ଖେଳ

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ କିଏ ମାରିବ ବାଜି: ଅଷ୍ଟ୍ରେଲିଆର ପ୍ରସିଦ୍ଧ କ୍ରିକେଟର୍‌ କଲେ ଭବିଷ୍ୟବାଣୀ

ଭାରତୀୟ ଦଳ ଆସନ୍ତା ମାସରୁ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ପରାଜୟ ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ…

ବିରୁଷ୍କାଙ୍କ ଥ୍ରୋ ବ୍ୟାକ୍‌ ଫଟୋ ଭାଇରାଲ

ମୁମ୍ବାଇ,୬।୭: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ସ୍ବାମୀ ତଥା ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ ନିଜ କାର୍ଯ୍ୟକଳାପକୁ ନେଇ ଦୁହେଁ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ମସ୍ତିମଜାକର ଫଟୋ ଓ ଭିଡିଓ…

ପ୍ରଶଂସକଙ୍କ ୧୩ ବର୍ଷର ସ୍ବପ୍ନ ପୂରଣ କଲେ ଧୋନୀ

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ହ୍ରାସ ପାଇନାହିଁ। ତାଙ୍କ ପ୍ରଶଂସକମାନେ ଧୋନୀଙ୍କୁ ପଡ଼ିଆରେ ଦେଖିବା, ତାଙ୍କୁ ଭେଟିବା ଏବଂ ତାଙ୍କ ସହିତ ସମୟ ବିତାଇବାକୁ ଇଚ୍ଛା କରନ୍ତି।…

ମାଲାମାଲ୍‌ ହେବାକୁ ଯାଉଛି ବିସିସିଆଇ!

ନୂଆଦିଲ୍ଲୀ,୬।୭: ବିସିସିଆଇ ୨୦୨୨ ପାଇଁ ବଡ ପ୍ରସ୍ତୁତି କରୁଛି। ଆସନ୍ତା ସିଜିନରୁ ଦୁଇଟି ନୂତନ ଦଳ ଆଇପିଏଲ୍‌ରେ ଅନ୍ତର୍ଭୂକ୍ତ କରାଯିବ। ଏହାର ଟେଣ୍ଡର ଶୀଘ୍ର ବାହାରିବାକୁ ଯାଉଛି। କିନ୍ତୁ ଦଳ ବଢିବା ସହିତ ଟୁର୍ନାମେଣ୍ଟର ଫର୍ମାଟ ପରିବର୍ତ୍ତନ ହେବ। କରୋନା ଯୋଗୁ…

ଇତିହାସ ରଚିଲେ ଏହି ବୋଲର୍‌

ଇଂଲଣ୍ଡର କିମ୍ବଦନ୍ତୀ ପେସର୍‌ ଜେମ୍ସ ଆଣ୍ଡରସନ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୧୦୦୦ ଉଇକେଟ ନେଇ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଲାନକାର୍ଶି ଖେଳିବାବେଳେ କେଣ୍ଟ ବିପକ୍ଷ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ। ଚଳିତ ମାସ ଶେଷରେ ତାଙ୍କର ୩୯ତମ…

ଆଜିର ଦିନରେ କ୍ରିକେଟ ପଡ଼ିଆରେ ଇତିହାସ ରଚିଥିଲେ ରୋହିତ ଶର୍ମା

ଭେଟେରାନ ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ୬ ଜୁଲାଇ ତାରିଖ ଅତ୍ୟନ୍ତ ସ୍ବତନ୍ତ୍ର। ଦୁଇ ବର୍ଷ ପୂର୍ବେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ୱକପରେ ରୋହିତ ଏହି ଦିନ ଇତିହାସ ସୃଷ୍ଟି କରିଥିଲେ। ଆଇସିସି ବିଶ୍ୱକପ ୨୦୧୯ରେ…

ଡୋପିଂ ମାମଲାରେ ଲାଇସେଙ୍କୋ ବାସନ୍ଦ

ମୋନାକୋ, ୬ା୭ (ଏପି)- କ୍ରୀଡ଼ାର ସର୍ବୋଚ୍ଚ ନ୍ୟାୟାଳୟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ର ରୁଲିଂ ସୋମବାର ପ୍ରକାଶ ପାଇଛି। ତଦନୁସାରେ ରୁଷିଆ ହାଇଜମ୍ପର ଡାନିଲ ଲାଇସେଙ୍କୋ ୬ ବର୍ଷ ବାସନ୍ଦ ହୋଇଛନ୍ତି। ଆଣ୍ଟି ଡୋପିଂ ସଂସ୍ଥାକୁ ସମୟକୁ ସମୟ…

ଖେଳରନ୍ନ ପାଇଁ ପ୍ରମୋଦଙ୍କ ନାମ ସୁପାରିସ

ଭୁବନେଶ୍ୱର, ୬।୭(କ୍ରୀଡ଼ା ପ୍ରତିନିଧି)-ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆଉ ୨ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିସ କରାଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ନାମ ରାଜୀବ ଗାନ୍ଧୀ…

ଶ୍ରୀଲଙ୍କା କ୍ରିକେଟରଙ୍କ ଲାଗି ସମୟ ସୀମା ଜୁଲାଇ ୮

କଲମ୍ବୋ, ୬ା୭ (ପି.ଟି.)- ବିବାଦୀୟ ଜାତୀୟ ଚୁକ୍ତିରେ ତୁରନ୍ତ ସ୍ବାକ୍ଷର କରିବା ଲାଗି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ଏହାର କ୍ରିକେଟରମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ସମୟସୀମା ଜୁଲାଇ ୮ ରଖାଯାଇଛି। ଯେଉଁମାନେ ଏହାର ଖିଲାପ କରିବେ, ଜୁଲାଇ ୧୩ରୁ ଭାରତ ବିପକ୍ଷରେ…

ଅଷ୍ଟ୍ରେଲିଆ ପଠାଇବ ୪୭୨ ଆଥଲେଟ୍‌

ସିଡ୍‌ନୀ, ୬ା୭ (ଏପି)-ଟୋକିଓ ଅଲିମ୍ପିକ୍ସକୁ ଅଷ୍ଟ୍ରେଲିଆ ୪୭୨ ଆଥଲେଟ୍‌ ପଠାଇବ। ୨୦୦୪ ଏଥେନ୍ସ ଗେମ୍ସ ପରେ କୌଣସି ଅଲିମ୍ପିକ୍ସ ପାଇଁ ଅଷ୍ଟ୍ରେଲିଆର ଏହା ଦ୍ୱିତୀୟ ବୃହତ୍ତମ ଦଳ। ଏହି ଦଳରେ ୨୫୪ ମହିଳା ଓ ୨୧୮ ପୁରୁଷ ଆଥଲେଟ୍‌ ରହିଛନ୍ତି। ଏଥେନ୍ସକୁ…

ମେରିକମ୍‌, ମନପ୍ରୀତ୍‌ ସିଂ ଭାରତର ପତାକା ବାହକ ହେବେ

ନୂଆଦିଲ୍ଲୀ, ୬ା୭ (ପି.ଟି.)-ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବରେ ବକ୍ସର ଏମ୍‌. ସି. ମେରିକମ୍‌ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍‌ ସିଂ ଭାରତର ପତାକା ବାହକ ହେବେ। ଅଗଷ୍ଟ ୮ ଉଦ୍‌ଯାପନୀ ଉତ୍ସବରେ ଭାରତର ଅନ୍ୟତମ ବଡ଼ ଆଶା ରେସ୍‌ଲର…

ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବେ ସୁମିତ

ନୂଆଦିଲ୍ଲୀ, ୬ା୭ (ପି.ଟି.)- ଡୋପ୍‌ ଟେଷ୍ଟରେ ବିଫଳ ପାଇଁ ହୋଇଥିବା ୨ ବର୍ଷ ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଭାରତୀୟ ରେସ୍‌ଲର ସୁମିତ ମଲିକ। ସେ ଦଣ୍ଡର ଅବଧିକୁ ହ୍ରାସ କରିବା ଲାଗି ଚାହୁଛନ୍ତି, ଯାହାଫଳରେ ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?