ଖେଳ

ଇଂଲଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଫିକ୍ସିଂ ହୋଇନି

ଦୁବାଇ, ୧୮ା୫ (ପି.ଟି.)- ଭାରତର ଇଂଲଣ୍ଡ (୨୦୧୬) ଓ ଅଷ୍ଟ୍ରେଲିଆ (୨୦୧୭) ବିପକ୍ଷ ଟେଷ୍ଟ ମ୍ୟାଚରେ ଫିକ୍ସିଂ ହୋଇଥିବା ନ୍ୟୁଜ୍‌ ଚ୍ୟାନେଲ ଅଲ୍‌ ଜଜିରାରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ତାହାର ଖଣ୍ଡନ କରିଛି।…

ଶିବସୁନ୍ଦରଙ୍କୁ ଜାତୀୟ ଦଳର ଦାୟିତ୍ୱ

ଭୁବନେଶ୍ୱର, ୧୭।୫(କ୍ରୀଡ଼ା ପ୍ରତିନିଧି) – ଓଡ଼ିଶା କ୍ରିକେଟ ପାଇଁ ସୋମବାର ଆସିଛି ଏକ ଖୁସି ଖବର। ରାଜ୍ୟର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ କରାଯାଇଛି। ଟିମ୍‌ ଇଣ୍ଡିଆର ପୂର୍ବତନ ଟେଷ୍ଟ…

‘ ଆଇପିଏଲ୍‌ ଦଳରେ ୫ ବିଦେଶୀଙ୍କୁ ଖେଳିବାକୁ ଦିଆଯାଉ ସୁଯୋଗ ’

ନୂଆଦିଲ୍ଲୀ,୧୭।୫ : ଆସନ୍ତା ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୫ତମ ସଂସ୍କରଣ ପାଇଁ ଦୁଇଟି ନୂଆ ଫ୍ରାଞ୍ଚାଇଜକୁ ସାମିଲ କରାଯାଇପାରେ। ଆଇପିଏଲର ବୃଦ୍ଧି ହୋଇଥିବାରୁ ବିଦେଶୀ ଖେଳାଳିଙ୍କ ନିୟମରେ ପରିବର୍ତ୍ତନ ସପକ୍ଷରେ ମତ ବାଢ଼ିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୟ ମାଞ୍ଜରେକର।…

ପୁଣି ଆହତ ସମସ୍ୟା ସାଜିଲା ବାଧକ

ଲଣ୍ଡନ, ୧୭ା୫ : ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚ୍ଚର ବାଦ୍‌ ପଡ଼ିଛନ୍ତି। ନିକଟରେ ଆହତ ସମସ୍ୟା ମୁକୁଳି ଥିବା ଆର୍ଚ୍ଚର ସସେକ୍ସ ବିପକ୍ଷ କାଉଣ୍ଟି ଚାମ୍ପିୟନଶିପ୍‌ ମ୍ୟାଚ୍‌ ବେଳେ ଡାହାଣ ଏଲବୋରେ…

ପ୍ରଥମ ଗର୍ଲଫ୍ରେଣ୍ଡଙ୍କ ନାଁ ଖୁଲାସା କଲେ ଧୋନୀ: କହିଲେ, ସ୍ତ୍ରୀଙ୍କୁ କହିବ ନାହିଁ

ଭାରତର କିମ୍ବଦନ୍ତୀ କ୍ରିକେଟର୍‌ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରଶଂସକଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି। ତାଙ୍କ ଜୀବନୀକୁ ନେଇ ଏକ ଫିଲ୍ମ ମଧ୍ୟ ତିଆରି କରାଯାଇଛି ଯାହା ସୁପରହିଟ ହୋଇଥିଲା। ତାଙ୍କ ଅଧିନାୟକତ୍ୱରେ ଭାରତ ବିଶ୍ୱକପ ଜିତିଥିଲା।…

ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶ୍ନ ଶୁଣି ବିରାଟ କୋହଲି ଦେଇଥିଲେ ଏମିତି ଉତ୍ତର

ଆଜିକାଲି ବିଭିନ୍ନ ସେଲିବ୍ରିଟି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ନୂଆ ଏବଂ ପୁରୁଣା ସ୍ମୃତିକୁ ଉଜାଗର କରିବା ପାଇଁ ବଲିଉଡ୍‌ ସେଲିବ୍ରିଟିମାନେ ନିଜର ଫଟୋ କିମ୍ବା ଭିଡିସ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ନିକଟରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପା ଏବଂ…

କ୍ରୋଏସିଆରେ ବିଏ ପରୀକ୍ଷା ଦେବେ ଶୁଟର ଭାକର

ନୂଆଦିଲ୍ଲୀ, ୧୭ା୫ (ପି.ଟି.): ଭାରତର ଷ୍ଟାର ଶୁଟର ମନୁ ଭାକର କ୍ରୋଏସିଆ ରାଜଧାନୀ ଜାଗ୍ରେବସ୍ଥିତ ଏକ ହୋଟେଲ ରୁମ୍‌ରେ ତାଙ୍କ ବିଏ ପରୀକ୍ଷା ଦେବେ। ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁଥିବା ଭାରତୀୟ ଶୁଟିଂ ଟିମ୍‌ ସହ ଭାକର କ୍ରୋଏସିଆ ଗସ୍ତ କରିଛନ୍ତି।…

ରିୟଲ ମାଡ୍ରିଡ୍‌ ଛାଡ଼ିବେ ଜିଡାନ

ମାଡ୍ରିଡ୍‌,୧୭।୫: ଫ୍ରାନ୍ସ କିମ୍ବଦନ୍ତୀ ଫୁଟ୍‌ବଲର ଜିନେଡାଇ ଜିଡାନ ରିୟଲ ମାଡ୍ରିଡ୍‌ କ୍ଲବର କୋଚ୍‌ ପଦ ଛାଡିବେ ବୋଲି ସୂଚନା ଦେଇଛନ୍ତି। ଚଳିତ ସେସନ ଶେଷ ଆଡକୁ ସେ ଲା ଲିଗା କ୍ଲବର କୋଚ୍‌ ପଦ ପରିତ୍ୟାଗ କରିବେ ବୋଲି ନିଜ ଖେଳାଳିମାନଙ୍କୁ…

ହାଇଜମ୍ପର ତେଜସ୍ବିନ୍‌ ଶଙ୍କରଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୭।୫(ପି.ଟି.): ଭାରତୀୟ ହାଇଜମ୍ପର ତେଜସ୍ବିନ୍‌ ଶଙ୍କର ଏକ ବିଶ୍ୱସ୍ତରୀୟ ସଫଳତା ଅର୍ଜନ କରିଛନ୍ତି। ସେ ଆମେରିକାର ମାନହଟନଠାରେ ଚାଲିଥିବା ବିଗ୍‌ ୧୨ ଆଉଟ୍‌ଡୋର ଟ୍ରାକ୍‌ ଆଣ୍ଡ ଫିଲ୍ଡ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କାନ୍‌ସାସ ଷ୍ଟେଟ୍‌ ୟୁନିଭିର୍ସିଟି ତରଫରୁ ପ୍ରତିନିଧିତ୍ୱ…

ଇଟାଲିଆନ ଓପନ୍‌: ସ୍ବିଟେକ ଚାମ୍ପିୟନ

ରୋମ,୧୭।୫: ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟରେ ପୋଲାଣ୍ଡର ଇଗା ସ୍ବିଟେକ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ଫ୍ରେଞ୍ଚ ଓପନ୍‌ ଚାମ୍ପିୟନ ସ୍ବିଟେକ ୨୦୧୯ ରୋମ ଚାମ୍ପିୟନ ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭାଙ୍କୁ ସିଧାସଳଖ ୬-୦, ୬-୦…

ଏହି କାରଣରୁ ଅନେକ ରାତି ଶୋଇପାରି ନ ଥିଲେ ମାଷ୍ଟରବ୍ଲାଷ୍ଟର: ଏବେ କଲେ ଖୁଲାସା

କ୍ରିକେଟର୍‌ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକ ଅବସର ନେଇସାରିଥିଲେ ମଧ୍ୟ ତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। ୨୪ ବର୍ଷର କ୍ରିକେଟ୍‌ କ୍ୟାରିୟରର ପ୍ରାରମ୍ଭିକ ଦିନରେ ଚାପରେ ବିତାଇଥିଲେ ବୋଲି ସଚିନ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି। ସଚିନ ତେନ୍ଦୁଲକର…

କ୍ରିକେଟ ଜୀବନର ଶ୍ରେଷ୍ଠ ଦିନ ବାଛିଲେ ସଚିନ

ନୂଆଦିଲ୍ଲୀ,୧୬।୫ : କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ରବିବାର ୨୦୧୧ ବିଶ୍ୱକପ୍‌ ବିଜୟୀକୁ କ୍ରିକେଟ କ୍ୟାରିୟରର ଶ୍ରେଷ୍ଠ ଦିନ ଭାବେ ଅଭିହିତ କରିଛନ୍ତି। କାରଣ ବିଶ୍ୱକପ୍‌ ସହ ପୂରା ହୋଇଥିଲା ତାଙ୍କ ଦୀର୍ଘ ଦିନର ସ୍ବପ୍ନ। ଫାଇନାଲରେ ଶ୍ରୀଲଙ୍କାକୁ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?