Posted inଖେଳ

ଆରସିବି ଦଳରେ ୩ ନୂଆ ଖେଳାଳି

ନୂଆଦିଲ୍ଲୀ,୨୧।୮ : ଆସନ୍ତା ମାସରେ ୟୁଏଇରେ ହେବାକୁ ଥିବା ଆଇପିଏଲ ସିଜନର ଅବଶିଷ୍ଟ ମ୍ୟାଚ୍‌ ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ସହ ୩ ନୂଆ ଖେଳାଳି କଣ୍ଟ୍ରାକ୍ଟ କରିଛନ୍ତି। ଶ୍ରୀଲଙ୍କାର ଲେଗ୍‌ ସ୍ପିନର ଓ୍ବାନିନ୍ଦୁ ହାସାରଙ୍ଗା, ପେସର ଦୁଶମନ୍ଥା ଚମିରା ଓ ସିଙ୍ଗାପୁରର ବ୍ୟାଟ୍ସମ୍ୟାନ ଟିମ୍‌ ଡେଭିଡ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ଏମାନଙ୍କୁ ଅଷ୍ଟ୍ରେଲିଆନ ସ୍ପିନର ଆଡମ ଜାମ୍ପା, ଡାନିଏଲ ସାମ୍ସ ଓ ନ୍ୟୁଜିଲାଣ୍ଡର ଫିନ ଆଲେନ ଏବଂ ସ୍କଟ କୁଗଲେଜିନଙ୍କ ବଦଳରେ ଆରସିବିରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଈଶ୍ୱର ବିନ୍ଧାଣୀଙ୍କ ଘରେ ୧୭ ଘଣ୍ଟା ଧରି ଚଢ଼ାଉ କରୁଥିଲା ଇଡି, ଆସିଲା ବଡ଼ ଟ୍ବିଷ୍ଟ୍‌; ଘରୁ ମିଳିଲା….

ଉଦଳା,୫।୧୧(ସନ୍ତୋଷ କୁାର ବାଛିନି): ବେଆଇନ ଆର୍ଥିକ କାରବାର ଓ ୧୨୨ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ୧୭ ଘଣ୍ଟା ଧରି ଚଢ଼ାଉ…

ବରିଷ୍ଠ ଅଧିକାରୀଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି…

ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟ ସମୟରେ ଗଞ୍ଜାମ ଜିଲାବାସୀଙ୍କୁ ବିପଦରୁ ଉଦ୍ଧାର, ଥଇଥାନ ଓ ରିଲିଫ ଯୋଗାଣ ପାଇଁ ପ୍ରଶାସନିକ ଅଧିକାରୀ ଓ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା, ଏବେ ମିଳିବ ଏତେ ଟଙ୍କା ଏରିୟର

ନୂଆଦିଲ୍ଲୀ, ୫।୧୧: ପାର୍ବଣ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜ କର୍ମଚାରୀ ଓ ପେନସନଭୋଗୀଙ୍କ ଉପରେ ଉପହାର ବର୍ଷା ଜାରି ରହିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁ ଓ…

ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତକୁ ଝଟ୍‌କା! ଦଳରୁ ବାଦ୍‌ ପଡିଲେ ଷ୍ଟାର୍‌ ଖେଳାଳି, ପ୍ଲେଇଂ-୧୧ କିଏ ସ୍ଥାନ ପାଇଲେ ଦେଖନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଯାଇଛି। ଉଭୟ ଦେଶ ମଧ୍ୟରେ ମୋଟ ୫ଟି ମ୍ୟାଚ ଖେଳାଯିବ। ପ୍ରଥମ ମୁକାବିଲାରେ ଟିମ…

ଯୋଗାଣ ବିଭାଗର ଚଢ଼ାଉ: ଯାତ୍ରୀବାହୀ ବସ୍‌ରୁ ଜବତ ହେଲା ଗ୍ୟାସ ଭର୍ତ୍ତି ସିଲିଣ୍ଡର

ବସ୍ତା,୫ା୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଗାନ୍ଧୀ ଛକଠାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି। ଏହି ଚଢ଼ାଉରେ ବାଲିଆପାଳରୁ…

ଜନ୍ମଦିନରେ ବିରାଟ କୋହଲିଙ୍କ ବଡ଼ ଖୁଲାସା, କହିଲେ ନିଜର ସବୁଠୁ ପ୍ରିୟ ODI…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ୍‌ର ରନ୍‌ ମେସିନ୍‌ ବିରାଟ କୋହଲି ନିଜର ୩୮ତମ ଜନ୍ମଦିନ ଅବସରରେ ନିଜର ସବୁଠୁ ପ୍ରିୟ ଦିନିକିଆ ଇନିଂସ୍‌ ବିଷୟରେ ଖୁଲାସା କରିଛନ୍ତି ।…

କୋହଲି କ୍ରିକେଟର୍‌ ରୋନାଲ୍ଡୋ… କୋହଲିଙ୍କୁ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ, ଜାଣନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟର ରନ ମେସିନ ତଥା ‘କିଙ୍ଗ କୋହଲି’ ବିରାଟ କୋହଲିଙ୍କ ଆଜି ଜନ୍ମଦିନ। ନଭେମ୍ବର ୫ରେ ତାଙ୍କୁ ନେଇ କ୍ରିକେଟ ଜଗତରେ ଉତ୍ସାହ ଦେଖିବାକୁ…

ଏମିତି ରେକର୍ଡ ହାସଲ କଲେ ବିରାଟ କୋହଲି: ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ଅତୁଟ!

ନୂଆଦିଲ୍ଲୀ,୫।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ରେକର୍ଡ। ଦିନିକିଆ କ୍ରିକେଟ୍‌ରେ ତୃତୀୟ ସ୍ଥାନରେ ବ୍ୟାଟିଂ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?