Posted inଖେଳ

୩ ଖେଳାଳିଙ୍କ ଉପରୁ ହଟିଲା ବାସନ୍ଦାଦେଶ

କଲମ୍ବୋ,୭।୧: ଦନୁଷ୍କା ଗୁଣଥିଲକା, କୁସଳ ମେଣ୍ଡିସ ଓ ନିରୋଶାନ ଡିକଓ୍ବେଲାଙ୍କୁ ଗତବର୍ଷ ଜୁଲାଇରେ ଅନ୍ତର୍ଜାତୀୟ କ୍ରିକେଟରୁ ଏକ ବର୍ଷ ଲାଗି ବାସନ୍ଦ କରାଯାଇଥିଲା। ଏହି ୩ ଖେଳାଳିଙ୍କ ଉପରୁ ଶୁକ୍ରବାର ବାସନ୍ଦାଦେଶ ହଟାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍‌ଏଲସି)।

ଗତବର୍ଷ ଇଂଲଣ୍ଡ ଗସ୍ତରେ ଏହି ୩ ଖେଳାଳି ଦଳର ବାୟୋ ବବଲ ପ୍ରୋଟୋକଲ ଭାଙ୍ଗିଥିଲେ। ଡର୍ହାମ ଦଳୀୟ ହୋଟେଲ ବାହାରେ ଧୂମ୍ରପାନ କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓ ଭାଇରାଲ ହେବା ପରେ ୩ ଖେଳାଳିଙ୍କୁ ଦଳରୁ ବିଦା କରାଯିବା ସହ ଏକ ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରିଥିଲା ଏଲ୍‌ଏଲ୍‌ସି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କୁ ଜାଣିଶୁଣି ଆହତ କରିବାକୁ ଚାହୁଁଥିଲେ ଏହି ପାକିସ୍ତାନ ବୋଲର୍‌: ନିଜେ କଲେ ଖୁଲାସା

ଇସଲାମାବାଦ୍‌,୫।୬: ପୂର୍ବତନ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ପ୍ରାୟ ୨୪ ବର୍ଷ ଧରି କ୍ରିକେଟ୍‌ରେ ରାଜୁତି କରିଥିଲେ। ନିଜ କ୍ୟାରିୟରରେ ସଚିନ ଅନେକ କିମ୍ବଦନ୍ତୀ...

କୋଭିଡ୍‌-୧୯: ଆର୍ଜେଣ୍ଟିନା ଫୁଟବଲ ସେସନ ବାତିଲ

ବ୍ୟୁନସ୍‌ ଆୟର୍ସ,୨୮।୪(ଏଏଫ୍‌ପି): କୋଭିଡ୍‌-୧୯ ଭାଇରସ୍‌ ସାରା ବିଶ୍ୱରେ କ୍ରୀଡ଼ାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହି ଭାଇରସ୍‌ କାରଣରୁ ଆର୍ଜେଣ୍ଟିନା ଫୁଟବଲ ଆସୋସିଏଶନ (ଏଏଫ୍‌ଏ) ୨୦୧୯-୨୦...

ଦିଆସିଲି କାଠିରେ ଅଲିମ୍ପିକ୍ସ ଲୋଗୋ ତିଆରି କଲେ ଶାଶ୍ୱତ

ଭୁବନେଶ୍ୱର,୨୨।୭(ସ୍ପୋଟର୍‌ସ ବ୍ୟୁରୋ): ପୁରୀର କୁମ୍ଭପଡ଼ାରେ ରହୁଥିବା ଶାଶ୍ୱତ ରଞ୍ଜନ ସାହୁ ଏକ ସ୍ବତନ୍ତ୍ର ଉପାୟରେ ଅଲିମ୍ପିକ୍ସ ଲୋଗୋ ତିଆରି କରିଛନ୍ତି। ଶୁକ୍ରବାରଠାରୁ ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ...

୨୦ ଲକ୍ଷ ଟଙ୍କାର ଖେଳାଳିଙ୍କ ପାଇଁ ୪.୮ କୋଟି ଟଙ୍କାର ଖେଳାଳିଙ୍କୁ ବିଦା କଲେ କୋହଲି

ଚେନ୍ନାଇ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି ତାଙ୍କ ନିଷ୍ପତ୍ତିରେ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।...

‘ପଠାନ୍‌’ ରିଲିଜକୁ ନେଇ ଶାହାରୁଖଙ୍କୁ ଶୁଭେଚ୍ଛା ଜଣାଇଲେ କାର୍ତ୍ତିକ

ନୂଆଦିଲ୍ଲୀ,୨୫।୧: ଦୀର୍ଘଦିନର ବ୍ୟବଧାନ ପରେ ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ଫିଲ୍ମ ରିଲିଜ ହୋଇଛି। ‘ପଠାନ୍‌’କୁ ନେଇ ଦେଶ ତଥା ବିଦେଶର ପ୍ରଶଂସକଙ୍କ ମଧ୍ୟରେ ଭିନ୍ନ...

ଏଫ୍‌ଆଇଏଚ୍‌ ପୁରସ୍କାର ଉପରେ ଭାରତୀୟ ହକି ଟିମ୍‌ର କବ୍ଜା

ନୂଆଦିଲ୍ଲୀ,୬।୧୦: ଟୋକିଓ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ହକି ଟିମ୍‌। ଏବେ ଅନ୍ତର୍ଜାତୀୟ ହକି ଫେଡେରେଶନ୍‌(ଏଫ୍‌ଆଇଏଚ୍‌) ଷ୍ଟାର ପୁରସ୍କାରରେ ଭାରତୀୟ ଖେଳାଳି ଏବଂ କୋଚ୍‌...

ଦ୍ୱିତୀୟ ଦିନ ଖେଳରେ ବାଧା ସାଜିଛି ବର୍ଷା

ସେଞ୍ଚୁରିୟନ,୨୭।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ସୋମବାର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ, କିନ୍ତୁ ଏଠାରେ ପାଗ ଖରାପ...

ଫର୍ମୁଲା ଓ୍ବାନ୍‌ କ୍ୟାଲେଣ୍ଡରରେ ଟସ୍କାନ ଗ୍ରାଁ ପ୍ରି

ସ୍ପିଲବର୍ଗ (ଅଷ୍ଟ୍ରିଆ),୧୧ା୭ (ଏପି)-ଚଳିତବର୍ଷର ଫର୍ମୁଲା ଓ୍ବାନ କ୍ୟାଲେଣ୍ଡରରେ ଶୁକ୍ରବାର ପ୍ରଥମ ଥର ଟସ୍କାନ ଗ୍ରାଁ ପ୍ରିକୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ଦର୍ଶକଙ୍କ ଉପସ୍ଥିତିରେ ରଷିଆନ ଗ୍ରାଁ...

Advertisement
Archives

Model This Week