Posted inଖେଳ

୧୨୫ରେ ଅଟକିଲା ପଞ୍ଜାବ

ଶାରଜା,୨୫।୯: ଶାରଜାରେ ଶନିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌ ଅଧିନାୟକ କେନ ଓ୍ବିଲିୟମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଧିନାୟକ ଲୋକେଶ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୨୫ ରନ୍‌ କରିଛି। ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଓପନିଂ ଯୋଡି ପ୍ରଭାବୀ ସାବ୍ୟସ୍ତ ହୋଇପାରି ନ ଥିଲା। ରାହୁଲ ୨୧ ରନ୍‌ କରି ଆଉଟ ହୋଇଥିଲେ। ଏହାର କିଛି ସମୟ ପରେ ମୟଙ୍କ ୫ରନ୍‌ କରି ଆଉଟ ହୋଇଯାଇଥିଲେ। ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦଳର ମିଡିଲ ଅର୍ଡର ମଧ୍ୟ ଖାସ କିଛି କରିପାରି ନ ଥିଲେ।

ସନରାଇଜର୍ସ ହାଇଦ୍ରାବାଦ୍‌ ଜସନ ହୋଲ୍ଡର୍‌ ୩ ଉଇକେଟ ନେଇଥିବା ବେଳେ ସନ୍ଦୀପ ଶର୍ମା, ଭୁବନେଶ୍ୱର କୁମାର, ରସିଦ ଖାନ, ଅବଦୁଲ ସମଦ୍‌ ପ୍ରମୁଖ ଗୋଟିଏ ଲେଖାଁଏ ଉଇକେଟ ନେବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟି୨୦: ଜାଣନ୍ତୁ କେବେ-କେଉଁଠି ଦେଖିବେ ମ୍ୟାଚ୍‌…

ବେଙ୍ଗାଲୁରୁ,୩।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲା ରବିବାର ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଦଳ ପୂର୍ବରୁ ୩-୧ରେ ସିରିଜ ଉପରେ...

୨ କ୍ରିକେଟର ଟିମରୁ ବାହାର, ସୌରଭ ଗାଙ୍ଗୁଲିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ…

କୋଲକାତା,୩।୧୨ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟିମ ଇଣ୍ଡିଆକୁ ଏଠାରେ କ୍ରିକେଟର ତିନୋଟି ଫର୍ମାଟରେ ଅଂଶଗ୍ରହଣ କରିବାକୁ ପଡିବ।...

ଡିସେମ୍ବର ୯ରେ ହେବ ୧୬୫ ଖେଳାଳିଙ୍କ ଭାଗ୍ୟପରୀକ୍ଷା

ନୂଆଦିଲ୍ଲୀ,୨।୧୨: ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ଆୟୋଜିତ ହେବ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)। ଏହାକୁ ନେଇ ଡିସେମ୍ବର ୯ରେ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ୧୬୫...

ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ କାହିଁକି ଏକପାଖିଆ ହାରିଗଲା? ରାହୁଲ ଦ୍ରାବିଡ ଏବଂ ରୋହିତଙ୍କୁ ରିପୋର୍ଟ ମାଗିଲା ବିସିସିଆଇ

ଭୁବନେଶ୍ୱର,୨।୧୨: ବିଶ୍ୱକପ ୨୦୨୩ ଫାଇନାଲର ୧୧ ଦିନ ପରେ, ବିସିସିଆଇ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସହ...

ପ୍ରଥମ ଭାଇ ଭଉଣୀ ଯୋଡ଼ି ଭାବରେ ଗ୍ରାଣ୍ଡମାଷ୍ଟର ହାସଲ କଲେ ପ୍ରଜ୍ଞାନନନ୍ଦ ଏବଂ ବୈଶାଳୀ

ନୂଆଦିଲ୍ଲୀ, ୨।୧୨: ମହିଳା ଚେସ ତାରକା ବୈଶାଳୀ ରମେସବାବୁ ତୃତୀୟ ଭାରତୀୟ ମହିଳା ଭାବେ ଗ୍ରାଣ୍ଡମାଷ୍ଟର ହାସଲ କରିଛନ୍ତି। ଶୁକ୍ରବାର ଦିନ ସ୍ପେନର ଚତୁର୍ଥ ଏଲ୍...

ହ୍ବାଇଟ ବଲ ସିରିଜରୁ ବାହାର ହେଲେ ବିଶ୍ୱକପ ହିରୋ ଶାମି, କାରଣ…

କୋଲକାତା,୨।୧୨ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅନେକ ଭାରତୀୟ ଖେଳାଳି ଆଗାମୀ ଯାତ୍ରା ପାଇଁ ବ୍ଲୁ ଟିମ କୁ...

ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଜିତିବାରେ ଟିମ ଇଣ୍ଡିଆ ଏକ ନମ୍ବର, ପାକିସ୍ତାନକୁ ପକାଇଲା ପଛରେ

ନୂଆଦିଲ୍ଲୀ,୨।୧୨: ଭାରତୀୟ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଚତୁର୍ଥ ଟି -୨୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଏହି ସିରିଜ ଜିତିଛି ଏବଂ ଟି -୨୦...

ଆଶ୍ଚର୍ଯ୍ୟଜନକ ଦୃଶ୍ୟ: ଟ୍ରକରେ ନିଜ ଜିନିଷ ନିଜେ ଲୋଡ କଲେ ପାକିସ୍ତାନ ଖେଳାଳି

କାନବେରା,୨।୧୨: ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ କ୍ରିକେଟ ଦଳକୁ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ପ୍ରଥମ ଟେଷ୍ଟ ୧୪ଡିସେମ୍ବରରୁ ଖେଳାଯିବ। ଏହାପୂର୍ବରୁ ୬ଡିସେମ୍ବରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri