ଖେଳ

ବାପା ହେଲେ ଏହି କ୍ରିକେଟର୍‌

ଲଣ୍ଡନ,୬।୯: ଇଂଲଣ୍ଡ କ୍ରିକେଟ୍‌ ଦଳର ଉଇକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍‌ ଜୋଶ୍‌ ବଟଲର୍‌ ଦ୍ୱିତୀୟଥର ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ଲୁଇସ୍‌ ଓ୍ବେବର ସେପ୍ଟେମ୍ବର ୫ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବଟଲର ଖେଳୁଥିବା ଆଇପିଏଲ୍‌ ଟିମ୍‌ ରାଜସ୍ଥାନ ରୟାଲ୍ସ ଟୁଇଟ୍‌ ଯୋଗେ ଏହି…

ଇଂଲଣ୍ଡକୁ ଜିତିବାକୁ ହେଲେ ବଦଳାଇବାକୁ ପଡିବ ୧୪୧ ବର୍ଷର ଇତିହାସ

ଓଭାଲ,୬।୯: ଚମତ୍କାର ବ୍ୟାଟିଂ କରି ଚତୁର୍ଥ ଟେଷ୍ଟରେ ଟିମ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିଛି। ଦ୍ୱିତୀୟ ଇନିଂସରେ ୩୬୮ ରନ ସଂଗ୍ରହ କରିଥିଲା। ଭାରତ ଇଂଲଣ୍ଡକୁ ୩୬୮ ରନର ବିଜୟ ଟାର୍ଗେଟ ଦେଇଛି। ଏ ପର୍ଯ୍ୟନ୍ତ କୌଣସି ଦଳ ଓଭାଲ ଗ୍ରାଉଣ୍ଡରେ ଏତେ…

ଯୁବରାଜ୍‌ ସିଂଙ୍କ ପୂର୍ବତନ ପ୍ରେମିକାଙ୍କ ପ୍ରେମରେ ପାଗଳ ଲିଆଣ୍ଡର୍‌ ପେସ୍‌: ଇନ୍‌ଷ୍ଟାଗ୍ରାମରେ ଏକାଠି ଛାଡିଲେ ଫଟୋ

ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର୍‌ ପେସଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଜିକାଲି ବି-ଟାଉନରେ ଜୋରଦାର ଚର୍ଚ୍ଚା ହେଉଛି। ନିକଟରେ ଉଭୟ ଗୋଆରେ ଛୁଟି କାଟୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ କିମ୍‌ ନିଜ ଇନ୍‌ଷ୍ଟାଗ୍ରାମରେ…

୧୦ ଓଭରରେ ୧୦ ମେଡେନ୍‌ ୨ ଉଇକେଟ୍‌ ନେଇ ଚହଳ ସୃଷ୍ଟି କଲେ ଏହି ବୋଲର୍‌

ଲଣ୍ଡନ,୬।୯: ଦିନିକିଆ କ୍ରିକେଟରେ ଏପରି କିଛି ଘଟଣା ଘଟିଛି, ଯାହା ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବୋଲର ୧୦ ଓଭରରେ ଗୋଟିଏ ବି ରନ ଦେଇ ୨ଟି ଉଇକେଟ୍‌ ନେଇଛନ୍ତି। କେଣ୍ଟ କ୍ରିକେଟ ଲିଗର ଏକ ମ୍ୟାଚରେ ବେପଚାଇଲ୍ଡ…

ପ୍ରଥମେ ପରସ୍ପରକୁ ଅହଂକାରୀ ଭାବି କଥା ହେଉ ନ ଥିଲେ, ପରେ ଚଢିଗଲା ପ୍ରେମ ନିଶା

ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଚଳିତ ବର୍ଷ ମାର୍ଚ୍ଚରେ ଗୋଆରେ କ୍ରୀଡା ଆଙ୍କର୍‌ ସଞ୍ଜନା ଗଣେସନଙ୍କୁ ବିବାହ କରିଥିଲେ। ଏହି ଦୁଇଜଣଙ୍କ ସମ୍ପର୍କ ବିଷୟରେ ପୂର୍ବରୁ କାହାକୁ ମଧ୍ୟ ଜଣା ନ ଥିଲା। ଦୁହେଁ ସୋସିଆଲ ମିଡିଆରେ ନିଜ…

ଶାର୍ଦ୍ଦୁଳଙ୍କୁ ନୂଆ ନାମ ଦେଲେ ପ୍ରଶଂସକ

ଲଣ୍ଡନ,୬।୯: ଚଳିତ ଓଭାଲ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର। ପ୍ରଥମ ଇନିଂସରେ ବିସ୍ଫୋରକ ୫୭ ରନ୍‌ର ପାଳି ଖେଳିଥିବା ମୁମ୍ବାଇ ଖେଳାଳି ଦ୍ୱିତୀୟ ୬୦ ରନ୍‌ର ଇନିଂସ ଖେଳିଥିଲେ। ଚମତ୍କାର ବ୍ୟାଟିଂ ପ୍ରଦର୍ଶନ…

ଅନ୍ତିମ ଦିନ ସବୁ ଫଳାଫଳ ସମ୍ଭବ

ଲଣ୍ଡନ,୫।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟ ପହଞ୍ଚିଛି ଅନ୍ତିମ ଦିନରେ। ୩୬୮ ରନ୍‌ର ପାହଡ଼ ଭଳି ବିଜୟ ଲକ୍ଷ୍ୟ ଆଗରେ ଇଂଲଣ୍ଡ ଚତୁର୍ଥ ଦିନ ଶେଷ ସୁଦ୍ଧା ବିନା କୌଣସି କ୍ଷତିରେ ୭୭ ରନ୍‌ କରିଛି। ଘରୋଇ…

୩୪୬ ରନ୍‌ରେ ଆଗୁଆ ଭାରତ, ତଥାପି ବ୍ୟାଟିଂ ଛାଡ଼ିନି

ଲଣ୍ଡନ,୫।୯: ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟରେ ଚତୁର୍ଥ ଦିନର ଟି ବ୍ରେକ ସୁଦ୍ଧା ଭାରତୀୟ ଦଳ ୮ ଉଇକେଟ କ୍ଷତିରେ ୪୪୫ ରନ୍‌ କରି ୩୪୬ ରନ୍‌ରେ ଆଗୁଆ ରହିଛି। ଏତେ ରନ୍‌ରେ ଆଗୁରେ ରହିବା ସତ୍ତ୍ୱେ ଦ୍ୱିତୀୟ ଇନିଂସ…

ଆଉଟ୍‌ ହେବା ପରେ ରାଗରେ ଏମିତି କଲେ କୋହଲି

ଲଣ୍ଡନ,୫।୯: ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଅଧିନାୟକ ବିରାଟ କୋହଲି ମାତ୍ର ୪୪ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଥିଲେ। ମୋଇନ ଅଲିଙ୍କ ବଲରେ ଆଉଟ୍‌ ହେବା ପରେ ୩୨ ବର୍ଷୀୟ ବ୍ୟାଟ୍ସମ୍ୟାନ…

ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏମାନେ; ଶୀର୍ଷରେ ପାକିସ୍ତାନର…

ନୂଆଦିଲ୍ଲୀ,୫।୯: ଚଳିତ ବର୍ଷ ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍‌। ଏହାକୁ ନେଇ ସମସ୍ତ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ କ୍ରିକେଟର ଏହି ରୋମାଞ୍ଚକର ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ। ହେଲେ ଅନେକ…

ଟୋକିଓ ପାରାଲିମ୍ପିକ୍ସରେ ଭାରତର ଐତିହାସିକ ପ୍ରଦର୍ଶନ: ୫ ସ୍ବର୍ଣ୍ଣ ସହ ମୋଟ ୧୯ ପଦକ

ଟୋକିଓ,୫।୯:ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ପାରାଲିମ୍ପିକ୍ସ ଇତିହାସରେ ଚଳିତବର୍ଷ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରି ୫ ସ୍ବର୍ଣ୍ଣ, ୮ ରୌପ୍ୟ ଏବଂ ୬ ବ୍ରୋଞ୍ଚ ପଦକ ସହ ମୋଟ ୧୯ଟି ପଦକ ଜିତି…

ଏକାଧିକ ରେକର୍ଡ ନିଜ ନାମରେ କଲେ ହିଟ୍‌ମ୍ୟାନ୍‌; ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ରଚିଲେ କୀର୍ତ୍ତିମାନ

ଓଭାଲ,୫।୯: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଶନିବାର ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଏକାଧିକ ରେକର୍ଡ କରିଛନ୍ତି। ରୋହିତଙ୍କ କ୍ୟାରିୟରର ଏହା ଅଷ୍ଟମ ଟେଷ୍ଟ ଶତକ। ଏହାପୂର୍ବର ୭ ଶତକ ସେ ଭାରତରେ ସ୍କୋର କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?