ଖେଳ

ଧୋନୀଙ୍କ ସହ କୋହଲିଙ୍କର ରହିଛି ଏମିତି ସମ୍ପର୍କ, ଟୁଇଟ୍‌ କରି କହିଲେ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭିତରେ ସମ୍ପର୍କ କେମିତି ବୋଲି ପ୍ରଶଂସକମାନେ ଜାଣିବାକୁ ଚାହିଁଛନ୍ତି। ପଡ଼ିଆରେ ସେମାନଙ୍କ ମଧ୍ୟରେ କେମିତି ସମ୍ପର୍କ ଥାଏ ଏମିତି ସୋସିଆଲ ମିଡିଆରେ କୋହଲିଙ୍କୁ ଅନେକ ପ୍ରଶ୍ନ...

ବଜରଙ୍ଗ ରୁଷିଆରେ ଟ୍ରେନିଂ ନେବେ

ନୂଆଦିଲ୍ଲୀ, ୩୦ା୫ (ପି.ଟି.)- ଭାରତର ଟପ୍‌ ରେସ୍‌ଲର ବଜରଙ୍ଗ ପୁନିଆ ପୋଲାଣ୍ଡରେ ହେବାକୁଥିବା ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟରେ ଭାଗ ନ ନେବା ଲାଗି ସ୍ଥିର କରିଛନ୍ତି। ସେ କହିଛନ୍ତି ଏହି ଟୁର୍ନାମେଣ୍ଟରେ ଭାଗ ନେଲେ ତାଙ୍କୁ ଅବଶ୍ୟ ର଼୍ୟାଙ୍କିଙ୍ଗ ପଏଣ୍ଟ...

ତାମିମ ଇକ୍‌ବାଲଙ୍କୁ ଜରିମାନା

ଦୁବାଇ,୩୦ା୫(ପି.ଟି.)-ବାଂଲାଦେଶ କ୍ରିକେଟ ଦଳର ଅଧିନାୟକ ତାମିମ ଇକବାଲଙ୍କୁ ତାଙ୍କ ମ୍ୟାଚ ଫି’ର ୧୫ପ୍ରତିଶତ ଜରିମାନା କରାଯାଇଛି। ଢାକାଠାରେ ଶୁକ୍ରବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ମ୍ୟାଚରେ ଖରାପ ଭାଷା ପ୍ରୟୋଗ ପାଇଁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ଏକ...

ଗିରୋ ଡି’ ଇଟାଲିଆ: କାରୁସୋ ଜିତିଲେ ଷ୍ଟେଜ୍‌-୨୦

ରୋମ୍‌, ୩୦ା୫: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୨୦ତମ ଷ୍ଟେଜ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି। ଭର୍ବାନିଆରୁ ଭାଲି ସ୍ପଲଗା ୧୬୪ କିଲୋମିଟର ବିଶିଷ୍ଟ ଏହି ଷ୍ଟେଜ୍‌ରେ ଇଟାଲିର ଡାମିଆନୋ କାରୁସୋ (ବାହାରିନ୍‌ ଭିକ୍ଟୋରିଅସ୍‌) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।...

ଜେମିମା ଖେଳିବେ ଦି ହଣ୍ଡ୍ରେଡ୍‌ ଟୁର୍ନାମେଣ୍ଟ

ମୁମ୍ବାଇ, ୩୦ା୫ (ପି.ଟି.)-ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ) ରେ ଜୁଲାଇ ୨୧ରୁ ଆରମ୍ଭ ହେଉଥିବା ଦି ହଣ୍ଡ୍ରେଡ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ସ୍ବଳ୍ପ ବୟସ୍କା ମହିଳା ବ୍ୟାଟ୍ସଓମ୍ୟାନ ଜେମିମା ରୋଡ୍ରିଗୁଏଜ୍‌ ନର୍ଦ୍ଦର୍ନ ସୁପର ଚାର୍ଜର୍ସ ତରଫରୁ ଖେଳିବେ। ଏହି ୧୦୦-ବଲ୍‌...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଭାରତୀୟ ଦଳ ସ୍ବତନ୍ତ୍ର ଆଇସୋଲେଶନରେ ରହିବ

ଦୁବାଇ,୩୦।୫(ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଖେଳିବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ସାଉଥାମ୍ପଟନରେ ସ୍ବତନ୍ତ୍ର ମ୍ୟାନେଜ୍‌ଡ ଅର୍ଥାତ ପ୍ରବନ୍ଧିତ ଆଇସୋଲେଶନରେ ରହିବ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ସ୍ପଷ୍ଟ କରିଛି। ୟୁକେରେ ପହଞ୍ଚିବା...

ଫ୍ରେଞ୍ଚ୍‌ ଓପନ୍‌: ନାଡାଲ ଫେଭରାଇଟ୍‌, ଯୁବ ଖେଳାଳିଙ୍କ ପାଇଁ ସୁଯୋଗ

ପ୍ୟାରିସ,୩୦।୫(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଟେନିସ ରବିବାରଠାରୁ ଆରମ୍ଭ ହେବ। ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଟେନିସର ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ବିଶ୍ୱ କ୍ରୀଡ଼ା ପାଇଁ ଏକ ଖୁସି...

ବିସିସିଆଇ ବୈଠକରେ ବଡ଼ ନିଷ୍ପତ୍ତି: ଏହି ଦେଶରେ ଖେଳାଯିବ ଆଇପିଏଲ୍‌-୨୦୨୧ର ବାକି ମ୍ୟାଚ୍‌

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ର ଚଳିତ ସିଜନ୍‌ର ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ ଖେଳାଯିବ। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ବାକିଥିବା ମ୍ୟାଚ୍‌ ଖେଳାଯିବାନେଇ ଶନିବାର ବିସିସିଆଇର ସ୍ପେଶାଲ ଜେନେରାଲ ମିଟିଂ(ଏସ୍‌ଜିଏମ୍‌)ରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିନିମନ୍ତେ ୟୁଏଇ ବୋର୍ଡ ରାଜି ହୋଇଛି ବୋଲି ବିସିସିଆଇ...

ଟେଷ୍ଟ କ୍ରିକେଟ ଆଦୌ ପସନ୍ଦ ନୁହେଁ, ହେଲେ ପନ୍ତଙ୍କ ବ୍ୟାଟିଂକୁ ଚାହିଁ ରହିଥାନ୍ତି ଏହି କ୍ରିକେଟର; କହିଲେ…

ଲଣ୍ଡନ,୨୯।୫: ଭାରତୀୟ ଦଳର ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ପ୍ରଶଂସକ ଢ଼େର ଅଧିକ। କାରଣ ସେ ଏଭଳି ଜଣେ ବ୍ୟାଟ୍ସମ୍ୟାନ ଯିଏ ବିରୋଧି ବୋଲର୍‌ଙ୍କ ଉପରେ ଚାପ ପକାଇ ଖେଳିବାକୁ ପସନ୍ଦ କରନ୍ତି। ପନ୍ତଙ୍କ ଏଭଳି ଆକ୍ରାମକ ବ୍ୟାଟିଂ ଯୋଗୁ...

ପାକିସ୍ତାନର କୋଚ୍‌ ହେବାକୁ କାହିଁକି ଚାହୁଁନାହାନ୍ତି? ଏହି କ୍ରିକେଟର କହିଲେ ‘ମୁଁ ମୁର୍ଖ ନୁହେଁ’

ଲାହୋର,୨୯।୫: ସର୍ବଦା ପାକିସ୍ତାନ କ୍ରିକେଟ ଟିମ୍‌ର କୋଚ୍‌ ପଦକୁ ନେଇ ବିବାଦ ଲାଗି ରହିଥାଏ। ସ୍ବଦେଶୀ କୋଚ୍‌ ହୁଅନ୍ତୁ ଅବା ବିଦେଶୀ, ସମସ୍ତଙ୍କୁ ନେଇ ବିବାଦ ଦେଖାଦେଇଥାଏ। ବର୍ତ୍ତମାନ ସମୟରେ ଅନେକ ପୂର୍ବ ଅଭିଜ୍ଞ ଖେଳାଳି ରହିଛନ୍ତି, ଯେଉଁମାନେ କୋଚ୍‌...

ଆଇପିଏଲ୍‌ ସିଜିନ୍‌-୧୪ର ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ ହେବ: ବିସିସିଆଇର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଜାରି ରହିଥିବା ଆଇପିଏଲ୍‌ ସିଜିନ୍‌-୧୪ର ମ୍ୟାଚ୍‌କୁ ବନ୍ଦ କରାଯାଇଥିଲା। ତେବେ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ( ବିସିସିଆଇ) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ସିଜିନ୍‌ର ଅବିଶିଷ୍ଟ ୩୧ ମ୍ୟାଚ୍‌...

କ୍ରିକେଟ କିଟ୍‌ କିଣିବାକୁ ନ ଥିଲା ପଇସା; ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ ଏହି କ୍ରିକେଟରଙ୍କ ମା’, ଏଭଳି ବଦଳିଲା ଭାଗ୍ୟ

ନୂଆଦିଲ୍ଲୀ,୨୮।୫: ତାମିଲନାଡ଼ୁର ସଲେମ ଜିଲାରୁ ୩୫ କିମି ଦୂର ଚିନ୍ନାପମପଟ୍ଟି ଗାଁରେ ବାମହାତୀ ପେସର ଟି ନଟରାଜନଙ୍କ ଜନ୍ମ। ଗରିବ ପରିବାରର ଥିବାରୁ ନଟରାଜନଙ୍କ ଜୀବନ ନାନାଦି ସଂଘର୍ଷ ଦେଇ ଗତି କରିଛି। ତାଙ୍କ ମା’ ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri