Posted inଖେଳ

ଟୋକିଓ ଯାତ୍ରାରେ ପ୍ରଥମ ବ୍ୟାଚ୍‌ର ଆଥଲେଟ

ନୂଆଦିଲ୍ଲୀ,୧୮।୭: ଭାରତୀୟ ଅଲିମ୍ପିକ ଆଥଲେଟିକ ଦଳର ପ୍ରଥମ ବ୍ୟାଚ୍‌ ଟୋକିଓ ଯାତ୍ରା କରିଛି। ଶନିବାର ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଥଲେଟଙ୍କ ଏହି ଦଳ ପ୍ରସ୍ଥାନ କରିଛି। ଏଥିପାଇଁ ବିମାନବନ୍ଦରରେ ଖେଳାଳିଙ୍କୁ ବିଦାୟ ଦେବା ସହ ଶୁଭେଚ୍ଛା ପ୍ରଦାନ କରିବାକୁ ବହୁ ଲୋକ ଉପସ୍ଥିତ ଥିଲେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏହି ଅବସରରେ ଉପସ୍ଥିତ ଥିଲେ। ଆଥଲେଟମାନଙ୍କ ସମ୍ମାନରେ ରେଡ୍‌ କାର୍ପେଟ ବିଛା ଯାଇଥିଲା।
୮ଟି କ୍ରୀଡ଼ା ଆର୍ଚେରୀ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ହକି, ଜୁଡୋ, ଜିମ୍ନାଷ୍ଟିକ୍ସ, ସୁଇମିଂ ଓ ଓ୍ବେଟଲିଫ୍ଟିଙ୍ଗର ଖେଳାଳିମାନେ ଟୋକିଓ ପ୍ରସ୍ତାନ କରିଛନ୍ତି। ଏହି ୮୮ ଜଣିଆ ଦଳରେ ୫୪ ଜଣ ଆଥଲେଟ ଓ ସପୋର୍ଟ ଷ୍ଟାଫ୍‌ ସାମିଲ ରହିଛନ୍ତି। ଏହି ବିଦାୟୀ ସମାରୋହରେ ଠାକୁରଙ୍କ ସମେତ କେନ୍ଦ୍ର କ୍ରୀଡ଼ା ରାଜ୍ୟମନ୍ତ୍ରୀ ନୀତୀଶ ପ୍ରମାଣିକ, ସାଇ ସାଧାରଣ ସମ୍ପାଦକ ସନ୍ଦୀପ ପ୍ରଧାନ ଓ ଭାରତୀୟ ଅଲିମ୍ପି ଆସୋସିଏଶନ (ଆଇଓଏ) ଅଧ୍ୟକ୍ଷ ନରିନ୍ଦର ବାତ୍ରାଙ୍କ ସମେତ ଅନ୍ୟ ଅଧିକାରୀମାସେ ଓ ସାଇ ସାଧରଣ ସମ୍ପାଦକ ରାଜୀବ ଭାଟିଆ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ବାୟୋ-ବବଲ୍‌ରେ କରୋନାର ଏଣ୍ଟ୍ରି

ମୁମ୍ବାଇ,୧୫।୪: ଆଇପିଏଲ୍‌ ବାୟୋବବଲ୍‌ରେ କରୋନାର ଏଣ୍ଟ୍ରି। ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ଫିଜିଓ ପାଟ୍ରିକ ଫାରହାର୍ଟ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। ଏନେଇ ଆଇପିଏଲ୍‌ ପକ୍ଷରୁ ପକାଶିତ...

ସାକ୍ଷୀ, ଭିନେଶଙ୍କୁ ବ୍ରୋଞ୍ଜ ପଦକ

ଜିଆନ୍‌ (ଚାଇନା), ୨୬ା୪ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳାମାନେ ବିନା ସ୍ବର୍ଣ୍ଣରେ ସେମାନଙ୍କ ଅଭିଯାନ ଶେଷ କରିଛନ୍ତି। ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ...

ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ବାତିଲ

ଧର୍ମଶାଳା, ୧୫ା୯ (ପି.ଟି.)-ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ...

ଜେରିଙ୍କ ଚୁକ୍ତିର ନବୀକରଣ କଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ର ଭୁବନେଶ୍ୱରଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ମିଜୋରାମ ଓ୍ବିଙ୍ଗର ଜେରି ମାଓ୍ବିମିଙ୍ଗଥଙ୍ଗାଙ୍କ ସହ ଚୁକ୍ତିର ନବୀକରଣ କରିଛି। ୨୪ ବର୍ଷୀୟ...

ନୂଆ ଭାରତର ପ୍ରତିନିଧିତ୍ୱ କରୁଛି: କୋହଲି

ଆଡିଲେଡ୍‌,୧୭।୧୨(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଗ୍ରେଗ୍‌ ଚାପେଲଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଚାପେଲ କୋହଲିଙ୍କୁ ‘ଅଣ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟ...

ଦିବାରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ପର୍ଥ,୧୫।୧୨(ଏଏଫ୍‌ପି)- ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ତା’ର ସ୍ଥିତି ଆହୁରି ମଜଭୁତ୍‌ କରିଛି। ଟସ୍‌...

କ୍ରୀଡ଼ା ଜଗତ ପାଇଁ କଠିନ ସମୟ

ଶୁଭମ୍‌ ଷଡ଼ଙ୍ଗୀ। ଓଡ଼ିଶା ଏଫସି ଏବଂ ଭାରତୀୟ ଫୁଟବଲ ପାଇଁ ଏବେ ଏକ ପରିଚିତ ନାମ। ଇଣ୍ଡିଆନ ସୁପର ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଏହି...

୮ ବର୍ଷ ପରେ ପଡିଆକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଥିରୁଭାନନ୍ତପୁରମ୍‌,୧।୧: ପ୍ରାୟ ୮ ବର୍ଷର ଦୀର୍ଘ ବ୍ୟବଧାନ ପରେ ଭାରତୀୟ କ୍ରିକେଟର୍‌ ଏସ୍‌ ଶ୍ରୀସନ୍ତ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଘରୋଇ ସିରିଜ...

Advertisement
Archives

Model This Week