ଖେଳ

ପୂର୍ବତନ ଭାରୋତ୍ତୋଳକ ଜୋଶେଫଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟର ସହାୟତା

ନୂଆଦିଲ୍ଲୀ,୧୯।୫(ପି.ଟି.): ପୂର୍ବତନ ଭାରୋତ୍ତୋଳକ ଜୋଶେଫ ଜେମ୍ସଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ୨ ଲକ୍ଷ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି। ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ତଥା ଅନ୍ତର୍ଜାତୀୟ ପାଓ୍ବାର ଲିଫ୍ଟିଂ କୋଚ୍‌ ଜୋଶେଫ ପ୍ରଥମେ...

କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର

ନୂଆଦିଲ୍ଲୀ,୧୯।୫ (ପି.ଟି.): କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ପ୍ରଯୋଜକ ତଥା ବ୍ୟବସାୟୀ ଜୋୟିତା ରଏ ଓ ପ୍ରତୀକ କୁମାର ମିଶ୍ର ଏହି ଡକ୍ୟୁମେଣ୍ଟାରୀ ନିର୍ମାଣ କରୁଛନ୍ତି। ଏଥିରେ ଧ୍ୟାନଚାନ୍ଦଙ୍କ ବାଲ୍ୟଜୀବନ ଓ...

୨୦୧୧ ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ହତ୍ୟା ଧମକ ମିଳିଥିଲା: ଡୁପ୍ଲେସି

ନୂଆଦିଲ୍ଲୀ,୧୯।୫(ପି.ଟି.): ୨୦୧୧ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେବା ପରେ ହତ୍ୟା ଧମକ ମିଳିଥିଲା ବୋଲି ଦକ୍ଷିଣ ଆଫ୍ରିକା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି କହିଛନ୍ତି। କ୍ୱାର୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ...

ଅଷ୍ଟ୍ରେଲିଆ ଖେଳାଳିଙ୍କ କ୍ୱାରେଣ୍ଟିନ ଖର୍ଚ୍ଚ ବହନ କରୁଛି ବିସିସିଆଇ

ସିଡ୍‌ନୀ, ୧୮।୫ : ଆଇପିଏଲରେ ଭାଗ ନେଇଥିବା ଅଷ୍ଟ୍ରେଲିଆନ ଖେଳାଳି ସ୍ବଦେଶ ପହଞ୍ଚିବା ପରେ ୧୪ ଦିନିଆ କ୍ୱାରେଣ୍ଟିନରେ ରହିଛନ୍ତି। ଏଥି ଲାଗି ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରୁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଏହା ମଙ୍ଗଳବାର ସ୍ପଷ୍ଟ...

୨୦୧୧ ବିଶ୍ୱକପ୍‌ରୁ ବିଦାୟ ପରେ କ୍ରିକେଟରଙ୍କୁ ମିଳିଥିଲା ହତ୍ୟା ଧମକ

ନୂଆଦିଲ୍ଲୀ, ୧୮।୫ : ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଫାଫ ଡୁପ୍ଲେସି ମଙ୍ଗଳବାର ଏକ ବଡ଼ ଖୋଲାସା କରିଛନ୍ତି। କ୍ୱାର୍ଟର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ୨୦୧୧ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା ଦକ୍ଷିଣ ଆଫ୍ରିକା। ଏହାପରେ ଡୁପ୍ଲେସି ଓ ତାଙ୍କ...

ମନ ଭାଙ୍ଗିଦେଲେ ଡି’ଭିଲର୍ସ

ଜୋହାନ୍ସବର୍ଗ, ୧୮।୫ : ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନାହିଁ। ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଅନ୍ତର୍ଜାତୀୟ କ୍ରିକେଟକୁ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ।...

ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲାଇକ୍‌ କରି ଚର୍ଚ୍ଚାରେ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିଜ ଫଟୋ କିମ୍ବା ଭିଡିଓ ଶେୟାର କରି ଚହଲ ପ୍ରାୟତଃ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଥା’ନ୍ତି। ତେବେ ଏବେ ଚହଲ ଟୁଇଟର୍‌ରେ ଏକ ସୁନ୍ଦରୀ...

ଏହି କ୍ରିକେଟର୍‌ଙ୍କ ନାଁରେ ଆସି ସାଂଘାତିକ ଅଭିଯୋଗ: ହେଲେ ଗିରଫ

ସିଡନୀ,୧୮।୫: ଅଷ୍ଟ୍ରେଲିଆ କ୍ରିକେଟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଆରୋନ ସମର୍ସ ଶିଶୁ ଯୌନ ଅପରାଧ ଅଭିଯୋଗରେ ଗିରଫ ହୋଇଛନ୍ତି। ପୋଲିସ ତାଙ୍କୁ ଗିରଫ କରି ସୋମବାର ଡାରୱିନ କୋର୍ଟରେ ହାଜର କରାଯାଇଥିଲା। ସମ୍ପ୍ରତି ସମର୍ସ...

ଏହି ସିକ୍ରେଟ୍‌ ଅସ୍ତ୍ର ନେଇ ଇଂଲଣ୍ଡ ଗସ୍ତରେ ଯିବେ ବିରାଟ କୋହଲି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଜୁନ୍‌ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥେମ୍ପଟନ୍‌ ଓ୍ବାଲର୍‌ଡ ଟେଷ୍ଟ୍‌ ଚାମ୍ପିୟନଶିପ୍‌ ଖେଳିବ। ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନଙ୍କ ପାଇଁ ଇଂଲଣ୍ଡର ବୋଲର ଟ୍ରେଣ୍ଟ୍‌ ବୋଲ୍ଟ, ଟିମ୍‌ ସାଉଦି ଏବଂ ନିଲ୍‌ ଓ୍ବେଗନର ସମସ୍ୟା...

୨୦୧୧ ବିଶ୍ୱକପ୍‌ ଜିତିବା ପରେ କୋହଲିଙ୍କୁ ଏକ ନିବେଦନ କରିଥିଲେ ସଚିନ: ଜାଣନ୍ତୁ କ’ଣ

ଟିମ ଇଣ୍ଡିଆର ୨୦୧୧ ବିଶ୍ୱକପ ବିଜୟ ପ୍ରଶଂସକଙ୍କ ମନରେ ଏବେ ବି ସତେଜ। ୨୮ବର୍ଷ ପରେ ଭାରତ ୨୦୧୧ରେ ଶ୍ରାଲଙ୍କାକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା। ଏହି ମୁହୂର୍ତ୍ତ ଅନେକ ଖେଳାଳିଙ୍କ ପାଇଁ ଆହୁରି ସ୍ବତନ୍ତ୍ର ଥିଲା। କାରଣ ସେମାନଙ୍କ...

କୋହଲିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏହି ଯୁବତୀ: ସେ କିଛି କହିବା ପୂର୍ବରୁ ମା’ କରିଦେଇଥିଲେ ମନା

ସାରା ବିଶ୍ୱରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ଅଛନ୍ତି। ଏକ ସମୟ ଥିଲା ଯେ ବିରାଟଙ୍କ ପାଇଁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ବିବାହ ପ୍ରସ୍ତାବ ଆସୁଥିଲା। କିନ୍ତୁ ସେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ...

କ୍ରିକେଟରୁ ବ୍ରେକ୍‌ ନେଲେ ଏହି କ୍ରିକେଟ୍‌ର: କାରଣ ରହିଛି ଏମିତି

ସିଡନୀ,୧୮।୫: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଡାନିଏଲ ସିମସ ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ମାନସିକ ଚାପ ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସୋମବାର ମାଳଦ୍ୱୀପରୁ ଘରକୁ ଫେରିବା ପରେ ସାମସ ତାଙ୍କ କ୍ରିକେଟ ବୋର୍ଡକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri