ମ୍ୟାଚ୍ ଚାଲିଥିବାବେଳେ ଭାରତୀୟ ଦଳକୁ ବଡ଼ ଝଟ୍କା
ଓଭାଲ,୫।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟ ଚତୁର୍ଥ ଟେଷ୍ଟ ଓଭାଲରେ ଖେଳାଯାଉଛି। ମ୍ୟାଚ୍ ଚାଲିଥିବାବେଳେ ଭାରତୀୟ ଦଳକୁ ଏକ ଝଟ୍କା ଲାଗିଛି । ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ସେ ଆଇସୋଲେସନ୍ରେ ଅଛନ୍ତି।…
ରାହୁଲଙ୍କୁ ଦଣ୍ଡ ଦେଲା ଆଇସିସି
ଲଣ୍ଡନ,୫।୯: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାରୁ ଭାରତୀୟ ଓପନର୍ କେ.ଏଲ ରାହୁଲଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ତାଙ୍କ ମ୍ୟାଚ ଶୁଳ୍କର ୧୫ ପ୍ରତିଶତ ଜରିମାନା କରାଯାଇଛି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଇନିଂସର ୩୪…
ପିଟରସନ୍ଙ୍କ ଆଶ୍ଚର୍ଯ୍ୟ କଲା ଭଳି ଭବିଷ୍ୟବାଣୀ, ୨୦୨୬ ସୁଦ୍ଧା ଶେଷ ହୋଇଯିବ…
ଲଣ୍ଡନ,୫।୯: ଟି -୨୦ କ୍ରିକେଟ୍ ଆସିବା ପରେ ଟେଷ୍ଟ କ୍ରିକେଟର ଧୀରେ ରୋମାଞ୍ଚ କମିବାରେ ଲାଗିଛି। ବହୁ ପୂର୍ବତନ ଭେଟେରାନ ମଧ୍ୟ ଏଥିରେ ସହମତ ଅଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି। ନିକଟରେ…
୧୫ ଚୌକା, ୩ ଛକାରେ ବିସ୍ଫୋରକ ଶତକ ମାରି ଦଳର ୭୭ ପ୍ରତିଶତ ରନ୍ ନିଜେ କରିଦେଲେ ଏହି କ୍ରିକେଟର୍
ବାରବାଡୋସ୍,୫।୯: ସିପିଏଲ ୨୦୨୧ (ସିପିଏଲ)ର ୧୬ତମ ମ୍ୟାଚରେ ଗୁୟାନା ଆମାଜନ ୱାରିୟର୍ସ ବାରବାଡୋସ ରୟାଲ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରି ବାରବାଡୋସ ନିର୍ଦ୍ଧାରିତ ୨୦ ଓଭରରେ ୧୩୦ ରନରେ ଅଲଆଉଟ୍ ହୋଇଥିଲା।…
ଆଖିବୁଜିଲେ ଏହି ମହାନ କ୍ରିକେଟର୍
ନୂଆଦିଲ୍ଲୀ,୫।୯: ଭାରତର ସବୁଠୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ରଘୁନାଥ ରାମଚନ୍ଦ୍ର ଚାନ୍ଦୋରକରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ରଘୁନାଥ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଥିଲେ। ସେ ୭ ରଣଜୀ ଟ୍ରଫି ମ୍ୟାଚରେ ମହାରାଷ୍ଟ୍ର…
ପୂଜାରାଙ୍କୁ ଦେଖି ଇଂଲଣ୍ଡ ବୋଲରଙ୍କୁ ଆସିଲା ରାଗ, କଲେ ଲଜ୍ଜାଜନକ କାମ, ଦେଖନ୍ତୁ ଭିଡିଓ
ଓଭାଲ,୫।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭାରତ ଏକ ଦୃଢ ସ୍ଥିତିରେ ରହିଛି। ରୋହିତ ଶର୍ମା, କେଏଲ ରାହୁଲ ଏବଂ ଚେତେଶ୍ୱର ପୂଜାରାଙ୍କ ଜବରଦସ୍ତ ବ୍ୟାଟିଂ ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୩ ଉଇକେଟ୍ ହରାଇ ୨୭୦…
ପାରାଲିମ୍ପିକ କ୍ରିଷ୍ଣା ନାଗରଙ୍କୁ ସ୍ବର୍ଣ୍ଣ ପଦକ…
ଟୋକିଓ,୫।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ଶେଷ ଦିନରେ କିଷ୍ଣା ନାଗର ହଂକଂର ଚୁ ମାନ୍ କେଙ୍କୁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍ଏଚ୍୍-୬ ଇଭେଣ୍ଟରେ ପରାଜିତ କରି ସ୍ବର୍ଣ୍ଣ ପଦକର ଗୌରବ ଆଣିଛନ୍ତି। ୪୩ ମିନିଟ୍ ଧରି ଚାଲିଥିବା ଖେଳରେ ସେ ଚୁ…
ସୁହାସଙ୍କୁ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ…
ଟୋକିଓ,୫।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ରବିବାର ଶେଷ ଦିନରେ ନୋଏଡାର ଡି.ଏମ. ସୁହାସ ଏଲ ୟଥିରାଜ ଭାରତ ପାଇଁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍-୪ ଇଭେଣ୍ଟରେ ରୌପ୍ୟ ପଦକ ଆଣିଛନ୍ତି। ସେ ଫ୍ରାନ୍ସର ଏଲ ମାଜୁରଙ୍କଠାରୁ ୨୧-୧୫,୧୭-୨୧, ୧୫-୨୧ରେ ପରାଜିତ ହୋଇଛନ୍ତି।…
କାମ ଦେଲାନି ରୁଟ୍ଙ୍କ ଚାଲାକି
ଓଭାଲ,୪।୯: ଓଭାଲ ଟେଷ୍ଟରେ ଶନିବାର ଇଂଲଣ୍ଡ ବୋଲରମାନେ ୨୨୭ ରନ୍ ଖର୍ଚ୍ଚ କରିଥିବା ବେଳେ ମାତ୍ର ୩ ଉଇକେଟ ହାତେଇ ଥିଲେ। ଖେଳ ଶେଷ ହେବାକୁ ପ୍ରାୟ ଘଣ୍ଟାଏ ଥାଏ। ଆଲୋକ ଅଭାବ କାରଣରୁ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ପେସରଙ୍କୁ ଖେଳିବା ସହଜ…
ଭାରତର ପତାକା ଉଠାଇବେ ଅବନୀ
ଟୋକିଓ,୪।୯: ରବିବାର ଟୋକିଓ ପାରାଲିମ୍ପିକ୍ସ ଉଦ୍ଯାପିତ ହେବ। ୧୨ ଦିନ ଧରି ଚାଲିଥିବା ପାରାଲିମ୍ପିକ୍ସର ୧୬ତମ ସଂସ୍କରଣର ଉଦ୍ଯାନୀ ଉତ୍ସବ ଟୋକିଓ ନ୍ୟାଶନାଲ ଷ୍ଟାଡିୟମରେ ଆୟୋଜନ ହେବ। ଉତ୍ସବରେ ସ୍ବର୍ଣ୍ଣ ପଦକ ଜିତିଥିବା ୧୮ ବର୍ଷୀୟା ମହିଳା ଶୁଟର ଅବନୀ ଲେଖରା…
ରୋହିତଙ୍କ କ୍ୟାଚ୍ ଛଡ଼ିବା ଇଂଲଣ୍ଡକୁ ଭାରି ପଡ଼ିଲା
ଓଭାଲ,୪।୯: ଶନିବାର ଖେଳ ଆରମ୍ଭରୁ ଜୀବନଦାନ ପାଇଥିଲେ ରୋହିତ। ଖୋଲା ହାତରେ ସେ ଏହାର ଫାଇଦା ଉଠାଇ ଥିଲେ। ୨୫୬ ବଲରେ ଖେଳିଥିଲେ ୧୨୭ ରନ୍ର ଲଢ଼ୁଆ ଇନିଂସ। ରୋହିତଙ୍କ କ୍ୟାରିୟରର ୮ମ ଟେଷ୍ଟ ଶତକରେ ସାମିଲ ଥିଲା ୧୪ ଚୌକା…
ଛିଡ଼ା ହୋଇଛନ୍ତି ରୋହିତ-ପୂଜାରା
ଓଭାଲ,୪।୯: ଚଳିତ ଓଭାଲ ଟେଷ୍ଟର ତୃତୀୟ ଦିନର ଉଭୟ ସେସନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ରାଜୁତି କରିଛନ୍ତି। ଶତକ ହାସଲକାରୀ ଓପନର ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା (୪୮)ଙ୍କ ଅବିଭାଜିତ ଯୋଡ଼ି ଯୋଗୁ ଶନିବାର ଚା’ ପାନ ବିରତି ସୁଦ୍ଧା ଭାରତ…

