ନାଗାଲଙ୍କ ବଡ଼ ବିଜୟ
ବୁଏନ୍ସଏୟାର୍ସ, ୫ା୩ (ପି.ଟି.)- ଭାରତର ସୁମିତ ନାଗାଲ ତାଙ୍କ ଏଟିପି କ୍ୟାରିୟରରେ ସବୁଠାରୁ ବଡ଼ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ସିଡ୍ ତଥା ଚିଲିର କ୍ରିଷ୍ଟିଆନ ଗାରିନଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ସେ ଏଠାରେ ଚାଲିଥିବା ଆର୍ଜେଣ୍ଟିନା...
ଆମେରିକାରେ ଟ୍ରେନିଂ ନେବେ ରାଓ୍ବତ
ନୂଆଦିଲ୍ଲୀ, ୫ା୩ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକାରେ ୩ ମାସ ଟ୍ରେନିଂ ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ ସନ୍ତରଣକାରୀ କୁଶାଗ୍ରା ରାଓ୍ବତ। ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ(ସାଇ) ମିଶନ ଅଲିମ୍ପିକ ସେଲ୍ ଦ୍ୱାରା ଏହା ଅନୁମୋଦନ ଲାଭ କରିଛି। ରାଓ୍ବତ ହେଉଛନ୍ତି...
ପୁଣି ଥରେ ସ୍ଥଗିତ ହେଲା ପିଏସ୍ଏଲ
କରାଚୀ,୪।୩ : ଚଳିତ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ)କୁ ଗୁରୁବାର ବାତିଲ କରିଦିଆଯାଇଛି। ୩ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏହି ଟି୨୦ ଇଭେଣ୍ଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଚଳିତ...
ପୁଣି ଚାଲିଲା ଅଶ୍ୱିନ-ଅକ୍ଷରଙ୍କ ଯାଦୁ : ୨୦୫ରେ ଅଲଆଉଟ୍ ହେଲା ଇଂଲଣ୍ଡ
ଅହମ୍ମଦାବାଦ,୪।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଭଳି ଚତୁର୍ଥ ମ୍ୟାଚ୍ରେ ମଧ୍ୟ ଭାରତୀୟ ଦଳର ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟଲଙ୍କ ଯୋଡ଼ିର ଯାଦୁ ଦେଖିବାକୁ ମିଳିଛି। ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା...
ଚେନ୍ନାଇରେ ଧୋନୀ; ଆରମ୍ଭ ହେବ ସିଏସ୍କେର ଟ୍ରେନିଂ କ୍ୟାମ୍ପ
ଚେନ୍ନାଇ,୪।୩ : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ରାତିରେ ତାମିଲନାଡୁର ରାଜଧାନୀରେ ପହଞ୍ଚିଛନ୍ତି। ଆଗାମୀ ଆଇପିଏଲ ଲାଗି ଧୋନୀଙ୍କ ଦଳ ଆସନ୍ତା ୯ ତାରିଖରୁ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିପାରେ। ସେ ଏଠାରେ...
ଅନ୍ତିମ ଟେଷ୍ଟରେ କୋହଲି-ଷ୍ଟୋକ୍ସଙ୍କ ମଧ୍ୟରେ ଜୋରଦାର୍ କଥା କଟାକଟି: ଅମ୍ପାୟାରଙ୍କ ଯୋଗୁ ଟଳିଲା…
ଅହମ୍ମଦାବାଦ,୪।୩: ଭାରତୀୟ ଟିମ୍ ଗୁରୁବାର ଖେଳାଯାଉଥିବା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଛି। ଅକ୍ଷର ପଟେଲ ଦୁଇ ଓପନର୍ଙ୍କୁ ଆଉଟ୍ କରିବା ପରେ ସିରାଜ୍ ଜୋ ରୁଟ୍ଙ୍କ ଉଇକେଟ ନେଇଥିଲେ। ଏସବୁ ଭିତରେ ଖେଳାଳିଙ୍କ ମଧ୍ୟରେ କଥା...
ଭାରତ-ପାକିସ୍ତାନର ସ୍ମରଣୀୟ ମ୍ୟାଚ୍: ସିଡନୀ ପଡ଼ିଆରେ କଙ୍ଗାରୁ ଭଳି ଡେଇଁଥିଲେ ପାକ୍ ଖେଳାଳି, କାରଣ ଜାଣିଲେ…
ନୂଆଦିଲ୍ଲୀ,୪।୩: ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ବେଶ୍ ରୋମାଞ୍ଚକର ହୋଇଥାଏ। ଏଥିରେ ଅନେକ ସ୍ମରଣୀୟ ଘଟଣା ଘଟିଥାଏ। ସେଭଳି ଗୋଟିଏ ଥିଲା ୧୯୯୨ ମାର୍ଚ୍ଚ ୪ରେ ଖେଳାଯାଇଥିବା କ୍ରିକେଟ ବିଶ୍ୱକପ୍ର ମୁକାବିଲା। ସିଡନୀ ମଇଦାନରେ ଖେଳାଯାଇଥିଲା ଏହି ମ୍ୟାଚ୍। ଏକ...
ଭାରତୀୟ ବଂଶୋଦ୍ଭବ ଭାବିସ୍ତ୍ରୀଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହେଲେ ମାକ୍ସଓ୍ବେଲ୍, ଭାଇରାଲ ହେଉଛି…
ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର ଅଭିଜ୍ଞ ଅଲ୍ରାଉଣ୍ଡର ଗ୍ଲେନ୍ ମାକ୍ସଓ୍ବେଲ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ସେ ନିଜ ଭାବିସ୍ତ୍ରୀଙ୍କ ସହ ଫଟୋ ଶେୟାର କରିଥିଲେ। ଏହା ଏବେ ଭାଇରାଲ ହେବାରେ ଲାଗିଛି। ପଡ଼ିଆ ବାହାରେ...
ଏହି ଉପଲବ୍ଧି ହାସଲ କରିବାରେ ଧୋନୀଙ୍କ ସମକକ୍ଷ ହେଲେ କୋହଲି, ପ୍ରତିକ୍ରିୟାରେ କହିଲେ…
ଅହମ୍ମଦାବାଦ,୪।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ନୂଆ ଉପଲବ୍ଧି ହାସଲ କରିଛନ୍ତି। ସବୁଠାରୁ ଅଧିକ ଥର ଟେଷ୍ଟ ମ୍ୟାଚ୍ରେ ଭାରତର ନେତୃତ୍ୱ ନେବା ମାମଲାରେ ସେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ...
୬ ବଲ୍ରେ ୬ ଛକା: ଯୁବରାଜଙ୍କ ପରେ ଉପଲବ୍ଧି ହାସଲ କଲେ ଏହି ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୪।୩: ନୂଆ ରେକର୍ଡ କରିଛନ୍ତି ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ କିରୋନ ପୋଲାର୍ଡ। ଓ୍ବେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ରେ ସେ ଲଗାତାର ୬ ଛକା ମାରିଛନ୍ତି। ତାଙ୍କ ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହଙ୍କ ନାମରେ ଏହି ରେକର୍ଡ ଥିଲା। ୨୦୦୭...
ଓଡ଼ିଶା ଓମେନ୍ସ ଲିଗ୍ ଫୁଟ୍ବଲ: ଯଶୋଦାଙ୍କ ଡବଲ୍ ଗୋଲ, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ
ଭୁବନେଶ୍ୱର,୪।୩(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍ (ଓଡବ୍ଲ୍ୟୁଏଲ୍) ଫୁଟ୍ବଲରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ରାଇଜିଂ ଷ୍ଟୁଡେଣ୍ଟ ୩-୨ ଗୋଲରେ ସ୍ପୋର୍ଟ୍ସ ହଷ୍ଟେଲକୁ ପରାସ୍ତ...
ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍: ଦ୍ୱିତୀୟ ସ୍ଥାନରେ ରାହୁଲ ସ୍ଥିର, କୋହଲିଙ୍କ ଉନ୍ନତି
ଦୁବାଇ,୪।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଦ୍ୱିତୀୟ ସ୍ଥାନ ବଜାୟ ରଖିଥିବା ବେଳେ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ବୁଧବାର ପ୍ରକାଶିତ...
Archives


