ୱିନ ଏବଂ...

ମାତ୍ର ୨୦ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ଏହି କ୍ରିକେଟର୍‌: ଭାଙ୍ଗିଲେ ଅନେକ ରେକର୍ଡ

ମୁମ୍ବାଇ,୧୩।୪: ଆଇପିଏଲର ୧୪ ତମ ସିଜନରେ କିଙ୍ଗସ ଏକାଦଶ ପଞ୍ଜାବ ବିଜୟର ସହିତ ଖାତା ଖୋଲିଛି। ଏକ ରୋମାଞ୍ଚକର ମ୍ୟାଚରେ ପୂର୍ବତନ ଚାମ୍ପିୟନ ରାଜସ୍ଥାନ ରୟାଲ୍ସକୁ...

ଲୌରେସ ସ୍ପୋର୍ଟିଂ ମୁଭମେଣ୍ଟ ପୁରସ୍କାର ଦୌଡ଼ରେ ତେନ୍ଦୁଲକର

ଲଣ୍ଡନ,୧୧ା୧ (ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ ଲୌରେସ ସ୍ପୋର୍ଟିଂ ମୁଭମେଣ୍ଟ ୨୦୦୦-୨୦୨୦ ପୁରସ୍କାର ପାଇଁ ୨୦ଜଣିଆ ସଂକ୍ଷିପ୍ତ ତାଲିକାରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମ ରହିଛି। ତେନ୍ଦୁଲକର...

ଇଚ୍ଛା ମୃତ୍ୟୁରେ ଜୀବନ ହାରିଲେ: ପାରାଅଲିମ୍ପିକ୍‌ ଚାମ୍ପିୟନ

ବ୍ରୁସେଲ୍ସ,୨୪ା୧୦ (ଏଏଫ୍‌ପି)- ବେଲଜିୟମ ପାରାଅଲିମ୍ପିକ୍‌ ଚାମ୍ପିୟନ ମାରିକେ ବରବୋର୍ଟ ମଙ୍ଗଳବାର ଇଚ୍ଛା ମୃତ୍ୟୁ ଜରିଆରେ ନିଜ ଜୀବନ ଶେଷ କରିଛନ୍ତି। ବେଲଜିୟମରେ ଇଚ୍ଛା ମୃତ୍ୟୁ ଆଇନ...

Advertisement
Archives

Model This Week