ଲଢିକି ହାରିଗଲେ ଲଭଲିନା: ବ୍ରୋଞ୍ଚ ପଦକରେ ସନ୍ତୁଷ୍ଟ
ଟୋକିଓ,୪।୮: ଆଜି ଟୋକିଓ ଅଲିମ୍ପିକ୍ସର ୧୩ତମ ଦିନ। ମହିଳା ବକ୍ସର ଲଭଲିନା ବୋର୍ଗୋହେନ ତୁର୍କୀର ବିଶ୍ୱ ଚାମ୍ପିଅନ ବୁସେନାଜ ସୁରମେନେଲିଙ୍କ ବିପକ୍ଷରେ ସେମିଫାଇନାଲ ମ୍ୟାଚ ହାରି ଯାଇଛନ୍ତି। ଯଦିଓ ଲଭଲିନା ପଦକ ନିଶ୍ଚିତ କରିସାରିଛନ୍ତି। ସେମିଫାଇନାଲରେ ହାରିବା ସହିତ ତାଙ୍କୁ ବ୍ରୋଞ୍ଜ…
କପିଲଙ୍କ ଶୋ’ ଦେଖିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବିରାଟ କୋହଲି: ଜାଣନ୍ତୁ କାହିଁକି
କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ’କୁ ଅନେକ ସେଲିବ୍ରିଟି ଆସି ସେମାନଙ୍କ ଜୀବନ ସହ ଜଡିତ କାହାଣୀ ବାଣ୍ଟନ୍ତି। ଥରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ କପିଲଙ୍କ ଶୋ’କୁ ଆସିଥିଲେ। ଏଠାରେ କୋହଲି ଏକ ମଜାଦାର କଥା…
ଭାରତ-ଇଂଲଣ୍ଡ ସିରିଜ୍ ପୂର୍ବରୁ ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ
ଲଣ୍ଡନ,୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟ ୪ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେଉଛି। ଏହି ସିରିଜର ପ୍ରଥମ ମ୍ୟାଚ ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଖେଳାଯିବ। କ୍ରିକେଟ ବିଶେଷଜ୍ଞ ତଥା ଭେଟେରାନମାନେ ଏହି ସିରିଜ…
ପ୍ରଶଂସକଙ୍କୁ ନିଜ ଫୋନ ନମ୍ବର ଦେଲେ ବୀରେନ୍ଦ୍ର ସେହ୍ବାଗ: ଆଉ ତା’ପରେ
ନୂଆଦିଲ୍ଲୀ,୪।୮: ଟିମ ଇଣ୍ଡିଆର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହ୍ବାଗ ମଙ୍ଗଳବାର ଏଭଳି ଏକ ଟୁଇଟ୍ କରିଛନ୍ତି ଯାହା ପରେ ସମସ୍ତ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେହ୍ବାଗ କହିଛନ୍ତି ଯେ, ତାଙ୍କ ଫୋନ ସାୱରରେ ପଡି ଯାଇଛି ଏବଂ ଠିକ୍ ନ ହେବା…
ଉଇକେଟ୍ ନେବା ପରେ ବି ମାଡ ଖାଉଥିଲେ ଏହି କ୍ରିକେଟର୍
ଆଜି ଟିମ ଇଣ୍ଡିଆର ଲେଗ ସ୍ପିନର ରାହୁଲ ଚହରଙ୍କ ଜନ୍ମଦିନ। ରାହୁଲ ଚହରଙ୍କୁ ୨୨ ବର୍ଷ ବୟସ ହୋଇଛି। ରାହୁଲ ୨୦୧୯ରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ସେ ଭାରତୀୟ ଦଳ ପାଇଁ ମାତ୍ର ୫ ଟି -୨୦ ଏବଂ…
ଫାଇନାଲ୍ରେ ନୀରଜ: ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଶା ବଢିଲା
ଟୋକିଓ,୪।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ତାରକା ଆଥଲେଟ ନୀରଜ ଚୋପ୍ରା ଏକ ପଦକ ଆଶା ରଖିଛନ୍ତି। ସେ ବୁଧବାର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ନୀରଜ ଚୋପ୍ରା ପ୍ରଥମ ପ୍ରୟାସରେ ୮୬.୬୫ ମିଟର ସହିତ ଯୋଗ୍ୟତା ହାସଲ…
ବାଂଲାଦେଶର ଐତିହାସିକ ବିଜୟ
ଢାକା,୩ା୮: ଅଷ୍ଟ୍ରେଲିଆ ଆଗରେ ଥିଲା ୧୩୨ ରନ୍ର ସାଧାରଣ ବିଜୟଲକ୍ଷ୍ୟ। କିନ୍ତୁ ଭ୍ରମଣକାରୀ ଦଳ ପାଇଁ ଅସୁବିଧା ପାଲଟିଥିଲେ ଘରୋଇ ବାଂଲାଦେଶ ସ୍ପିନରମାନେ। ମାତ୍ର ୧୦୮ ରନ୍ରେ ଅଟକି ଯାଇଥିଲା ଟିମ୍ ଅଷ୍ଟ୍ରେଲିଆ। ଫଳରେ ୨୩ ରନ୍ରେ ପ୍ରଥମ ଟି୨୦କୁ ଜିତି…
ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି ଇଂଲଣ୍ଡର ଏହି ୫ ଖେଳାଳି
ଲଣ୍ଡନ,୪।୮: ଉଭୟ ଭାରତ ଏବଂ ଇଂଲଣ୍ଡ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହୋଇଛନ୍ତି। ସିରିଜର ପ୍ରଥମ ମ୍ୟାଚ ଅଗଷ୍ଟ ୪ରୁ ଖେଳାଯିବ। ନିଜ ମାଟିରେ ଇଂଲଣ୍ଡ ଦଳର ପ୍ରଦର୍ଶନ ସର୍ବଦା ଭଲ ରହିଆସିଛି। ଏପରି ପରିସ୍ଥିତିରେ,…
ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ: ଜାଣନ୍ତୁ କେଉଁଠି, କେମିତି ଦେଖିପାରିବେ ମ୍ୟାଚ୍
ଲଣ୍ଡନ,୪।୮: ଦୀର୍ଘ ଦିନର ଛୁଟି ପରେ ଭାରତୀୟ ଦଳ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ଅଛି। ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଅଗଷ୍ଟ ୪ ଅର୍ଥାତ ଆଜିଠାରୁ ଆରମ୍ଭ ହେବ। ବିରାଟ କୋହଲିଙ୍କ ନେତୃତ୍ୱରେ…
ଦୁଃଖିତ, ହେଲେ କାନ୍ଦିବାକୁ ସମୟ ନାହଁ
ଟୋକିଓ,୩।୮: ଅଲିମ୍ପିକ୍ସ ହକି ସେମିଫାଇନାଲରେ ବେଲଜିୟମଠାରୁ ୫-୨ ଗୋଲରେ ହାରିବା ପରେ ଟିମ୍ ଇଣ୍ଡିଆର ସ୍ବର୍ଣ୍ଣ ପଦକ ହାତେଇବା ସ୍ବପ୍ନ ଭାଙ୍ଗିଯାଇଛି। କିନ୍ତୁ ୮ ଥରର ସ୍ବର୍ଣ୍ଣ ବିଜେତା ଭାରତୀୟ ଦଳର ପଦକ ଆଶା ଏବେ ମଧ୍ୟ ଉଜ୍ଜୀବିତ ରହିଛି। ଗୁରୁବାର…
ଗ୍ରୀନ ପିଚ୍ ପାଇଁ କମ୍ପ୍ଲେନ କରିପାରିବ ନାହିଁ ଟିମ୍ ଇଣ୍ଡିଆ
ଟ୍ରେଣ୍ଟ ବ୍ରିଜ,୩।୮: ପ୍ରାୟ ୬ ମାସ ତଳେ ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଟିମ୍ ଟର୍ନିଂ ପିଚ୍ରେ ଘରୋଇ ସ୍ପିନରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଦେଇଥିଲା। ଭାରତଠାରୁ ୩-୧ରେ ପରାଜୟ ସହ ସ୍ବଦେଶ ଫେରିଥିଲା ଇଂଲଣ୍ଡ। ଏହି ପରାଜୟ ଏବେ ମଧ୍ୟ ଇଂଲଣ୍ଡ…
କୋହଲିଙ୍କ ଅପେକ୍ଷାରେ ବିଶ୍ୱ ରେକର୍ଡ
ଟ୍ରେଣ୍ଟ ବ୍ରିଜ,୩।୮: ଏଠାରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍। ଏହି ମୁକାବିଲାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇପାରନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ସର୍ବାଧିକ…

