ଖେଳ

ହଠାତ୍‌ ଅବସର ଘୋଷଣା କରି ଚମକାଇଲେ ବିରାଟ କୋହଲିଙ୍କ ଏହି ପ୍ରମୁଖ ବୋଲର୍‌; ଖେଳିନାହାନ୍ତି ଗୋଟିଏ ବି ଟେଷ୍ଟ

କଲମ୍ବୋ, ୩୧।୭: ଶ୍ରୀଲଙ୍କାର ପ୍ରମୁଖ ଅଲରାଉଣ୍ଡର ଇସୁରୁ ଉଦାନା ଶନିବାର ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି କ୍ରିକେଟଜଗତକୁ ଚକିତ କରିଦେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଟୁଇଟ୍‌ କରାଯାଇଥିବାରୁ ଏହା ସ୍ପଷ୍ଟ ହୋଇଛି। ଉଦାନା ଦଳ ପକ୍ଷରୁ ୨୭ଟି ଦିନିକିଆ…

ସେମିରେ ହାରିବା ପରେ ବ୍ରୋଞ୍ଜ ପାଇଁ ଲଢିବେ ସିନ୍ଧୁ

ଟୋକିଓ,୩୧।୭: ଟୋକିଓ ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଭାରତ ପାଇଁ ଆସିଛି ନିରାଶ ଖବର। ଶନିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଛନ୍ତି ପିଭି ସିନ୍ଧୁ। ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ…

ଭାରତ ବିପକ୍ଷ ସିରିଜ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା; ଅନିଶ୍ଚିତକାଳ ପାଇଁ କ୍ରିକେଟରୁ ବିରତି ନେଲେ…

ନୂଆଦିଲ୍ଲୀ,୩୧।୭: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ଠିକ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଇଂଲଣ୍ଡ ଟିମ୍‌ର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିରତି ନେଉଥିବା ଘୋଷଣା କରିଛନ୍ତି। ମାନସିକ ସ୍ବାସ୍ଥ୍ୟ…

ଏହି ୩ ଖେଳାଳିଙ୍କ ବିନା ଶ୍ରୀଲଙ୍କାରୁ ଫେରିଲା ଭାରତୀୟ କ୍ରିକେଟ ଟିମ୍‌; ୨ ଜଣ ଯିବେ ଇଂଲଣ୍ଡ

ନୂଆଦିଲ୍ଲୀ,୩୧।୭: ଶ୍ରୀଲଙ୍କା ଗସ୍ତରୁ ଫେରିଛି ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଟିମ୍‌। ହେଲେ କରୋନା ସଂକ୍ରମିତ ହୋଇଥିବା କୃଷ୍ଣପା ଗୌତମ, ୟୁଜବେନ୍ଦ୍ର ଚହଲ ଏବଂ କ୍ରୁନାଲ ପାଣ୍ଡ୍ୟା ନ ଆସି ଶ୍ରୀଲଙ୍କାରେ ଅଛନ୍ତି। ନିୟମ ଅନୁଯାୟୀ ସେମାନଙ୍କୁ ସାତ ଦିନ…

ରବି ଶାସ୍ତ୍ରୀ-ବିରାଟ କୋହଲିଙ୍କୁ ଏହି କ୍ଷେତ୍ରରେ ସର୍ବାଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି: ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ,୩୧।୭: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଦଳକୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଷ୍ଟାର ସ୍ପୋଟ୍ସର ଶୋ’ ଗେମ୍‌ ପ୍ଲାନ ସହ କଥାବାର୍ତ୍ତାରେ ଲକ୍ଷ୍ମଣ କହିଛନ୍ତି, ଭାରତୀୟ ଦଳର ମାନସିକତା ସମ୍ପୂର୍ଣ୍ଣ ଭାବେ…

ସିମୋନ ବାଇଲ୍ସଙ୍କ ନିଷ୍ପତ୍ତିକୁ ପ୍ରାୟୋଜକଙ୍କ ପ୍ରଶଂସା

ଓ୍ବାଶିଂଟନ,୩୧ା୭(ଏପି)-ମାନସିକ ସ୍ବାସ୍ଥ୍ୟ କାରଣରୁ ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ସ ଟିମ୍‌ ଇଭେଣ୍ଟରୁ ଓହରିଯିବା ଲାଗି ଆମେରିକାର ଷ୍ଟାର ଜିମ୍ନାଷ୍ଟ ସିମୋନ ବାଇଲ୍ସ ନେଇଥିବା ନିଷ୍ପତ୍ତିକୁ ଆଥ୍‌ଲେଟା ଓ ଭିସା ସମେତ ତାଙ୍କ ପ୍ରାୟୋଜକଗଣ ପ୍ରଶଂସା କରିଛନ୍ତି। ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗରେ ପ୍ରାୟୋଜକମାନଙ୍କ ପ୍ରଶଂସା…

୧୦୦ ମିଟରରୁ ଦୂତୀଙ୍କ ଅଭିଯାନ ଶେଷ

ଭୁବନେଶ୍ୱର, ୩୧।୭(କ୍ରୀଡ଼ା ପ୍ରତିନିଧି)- ଟୋକିଓରେ ଚାଲିଥିବା ଅଲିମ୍ପିକ୍ସର ମହିଳା ୧୦୦ ମିଟର ହିଟ୍‌ରୁ ଓଡ଼ିଶାର ଦୂତୀ ଚାନ୍ଦଙ୍କ ଅଭିଯାନ ଶେଷ ହୋଇଛି। ଏହି ଇଭେଣ୍ଟରେ ଭାରତକୁ ଏକମାତ୍ର ପ୍ରତିନିଧିତ୍ୱ କରିଥିବା ଦୂତୀ ହିଟ୍‌-୫ରେ ନୈରାଶ୍ୟଜନକ ଭାବେ ୭ମ ସ୍ଥାନରେ ରହିଥିଲେ। ତାଙ୍କ…

ମନୁଙ୍କ ପିସ୍ତଲରେ ତ୍ରୁଟି :ମୋରିନିର ନିଃସର୍ତ୍ତମୂଳକ କ୍ଷମା ପ୍ରାର୍ଥନା

ନୂଆଦିଲ୍ଲୀ, ୩୧ା୭ (ପି.ଟି.): ଭାରତୀୟ ଶୁଟିଂ ଟିମ୍‌ର କଥାରେ ସୁଇଜରଲାଣ୍ଡର ଏକ ବନ୍ଧୁକ ତିଆରି କରୁଥିବା କମ୍ପାନୀ ମୋରିନି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆକୁ ନିଃସର୍ତ୍ତମୂଳକ କ୍ଷମାପ୍ରାର୍ଥନା କରିଛି। ଅଲିମ୍ପିକ୍ସ ୧୦ମିଟର ମହିଳା ଏୟାର ପିସ୍ତଲ କ୍ୱାଲିଫିକେଶନ ପ୍ରତିଯୋଗିତା ବେଳେ…

କ୍ରୁନାଲ, ଗୋଥାମ ଓ ଚହଲଙ୍କୁ ଛାଡ଼ି ଶ୍ରୀଲଙ୍କାରୁ ଫେରିଲା ଭାରତୀୟ ଦଳ

କଲମ୍ବୋ, ୩୧ା୭ (ପି.ଟି.)- ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ ସୀମିତ ଓଭର ଦଳ ଶୁକ୍ରବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚତ୍ଛି। କୋଭିଡ୍‌ ଟେଷ୍ଟରେ ପଜିଟିଭ ଯୋଗୁ କ୍ରିଷ୍ଣାପ୍ପା ଗୋଥାମ, ୟୁଜବେନ୍ଦ୍ର ଚହଲ ଓ କ୍ରୁନାଲ ପାଣ୍ଡ୍ୟା ପ୍ରମୁଖ ଆସିନାହାନ୍ତି। ଗୁରୁବାର ଅନୁଷ୍ଠିତ ତୃତୀୟ…

ଜୋକୋଭିଚ୍‌ଙ୍କ ଗୋଲ୍ଡେନ ସ୍ଲାମ ସ୍ବପ୍ନ ଅଧୁରା

ଟୋକିଓ, ୩୧ା୭ (ଏପି)-ଗତଥର ଚାମ୍ପିୟନ ନୋଭାକ ଜୋକୋଭିଚ୍‌ଙ୍କ ଗୋଲ୍ଡେନ ସ୍ଲାମ ସ୍ବପ୍ନ ଅଧୁରା ରହିଯାଇଛି। ପୁଣି ଏହି ସୁଯୋଗ ପାଇଁ ତାଙ୍କୁ ଅତି କମ୍‌ରେ ଆହୁରି ୩ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଶୁକ୍ରବାର ଅନୁଷ୍ଠିତ ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସର ଏକ…

ସନ୍ତରଣରେ ଟାଟଜାନାଙ୍କ ବିଶ୍ୱରେକର୍ଡ

ଟୋକିଓ, ୩୧।୭(ଏପି)- ଦକ୍ଷିଣ ଆଫ୍ରିକାର ଟାଟଜାନା ସ୍କ୍ବେନମାକର ପ୍ରଥମ ସନ୍ତରଣକାରୀଭାବେ ଚଳିତ ଟୋକିଓ ଅଲିମ୍ପିକ୍ସର ସନ୍ତରଣର ବ୍ୟକ୍ତିଗତ ଇଭେଣ୍ଟରେ ବିଶ୍ୱରେକର୍ଡର ଅଧିକାରି ହୋଇଛନ୍ତି। ଏହି ୨୪ ବର୍ଷୀୟା ସନ୍ତରଣକାରୀ ମହିଳା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ ଇଭେଣ୍ଟରେ ୨ ମିନିଟ ୧୮.୯୫ ସେକେଣ୍ଡ…

ଅଲିମ୍ପିକ ତୀରନ୍ଦାଜୀ: ଦୀପିକାଙ୍କ ପଦକ ଆଶା ଧୂଳିସାତ୍‌

ଟୋକିଓ,୩୧।୭: ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀଙ୍କ ଅଲିମ୍ପିକ ପଦକ ହାସଲ ଆଶା ଧୂଳିସାତ ହୋଇଛି। ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ସେ କୋରିଆର ଟପ୍‌ସିଡ୍‌ ଖେଳାଳି ଅନ ସାନଙ୍କଠାରୁ ସିଧାସଳଖ ସେଟ୍‌ରେ ପରାସ୍ତ ହେବା ସହ ଆତ୍ମସମର୍ପଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?