ଖେଳ

ଘରୋଇ କ୍ରିକେଟ ସେସନ ଆରମ୍ଭ ପାଇଁ ଓସିଏର ପ୍ରସ୍ତୁତି

ଭୁବନେଶ୍ୱର,୮।୭: ଘରୋଇ କ୍ରିକେଟ ସେସନ ଆରମ୍ଭ କରିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ପ୍ରସ୍ତୁତି ଓ ଯୋଜନା ଚୂଡାନ୍ତ କରିବା ପରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ମଧ୍ୟ ଏ ନେଇ ଅଣ୍ଟା ଭିଡିଛି। ଘରୋଇ କ୍ରିକେଟ…

କାହିଁକି ଲର୍ଡସରେ ଶର୍ଟ ଖୋଲିଦେଇଥିଲେ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତଥା ବିସିସିଆଇ ଅଧ୍ୟକ୍ଷ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ମସିହା ଜୁଲାଇ ୮ରେ କୋଲକତାରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ କ୍ରିକେଟକୁ ନୂଆ ଦିଶା ଦେଇଥିବା ଗାଙ୍ଗୁଲି ବ୍ୟାଟିଂ ଜରିଆରେ…

ଗର୍ଲଫ୍ରେଣ୍ଡଙ୍କୁ ଘରୁ ଉଠାଇ ନେଇ ବିବାହ କରିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଗାଙ୍ଗୁଲି ହେଉଛି ଭାରତୀୟ କ୍ରିକେଟ ପରିବର୍ତ୍ତନର ବଡ ଚେହେରା। ଆଜି ଯେଉଁଠି ଟିମ ଇଣ୍ଡିଆ ି ଛିଡା ହୋଇଛି, ଗାଙ୍ଗୁଲି ଅଧିନାୟକ ଥିବାବେଳେ ଏହାର…

ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ: ଜୋକୋଭିଚ୍‌, ଶାପୋଭାଲୋଭ ସେମିରେ

ଲଣ୍ଡନ, ୮।୭- ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ କାନାଡ଼ାର ଡେନିସ ଶାପୋଭାଲୋଭ ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଜୋକୋଭିଚ୍‌ ୬-୩, ୬-୪, ୬-୪ ସେଟ୍‌ରେ ମାର୍ଟନ ଫୁକ୍‌ସୋଭିକ୍ସଙ୍କୁ ପରାସ୍ତ…

୨୭୮ ବଲ୍‌ ୩୭ ରନ୍‌ର ଇନିଂସ ଖେଳିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ତଥାପି ଦୁନିଆ କରୁଛି ସଲାମ୍‌

କିମ୍ବଦନ୍ତୀ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ହାସିମ ଆମଲା ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ସବୁଠାରୁ ଧୀମା ଇନିଂସ ଖେଳିଥିଲେ। ତାଙ୍କ ଇନିଂସ ଯୋଗୁଁ ସରେ କାଉଣ୍ଟି ଚାମ୍ପିଅନସିପରେ ହାମ୍ପସାୟର୍‌ ବିପକ୍ଷରେ ମ୍ୟାଚ ଡ୍ର କରିଥିଲେ। ଦି ରୋଜ ବୋଲ୍‌ ଗ୍ରାଉଣ୍ଡରେ ଦିନସାରା…

ରାଜ୍ୟପାଳଙ୍କଠାରୁ ଆଶୀର୍ବାଦ ନେଲେ ଦୂତୀ

ଭୁବନେଶ୍ୱର, ୮।୭(କ୍ରୀଡ଼ା ପ୍ରତିନିଧି)- ଟୋକିଓ ଅଲିମ୍ପିକ୍ସର ୧୦୦ ଓ ୨୦୦ ମିଟର ରେସ୍‌ରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିବା ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦ ବୁଧବାର ପୂର୍ବାହ୍ନରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ତାଙ୍କ ବାସଭବନରେ ଭେଟି ଆଶୀର୍ବାଦ ନେଇଛନ୍ତି। ରାଜ୍ୟପାଳ…

ହକି କିମ୍ବଦନ୍ତୀ କେଶବ ଦତ୍ତଙ୍କ ପରଲୋକ

ନୂଆଦିଲ୍ଲୀ, ୮।୭(ପି.ଟି.)- ଦୁଇଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ହକି କିମ୍ବଦନ୍ତୀ କେଶବ ଦତ୍ତଙ୍କର ବୁଧବାର ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁ ବରଣ କରିଥିବା କେଶବଙ୍କୁ ୯୫ ବର୍ଷ ହୋଇଥିଲା। ତାଙ୍କ ସ୍ତ୍ରୀ, ୨ ପୁଅ…

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ- ଆର୍ଜେଣ୍ଟିନା ଫାଇନାଲ

ବ୍ରାସିଲିଆ,୮।୭: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଦକ୍ଷିଣ ଆମେରିକାର ଦୁଇ ଫୁଟବଲ ପାଓ୍ବାର ହାଉସ୍‌ ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନେମାରଙ୍କ ବ୍ରାଜିଲ ଓ ଲିଇନେଲ ମେସିଙ୍କ ଆର୍ଜେଣ୍ଟିନା ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ।…

ଆମେରିକା ଅଲିମ୍ପିକ୍ସ ଟିମ୍‌ରୁ ରିଚାର୍ଡସନ ବାଦ୍‌

ଓ୍ବାଶିଂଟନ,୮।୭(ଏପି): ବାସନ୍ଦ ହୋଇଥିବା ତାରକା ଧାବିକା ଶା’କେରୀ ରିଚାର୍ଡଶନ ଆମେରିକା ଟ୍ରାକ୍‌ ଆଣ୍ଡ ଫିଲ୍ଡ ଅଲିମ୍ପିକ ଟିମ୍‌ରୁ ବାଦ୍‌ ପଡିଛନ୍ତି। ଫଳରେ ସେ ଟୋକିଓ ଅଲିମ୍ପିକ୍ସରେ ଆମେରିକା ରିଲେ ଦଳରୁ ପ୍ରତିନିଧିତ୍ୱ ନ କରିବା ସ୍ପଷ୍ଟ ହୋଇଛି। ସେ ମଧ୍ୟ ୧୦୦…

ୟୁରୋକପ୍‌ ଫାଇନାଲରେ ଇଟାଲୀ: ପେନାଲ୍ଟିରେ ହାରିଲା ସ୍ପେନ୍‌

ଲଣ୍ଡନ,୮।୭: ଇଟାଲୀ ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମୁକାବିଲାରେ ଇଟାଲୀ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ସ୍ପେନ୍‌କୁ ୪-୨ ବ୍ୟବଧାନରେ ହରାଇ ଫାଇନାଲ ଟିକେଟ ହାସଲ କରିଛି। ଏବେ ରବିବାର…

୭ ମ୍ୟାଚ୍‌ରୁ ୭୩୭ ରନ୍‌ କରିଥିବା କ୍ରିକେଟର୍‌ଙ୍କୁ ନିଜ ଦଳରୁ ବାଦ୍‌ ଦେଲେ ଲକ୍ଷ୍ମଣ

ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି। ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେଉଛି। ଏହାପୂର୍ବରୁ ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଏକଦିବସୀୟ ସିରିଜ ପାଇଁ ନିଜ ସମ୍ଭାବ୍ୟ ଏକାଦଶ ଘୋଷଣା କରିଛନ୍ତି। ଅନେକ…

ମୁଁ ଭାଗ୍ୟବାନ; କାହିଁକି ଏମିତି କହିଲେ ଭୁବନେଶ୍ୱର

କଲମ୍ବୋ,୭।୭: ଭାରତୀୟ ଦଳର ଦ୍ରୁତ ବୋଲର ତଥା ଶ୍ରୀଲଙ୍କାର ଗସ୍ତ ପାଇଁ ଦଳର ଉପ-ଅଧିନାୟକ ନିଯୁକ୍ତ ହୋଇଛନ୍ତି ଭୁବନେଶ୍ୱର କୁମାର। ଏହି ସିରିଜ ସମୟରେ ତାଙ୍କର ଭୂମିକା ଅନ୍ୟ ଖେଳାଳୀଙ୍କୁ ସେମାନଙ୍କର ଦକ୍ଷତା ଏବଂ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?