ୟୁରୋକପ୍: ଇଟାଲୀ- ସ୍ପେନ୍ ସେମି ଫାଇଟ୍
ଲଣ୍ଡନ,୭।୭: ୟୁରୋକପ୍ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଦୁଇ ଫୁଟବଲ ପାଓ୍ବାର ହାଉସ୍ ଇଟାଲୀ ଓ ସ୍ପେନ ମୁହାଁମୁହିଁ ହେବେ। ବୁଧବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଆୟୋଜନ ହେବାକୁ ଥିବା ୟୁରୋକପ୍ ଫୁଟବଲ ଟୁର୍ନାମେଣ୍ଟର ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି।…
କୋପା ଆମେରିକା: ଆର୍ଜେଣ୍ଟିନା- କଲମ୍ବିଆ ସେମିଫାଇନାଲ ଆଜି
ବ୍ରାସିଲିଆ,୭।୭: ସ୍ଥାନୀୟ ମାନେ ଗାରିଞ୍ଚା ଷ୍ଟାଡିୟମରେ କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଓ କଲମ୍ବିଆ ପରସ୍ପରକୁ ଭେଟିବେ। ଆର୍ଜେଣ୍ଟିନା ସୁପରଷ୍ଟାର ମେସିଙ୍କ ଉପରେ ଓ କଲମ୍ବିଆ ଗୋଲକିପର ଡେଭିଡ ଓସ୍ପିନାଙ୍କ ଉପରେ ଅତ୍ୟଧିକ ଭାବେ…
କୋପା ଆମେରିକା ଫୁଟ୍ବଲ: ଫାଇନାଲରେ ବ୍ରାଜିଲ
ରିଓ ଡି ଜେନିରୋ,୭।୭: କୋପା ଆମେରିକା ଟୁର୍ନାମେଣ୍ଟରେ ଦକ୍ଷିଣ ଆମେରିକା ଫୁଟବଲ ପାଓ୍ବାର ହାଉସ୍ ବ୍ରାଜିଲ ପୁଣି ଥରେ ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ବ୍ରାଜିଲ ୧-୦ ଗୋଲରେ ପେରୁକୁ ପରାସ୍ତ କରି ଫାଇନାଲ…
ଧୋନୀଙ୍କ ପ୍ରଥମ ରୋଜଗାର ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ବଡ କ୍ରିକେଟର ହେବା ତାଙ୍କ ଖୁବ୍ ସଂଘର୍ଷ କରିବାକୁ ପଡିଥିଲା। ମହେନ୍ଦ୍ର ସିଂ ଧୋନୀ ଆରମ୍ଭରୁ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ କରି…
ଧୋନୀ @ ୪୦
ନୂଆଦିଲ୍ଲୀ,୭।୭- ଭାରତୀୟ କ୍ରିକେଟକୁ ସବୁ ଫର୍ମାଟରେ ନଂ୧ରେ ପହଞ୍ଚାଇଥିବା ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ୪୦ ବର୍ଷରେ ପାଦ ଦେଇଛନ୍ତି। ୨୦୦୭ ଆଇସିସି ଦିନିକିଆ ବିଶ୍ୱକପ୍ ବିଫଳତାକୁ ଭୁଲି ତାଙ୍କ ନେତୃତ୍ୱରେ ପ୍ରଥମ ଟି୨୦ ବିଶ୍ୱକପ୍ରେ ଇତିହାସ ରଚିଥିଲା…
ରଶିଦଙ୍କୁ ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୬।୭: ଷ୍ଟାର ଲେଗ୍ ସ୍ପିନର ରଶିଦ ଖାଁଙ୍କୁ ମଙ୍ଗଳବାର ଆଫଗାନିସ୍ତାନ ଟି୨୦ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ୟୁଏଇରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି…
ସିଏସ୍କେରେ ଧୋନୀଙ୍କ ଭବିଷ୍ୟତ ଉପରେ ମତ ରଖିଲେ ପ୍ରାକ୍ତନ ଅଷ୍ଟ୍ରେଲିଆନ ଖେଳାଳି
ଚେନ୍ନାଇ,୬।୭: ୨୦୦୮ରେ ଚେନ୍ନାଇ ସୁପର କଙ୍ଗ୍ସ (ସିଏସ୍କେ) ସହ ଯୋଡ଼ି ହୋଇଥିଲେ ମହେନ୍ଦ୍ର ସିଂ ଧୋନୀ। ତା’ ପରଠୁ ସବୁ ଇତିହାସ ପାଲଟି ଯାଇଛି। ଧୋନୀଙ୍କ ନେତୃତ୍ୱରେ ସିଏସ୍କେ ୩ ଥର ଆଇପିଏଲ ଟ୍ରଫି ହାତେଇଥିବାବେଳେ ଦୁଇ ଥର ଜିତିଛି ଚାମ୍ପିୟନ୍ସ…
ଟିମ୍ ଇଣ୍ଡିଆ ପାଇଁ ଭଲ ସଙ୍କେତ
କଲମ୍ବୋ,୬।୭: ଟି୨୦ ବିଶ୍ୱକପ୍ର ସମସ୍ତ ମ୍ୟାଚ୍ରେ ବୋଲିଂ କରିବାକୁ ଧାର୍ଯ୍ୟ କରିଥିବା ଲକ୍ଷ୍ୟର ନିକଟତର ହେଉଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏବେ ଶ୍ରୀଲଙ୍କାରେ ସାଥି ଖେଳାଳିଙ୍କ ସହ ଆଗାମୀ ସୀମିତ ଦିନିକିଆ ଓ ଟି୨୦ ସିରିଜ୍ ପାଇଁ ପ୍ରସ୍ତୁତି…
ଇଂଲଣ୍ଡ ଦଳରେ ୯ ନୂଆ ଚେହେରା
ଲଣ୍ଡନ,୬।୭: ପାକିସ୍ତାନ ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)। ନିୟମିତ ଦଳର ୩ ଖେଳାଳି ଓ ୪ ଷ୍ଟାଫ୍ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସିରିଜ୍ ଆରମ୍ଭ ହେବାର…
ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ ଇଂଲଣ୍ଡର ପୂର୍ବ ଅଧିନାୟକ; କାରଣ ଜାଣିଲେ ହେବେ…
ନୂଆଦିଲ୍ଲୀ,୬।୭: ଇଂଲଣ୍ଡ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍ର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ। ଏହା ପଛରେ ଭିନ୍ନ କାରଣ ଥିଲା। ଷ୍ଟାର ସ୍ପୋଟ୍ସର ଏକ ଶୋ’ରେ ହୁସେନ ସେ ନେଇ ଖୁଲାସା କରିଥିଲେ।…
ଏମ୍ଏସ୍ ଧୋନୀଙ୍କ ଫାର୍ମହାଉସ୍ ଆଗରେ ଫିକା ପଡ଼ିବ କପିଲ-କୋହଲି-ତେନ୍ଦୁଲକରଙ୍କ ବଙ୍ଗଳା: ୭ ଏକର ଜାଗାରେ…
ନୂଆଦିଲ୍ଲୀ,୬।୭: ଦୀର୍ଘ ଦୁଇ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର ସହ ସମୟ ବିତାଇବା ସହ ଆଇପିଏଲ୍ରେ ନଜର ଆସୁଛନ୍ତି। ରାଞ୍ଚିରେ ପରିବାର ସହ ରୁହନ୍ତି…
ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ କିଏ ମାରିବ ବାଜି: ଅଷ୍ଟ୍ରେଲିଆର ପ୍ରସିଦ୍ଧ କ୍ରିକେଟର୍ କଲେ ଭବିଷ୍ୟବାଣୀ
ଭାରତୀୟ ଦଳ ଆସନ୍ତା ମାସରୁ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ପରାଜୟ ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ…

