ଖେଳ

ପାକିସ୍ତାନ ଦଳରେ ରାଜନୀତି ଯୋଗୁ କ୍ରିକେଟ ଛାଡ଼ିବାକୁ ଚିନ୍ତା କରିଥିଲେ ଆଫ୍ରିଦୀ

ଇସଲାମାବାଦ,୧୬।୫: ପାକିସ୍ତାନ ଦଳରେ ଆନ୍ତଃ ରାଜନୀତି ଯୋଗୁ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ୨୦୦୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ସନ୍ନ୍ୟାସ ନେବାକୁ ଚିନ୍ତା କରିଥିଲେ। ପାକିସ୍ତାନର ଅନ୍ୟତମ ଲୋକପ୍ରିୟ ଖେଳାଳିଙ୍କ ଏଭଳି ମନ୍ତବ୍ୟ ଜାତୀୟ ଦଳ ଓ ପିସିବିରେ ଝଡ଼ ସୃଷ୍ଟି…

ଆଇପିଏଲ ପୂର୍ବରୁ ଟିକା ନେବାକୁ ମନା କରିଥିଲେ ଖେଳାଳି

ମୁମ୍ବାଇ,୧୬।୫: କୋଭିଡ୍‌-୧୯ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୨୦୨୧ ସିଜନ ସ୍ଥଗିତ ହେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ତ୍ରୁଟି ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ଦେଶର ଅଗ୍ରଣୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଟୁର୍ନାମେଣ୍ଟ…

ବହୁବାର ଚାମ୍ପିୟନକୁ ହରାଇଲା ଅଣ୍ଡରଡଗ୍‌ ଲେସିଷ୍ଟର ସିଟି

ପୋର୍ତ୍ତୋ,୧୬।୫: ପ୍ରିମିୟର ଲିଗ୍‌ର ଅଣ୍ଡରଡଗ୍‌ ଦଳ ଲେସିଷ୍ଟର ସିଟି ୧୩୭ ବର୍ଷରେ ପ୍ରଥମ ଥର ପାଇଁ ହାତେଇଛି ସମ୍ମାନଜନକ ଏଫ୍‌ଏ କପ୍‌। ତାହା ପୁଣି ୮ ଥର ଚାମ୍ପିୟନ ତଥା ଗତଥର ରନର୍ସଅପ୍‌ ଚେଲସିକୁ ହରାଇ। ମ୍ୟାଚ୍‌ ପୂର୍ବରୁ କେହି ଏଭଳି…

କମ୍‌ ବୟସରେ ପ୍ରେମରେ ପଡିଥିଲେ ଏହି କ୍ରିକେଟର୍‌: ଏବେ ଗର୍ଲପ୍ରେଣ୍ଡଙ୍କ ସହ କରୁଛନ୍ତି ମସ୍ତି

କରୋନା ଯୋଗୁ ଆଇପିଏଲ୍‌ ସ୍ଥଗିତ ହେବା ପରେ ଏବେ କ୍ରିକେଟର୍‌ମାନେ ନିଜ ନିଜ ଘରକୁ ଫେରିଛନ୍ତି। କିଛି କ୍ରିକେଟର୍‌ ଗୋଆରେ ଛଟି କାଟୁଛନ୍ତି। ପୃଥ୍ବୀ ଶ’ଙ୍କ ପରେ ଏବେ ରାହୁଲ ଚହର ନିଜ ପ୍ରେମିକାଙ୍କୁ ଧରି ଛୁଟି କାଟୁଛନ୍ତି। ରାହୁଲ ପ୍ରେମିକାଙ୍କ…

ପିଲାଦିନର ବନ୍ଧୁ ହେଉଛନ୍ତି କୋହଲି-ଧୋନୀଙ୍କ ସ୍ତ୍ରୀ; ଗୋଟିଏ ସ୍କୁଲରେ ପଢ଼ିଛନ୍ତି ପାଠ…

ବମ୍ବେ: ମହେନ୍ଦ୍ର ସିଂହ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀଙ୍କ ପିଲାଦିନର ସାଙ୍ଗ ହେଉଛନ୍ତି ଅନୁଷ୍କା ଶର୍ମା। ଉଭୟ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ସୋସିଆଲ ମିଡିଆରେ ଏବେ ଉଭୟଙ୍କ ପୁରୁଣା ଫଟୋ ଘୁରିବୁଲୁଛି। ଫଳରେ ଅନୁଷ୍କା ସାକ୍ଷୀଙ୍କ ସହ ଏକ…

୫୧ ହଜାର କରୋନା ସଂକ୍ରମିତଙ୍କୁ ମାଗଣାରେ ଖାଦ୍ୟ ପହଞ୍ଚାଇଲେଣି ଏହି ବିସ୍ଫୋରକ କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୫: ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଅନେକ ସେଲିବ୍ରିଟି। ଏଥିରେ ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଅଛନ୍ତି। ତାଙ୍କ ସଂଗଠନ ଙ୍‌ଏହି କଷ୍ଟଦାୟକ ସମୟରେ ଲୋକଙ୍କୁ ସାହାଯ୍ୟ କରୁଛି। ସେହ୍ବାଗ ଫାଉଣ୍ଡେସନ…

କରୋନା ସହ ଲଢ଼ୁଛନ୍ତି ଚହଲଙ୍କ ମା’ବାପା; ଭାବବିହ୍ବଳ ପୋଷ୍ଟ ଲେଖି…

ନୂଆଦିଲ୍ଲୀ,୧୬।୫: କରୋନାରେ ସଂକ୍ରମିତ ହୋଇଛନ୍ତି କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ମା’ବାପା। ଅବସ୍ଥା ଗୁରୁତର ଥିବାରୁ ଚହଲଙ୍କ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘରେ ତାଙ୍କ ମା’ଙ୍କ ଚିକିତ୍ସା ଜାରି ରହିଛି। ଏସବୁକୁ ନେଇ ଭାଙ୍ଗି ପଡ଼ିଛନ୍ତି ଚହଲ। ମା’ବାପାଙ୍କ ସହ…

କ’ଣ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି ଋତୁରାଜ? ସିଏସ୍‌କେ ବ୍ୟାଟ୍ସମ୍ୟାନ୍‌ ଦେଲେ କିଛି ଏଭଳି…

ନୂଆଦିଲ୍ଲୀ,୧୬।୫: କ୍ରିକେଟର-ଅଭିନେତ୍ରୀଙ୍କ ମଧ୍ୟରେ ପ୍ରେମସମ୍ପର୍କକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ। ସେଥିରୁ କିଛି ବିବାହ ପର୍ଯ୍ୟନ୍ତ ଯାଇଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼ିଛି। ଏବେ ସେଭଳି ଜଣେ କ୍ରିକେଟର ଚର୍ଚ୍ଚାରେ ଅଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ବ୍ୟାଟ୍ସମ୍ୟାନ୍‌ ଋତୁରାଜ…

ଇଂଲଣ୍ଡର ଆଇପିଏଲ୍‌ ଖେଳାଳି ଟେଷ୍ଟ ଦଳରୁ ବାଦ୍‌ ପଡ଼ିପାରନ୍ତି

ଲଣ୍ଡନ,୧୬।୫ (ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡ ଘରୋଇ ପରିବେଶରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିବ। ତେବେ ଟେଷ୍ଟ ଦଳରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିଥିବା ଇଂଲଣ୍ଡ ଖେଳାଳିଙ୍କୁ ସାମିଲ କରାଯାଇ ନ ପାରେ ବୋଲି ଏକ ରିପୋର୍ଟରୁ…

ଜୁନିୟର ଚୟନକର୍ତ୍ତା ହେବାକୁ ସୁରିନ୍ଦରଙ୍କ ଆବେଦନ

ନୂଆଦିଲ୍ଲୀ,୧୬।୫(ପି.ଟି.): ଭାରତୀୟ ଜୁନିୟର କ୍ରିକେଟ ଦଳର ଚୟନକର୍ତ୍ତା ହେବାକୁ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସୁରିନ୍ଦର ଅମରନାଥ ଆବେଦନ କରିଛନ୍ତି। ୫ଟି ପଦ ପାଇଁ ଗତମାସ ଶେଷ ତାରିଖ ରହିଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଖୁବ୍‌ଶୀଘ୍ର ଚୟନ…

ମୋତେ ବଦନାମ କରିବାକୁ ଅଭିଯାନ ଚାଲିଛି: ରମଣ

ନୂଆଦିଲ୍ଲୀ,୧୬।୫(ପି.ଟି.): ଭାରତୀୟ ମହିଳା ସିନିୟର ଦଳର କୋଚ୍‌ ପଦରୁ ବହିଷ୍କୃତ ହେବା ପରେ ଡବ୍ଲ୍ୟୁ.ଭି. ରମଣ ଏବେ ମୁହଁ ଖୋଲିଛନ୍ତି। ମୋତେ ବଦନାମ କରିବାକୁ ଅଭିଯାନ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଷଡ଼ଯନ୍ତ୍ର ତଥା ଅଭିଯାନକୁ ରୋକିବା ପାଇଁ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ଭାରତର ମୁକାବିଲା ପାଇଁ କନ୍‌ଓ୍ବେଙ୍କ ସ୍ବତନ୍ତ୍ର ରଣନୀତି

ଅକଲାଣ୍ଡ,୧୬।୫(ପି.ଟି.): ଜୁନ୍‌ ୧୮ରୁ ୨୨ ତାରିଖ ମଧ୍ୟରେ ସାଉଥାମ୍ପଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଖେଳାଯିବ। ଏହି ହାଇପ୍ରୋଫାଇଲ ଟାଇଟଲ ମୁକାବିଲା ପାଇଁ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେଭନ କନ୍‌ଓ୍ବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?