ଖେଳ

ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ: ପି.ଟି. ଉଷା, ରାନ୍ଧଓ୍ବା ଚୟନ କମିଟି ମୁଖ୍ୟ

ନୂଆଦିଲ୍ଲୀ, ୨୫।୩(ପି.ଟି.)-  ସ୍ପ୍ରିଣ୍ଟ କୁଇନ୍‌ ପି.ଟି. ଉଷା ଏବଂ ହର୍ଡଲ୍ସ ଗ୍ରେଟ୍‌ ଗୁରବଚନ ସିଂ ରାନ୍ଧଓ୍ବା ଯଥାକ୍ରମେ ଜୁନିୟର ଏବଂ ସିନିୟର ଚୟନ କମିଟି ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ବୁଧବାର ଉଭୟ ଖେଳାଳିଙ୍କୁ...

ମୁମ୍ବାଇରେ ଏକାଠି ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି

ମୁମ୍ବାଇ, ୨୫।୩(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କ୍ୱାରାଣ୍ଟାଇନ୍‌ ଔପଚାରିକତା ପୂରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିମାନେ ମଙ୍ଗଳବାର ମୁମ୍ବାଇରେ ଏକାଠି ହୋଇଛନ୍ତି। ଖେଳାଳିମାନେ ଅତିକମ୍‌ରେ ୭ ଦିନ...

ଆଇସିସି ଟି୨୦: କୋହଲି, ରୋହିତଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି

ଦୁବାଇ, ୨୫।୩(ପି.ଟି.)- ବୁଧବାର ପ୍ରକାଶିତ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ଉନ୍ନତି ହୋଇଛି। କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ୪ର୍ଥରେ ପହଞ୍ଚତ୍ଥିବାବେଳେ ରୋହିତ ୩ ସ୍ଥାନ...

ଭାରତୀୟ ଦଳକୁ ବଡ଼ ଝଟ୍‌କା: ସିରିଜରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ପୁଣେ,୨୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରୁ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କୁ ବାଦ ଦିଆଯାଇଛି। ପୁଣେରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚ ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ତାଙ୍କ...

ଆଇପିଏଲ୍‌-୧୪: ଚେନ୍ନାଇର ନୂଆ ଜର୍ସି ଉନ୍ମୋଚିତ

ଚେନ୍ନାଇ,୨୫।୩(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ପାଇଁ ୩ଥର ଟାଇଟଲ ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତା’ର ନୂଆ ଜର୍ସି ଉନ୍ମୋଚନ କରିଛି। ଦେଶର ସେନାବାହିନୀକୁ ଉତ୍ସର୍ଗ କରି ନୂଆ ରୂପରେ ବୁଧବାର ଏହି ଜର୍ସି...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ଚିଙ୍କି, ତୋମାରଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୫।୩(ପି.ଟି.): ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଭାରତୀୟ ମହିଳା ଶୁଟରମାନେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛନ୍ତି। ୨୫ ମି. ପିସ୍ତଲ ଇଭେଣ୍ଟରେ ଭାରତୀୟ ମହିଳା ଶୁଟରମାନେ ସବୁ ପଦକ ହାସଲ କରି କ୍ଲିନ୍‌ ସୁଇପ୍‌ କରିଛନ୍ତି। ଚିଙ୍କି ଯାଦବ ସ୍ବର୍ଣ୍ଣ ପଦକ...

ବ୍ଲାଟରଙ୍କୁ ଦ୍ୱିତୀୟଥର ବାସନ୍ଦ କଲା ଫିଫା

ଜୁରିକ,୨୫।୩(ଏପି): ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଦ୍ୱିତୀୟଥର ପାଇଁ ପୂର୍ବତନ ଅଧ୍ୟକ୍ଷ ସେପ୍ପ ବ୍ଲାଟରଙ୍କୁ ବାସନ୍ଦ କରିଛି। ୮୫ ବର୍ଷୀୟ ବ୍ଲାଟରଙ୍କ ପ୍ରଥମ ବାସନ୍ଦର ଅବଧି ଶେଷ ହେବାର ୭ ମାସ ପୂର୍ବରୁ ବୁଧବାର ଫିଫା ପୁଣି...

ଜଣେ କ୍ରିକେଟର ଆହତ ହେବାରୁ ବଦଳି ଯାଇଥିଲା ପ୍ରସିଦ୍ଧଙ୍କ ଭାଗ୍ୟ

ଅହମଦାବାଦ,୨୪।୩: କର୍ନାଟକର ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ବପ୍ନ ଶେଷରେ ପୂରଣ ହୋଇଛି। ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ର୍‌ଥମ ଏକଦିବସୀୟରେ କ୍ରିଷ୍ଣାଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଡେବ୍ୟୁ ମ୍ୟାଚ୍‌ରେ ସେ ୮.୧ ଓଭର ବୋଲିଂ...

୯ ବର୍ଷ ପରେ କ୍ରିକେଟ୍‌ ପଡ଼ିଆରେ ଘଟିଲା ଏମିତି ସଂଯୋଗ

ଅହମଦାବାଦ,୨୪।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏକଦିବସୀୟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦୁଇ ଭାଇଙ୍କ ଏକାଠି ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆର ପାଣ୍ଡ୍ୟା ଭାଇ (ହାର୍ଦ୍ଦିକ ଏବଂ କ୍ରୁନାଲ) ଏବଂ ଇଂଲଣ୍ଡର କରଣ ଭାଇ (ସାମ...

ସିଏସ୍‌କେର ନୂଆ ଜର୍ସିରେ ଭାରତୀୟ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି

ଚେନ୍ନାଇ,୨୪।୩ : ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ଫ୍ରାଞ୍ଚାଇଜର ନୂଆ ଜର୍ସି ଉନ୍ମୋଚନ କରିଛନ୍ତି। ସିଏସ୍‌କେ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଥିବା ଭିଡିଓରେ ପୂର୍ବତନ ଭାରତୀୟ ଅଧିନାୟକ...

ଟି୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୨୪।୩: ଟି୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ମାନ୍ୟତାରେ ଆସିଛି ଉନ୍ନତି। ଇଂଲଣ୍ଡ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚ୍‌ରେ କୋହଲି ୫୨ ବଲରେ ଖେଳିଥିଲେ...

ଦିଲ୍ଲୀ କ୍ୟାପିଟାଲ୍ସ ପରେ ଆର୍‌ସିବିକୁ ଝଟ୍‌କା: ଉଦ୍‌ଘାଟନୀ ମ୍ୟାଚ୍‌ରେ ଖେଳିବେ ନାହିଁ ଏହି କ୍ରିକେଟର

ନୂଆଦିଲ୍ଲୀ,୨୪।୩: ଦିଲ୍ଲୀ କ୍ୟାପିଟାଲ୍ସ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଲାଗିଛି ଝଟକା। ସ୍ପିନର ଆଡାମ ଜମ୍ପା ଆଇପିଏଲ୍‌ ୨୦୨୧ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସାମିଲ ହୋଇପାରିବେ ନାହିଁ। ଏହି ଫ୍ରାଞ୍ଚାଇଜ୍‌ ପକ୍ଷରୁ ଟୁଇଟ୍‌ରରେ ଏକ ପୋଷ୍ଟ କରାଯାଇ ଏନେଇ ସୂଚନା ଦିଆଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri