ପରିସ୍ଥିତିର ଫାଇଦା ଉଠାଇ ପାରିଲେନି ଭାରତୀୟ ବୋଲର
ଓଭାଲ,୩।୯: ଚଳିତ ଓଭାଲ ଟେଷ୍ଟରେ ପ୍ରମୁଖ ବ୍ୟାଟ୍ସମ୍ୟାନ ବିଫଳ ହେବା ସତ୍ତ୍ୱେ ଇଂଲଣ୍ଡ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଭାରତ ୧୯୧ ରନ୍ କରିଥିବା ବେଳେ ୨୯୦ ରନ୍ରେ ଅଲଆଉଟ୍ ହୋଇଛି ଘରୋଇ ଇଂଲଣ୍ଡ ଦଳ। ଫଳରେ ଇଂଲଣ୍ଡ ପ୍ରଥମ…
ମ୍ୟାଚ୍ ଫିକ୍ସିଂ କରିବାକୁ କୋଚ୍ କହୁଥିଲେ
ନୂଆଦିଲ୍ଲୀ,୩।୯: ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ଶୁକ୍ରବାର ଜାତୀୟ କୋଚ୍ ସୌମ୍ୟଦୀପ ରୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଦୋହାଠାରେ ଆୟୋଜିତ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ତାଙ୍କ ଛାତ୍ର ଠାରୁ ଜାଣିଶୁଣି ହାରି ଯିବାକୁ…
ପାକିସ୍ତାନର ଏହି ଅଲରାଉଣ୍ଡର ଧୋନୀଙ୍କ ବଡ଼ ପ୍ରଶଂସକ; ଘରର କାନ୍ଥରେ ଲଗାଇଛନ୍ତି ଫଟୋ
ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦୁନିଆର କୋଣ ଅନୁକୋଣରେ ଧୋନୀଙ୍କ ପ୍ରଶଂସକ ରହିଛନ୍ତି। ଏହି କ୍ରମରେ ଯୋଡ଼ି ହୋଇଛନ୍ତି ଜଣେ ପାକିସ୍ତାନୀ ଅଲରାଉଣ୍ଡର। ସେ ହେଉଛନ୍ତି ଫହିମ…
ମହାନ ଭାରତୀୟ ପେସରଙ୍କ କ୍ଲବରେ ଉମେଶ
ଲଣ୍ଡନ,୩।୯: ସ୍ଥାନୀୟ କେନ୍ନିଂଟନ ଓଭାଲରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ କ୍ରେଗ ଓଭର୍ଟନଙ୍କୁ ଆଉଟ୍ କରି ଭାରତୀୟ ପେସର ଉମେଶ ଯାଦବ ଟେଷ୍ଟ କ୍ରିକେଟରେ ୧୫୦ ଉଇକେଟ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ…
କ୍ୟାପଟେନ ବଦଳାଇବ ନାହିଁ ଦିଲ୍ଲୀ କ୍ୟାପିଟାଲ
ନୂଆଦିଲ୍ଲୀ,୩।୯: ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍ ପାଇଁ ଶ୍ରେୟାସ ଆୟାର ଉପଲବ୍ଧ ହୋଇଛନ୍ତି। ହେଲେ ରିଷଭ ପନ୍ତ ହିଁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ନେତୃତ୍ୱ ଭାର ସମ୍ଭାଳିବେ। ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଦଳର ପ୍ରତ୍ୟେକ…
ସକାଳୁ ମିଳିଲା ଡବଲ ଉଇକେଟ୍, ତଥାପି ଲଢ଼ୁଛି ଇଂଲଣ୍ଡ
ଲଣ୍ଡନ,୩।୯: ସ୍ଥାନୀୟ କେନ୍ନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୪ର୍ଥ ଟେଷ୍ଟରେ ଦ୍ୱିତୀୟ ଦିନ ଲଞ୍ଚ ସୁଦ୍ଧା ମ୍ୟାଚ୍ ବରାବର ସ୍ଥିତିରେ ରହିଛି। ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୫୩/୩)ରୁ ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ। ସକାଳୁ ସକାଳୁ ଉମେଶ ଯାଦବ…
କେବେ ଚାହୁଁ ନ ଥିବା ରେକର୍ଡ କଲେ ବୁମ୍ରା
ଓଭାଲ,୩।୯: କ୍ରିକେଟ ଦୁନିଆରେ, ଅନେକ ଥର ନ ଚାହିଁ ମଧ୍ୟ ଖେଳାଳିମାନେ ଏମିତି କିଛି କାର୍ଯ୍ୟ କରନ୍ତି, ଯାହା ଫଳରେ ସେମାନେ ରେକର୍ଡ ବୁକ୍ରେ ସ୍ଥାନ ପାଇଥାନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଜସପ୍ରୀତ ବୁମ୍ରାଙ୍କ ସହ ସମାନ ଘଟଣା ଘଟିଛି।…
ଜଣେ ଖେଳାଳିଙ୍କୁ ଆଉଟ୍ କରିବା ପାଇଁ ୧୧ ଖେଳାଳି ଲାଗିପଡି ଥିଲେ, ପରେ…
ସାଉଥମ୍ପଟନ,୩।୯: କାଉଣ୍ଟି କ୍ରିକେଟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ହାମ୍ପସାୟର୍ ଏବଂ ୟର୍କଶାୟର୍ ମଧ୍ୟରେ ଚାଲିଥିବା ମ୍ୟାଚ୍ର ୪୬ଟି ବଲ ଖେଳିବାକୁ ବାକି ଥିଲା ଏବଂ କେବଳ ଗୋଟିଏ ଉଇକେଟ ଥିଲା। ଶେଷ ମୁହୂର୍ତ୍ତରେ, ୟର୍କଶାୟର୍ ବୋଲରଙ୍କ ସମେତ ସମସ୍ତ…
ପୁଣି ବ୍ରୋଞ୍ଜ ଜିତି ଇତିହାସ ରଚିଲେ ଅବନୀ
ଟୋକିଓ,୩।୯: ମହିଳା ୫୦ ମିଟର ରାଇଫଲ ପି-୩, ଏସ୍ଏଚ୍-୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଅବନୀ ଲେଖରା ଇତିହାସ ସୃଷ୍ଟି କରଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ଏହା ଅବନୀଙ୍କର ଦ୍ୱିତୀୟ ପଦକ। ଏହାପୂର୍ବରୁ ସେ ସ୍ବର୍ଣ୍ଣ ପଦକ ଜିତଥିଲେ। ଏହା ବ୍ୟତୀତ ଭାରତୀୟ…
ଆଣ୍ଠୁରୁ ବୋହୁଥିଲା ଧାର ଧାର ରକ୍ତ; ତଥାପି ବୋଲିଂ କରି ଚାଲିଥିଲେ: ପ୍ରଶଂସକ କହିଲେ…
ଓଭାଲ,୩।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଗୁରୁବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ମୋଟ ୧୩ ଉଇକେଟ ପଡିଥିଲା। କିନ୍ତୁ ଏହି ସମୟରେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ…
ଇତିହାସ ରଚିଲେ ପ୍ରବୀଣ
ଟୋକିଓ,୩।୯: ଭାରତୀୟ ଆଥଲେଟ ପ୍ରବୀଣ କୁମାର ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପୁରୁଷ ଟି -୬୪ ହାଇ ଜମ୍ପ୍ ଇଭେଣ୍ଟ ଫାଇନାଲରେ ରୌପ୍ୟ ପଦକ ଜିତିଥିଲେ। ଏହି ମ୍ୟାଚ୍ରେ ନୋଏଡା ନିବାସୀ ପ୍ରବୀଣ ୨.୦୭ ମିଟର ଡେଇଁ ଦ୍ୱିତୀୟ…
ଆଇନର ଆଶ୍ରୟ ନେଲେ ଦୂତୀ
ଭୁବନେଶ୍ୱର,୩।୯(କ୍ରୀଡ଼ା ପ୍ରତିନିଧି): ୨୦୧୬ ରିଓ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ସହ ଏସିଆନ ଗେମ୍ସରେ ୨ଟି ରୌପ୍ୟ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିବା ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦ ଏବେ ନିଜକୁ ଅସହଜ ମନେକରୁଛନ୍ତି। ତାଙ୍କ ପାରିବାରିକ…

