ଖେଳ

ବୀରେନ୍ଦ୍ର ସେହ୍ବାଗଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୮।୧୦: ଟି -୨୦ ବିଶ୍ୱକପ ୨୦୨୧ ଏବେ ଏକ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। ଏହି ଟୁର୍ନାମେଣ୍ଟର ସୁପର ୧୨ ଲିଗରେ ପ୍ରତ୍ୟେକ ଦଳ ସେମିଫାଇନାଲରେ ସ୍ଥାନ ପାଇବାକୁ କଠିନ ଚେଷ୍ଟା କରୁଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ହାରିବା ପରେ…

ଟି-୨୦ ମ୍ୟାଚ୍‌ରେ କେବେ ହାରିନାହାନ୍ତି ଏହି ଦୁଇ ଦଳ

ଦୁବାଇ,୨୮।୧୦: କ୍ରିକେଟ ପ୍ରେମୀମାନେ ଆଜିକାଲି ଟି -୨୦ ବିଶ୍ୱକପ ୨୦୨୧ ଉପଭୋଗ କରୁଛନ୍ତି। ୟୁଏଇ ଏବଂ ଓମାନରେ ଖେଳାଯାଉଥିବା ଟି -୨୦ ବିଶ୍ୱକପରେ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ଏଥିମଧ୍ୟରୁ ୪ ଟି ଦଳ ପରାଜୟ ପରେ ଟୁର୍ନାମେଣ୍ଟରୁ ବାଦ୍‌…

ନେଟ୍ସରେ ବୋଲିଂ କଲେ ହାର୍ଦ୍ଦିକ

ଦୁବାଇ,୨୮।୧୦: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ମାସରେ ପ୍ରଥମ ଥର ନେଟ୍ସରେ ବୋଲିଂ କରିଛନ୍ତି। ଏଥିଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଖେଳିବାର ସମ୍ଭାବନା ବୃଦ୍ଧି ପାଇଛି। କାରଣ ତାଙ୍କର ଉପସ୍ଥିତି ଦଳକୁ ୬ଷ୍ଠ ବୋଲିଂ ବିକଳ୍ପ ଦେଉଛି। ପ୍ରଥମ ମ୍ୟାଚ୍‌ରେ…

ଶୋ ମଝିରୁ ଉଠି ପଳାଇଲେ ଅଖତର

କରାଚୀ,୨୭।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ୫ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ବିଜୟ ପରେ ଏକ ଟିଭି ପ୍ରୋଗ୍ରାମରେ ଉପସ୍ଥାପକଙ୍କ ସହ କଥା କଟାକଟି ପରେ ଶୋ ମଧ୍ୟରୁ ପଳାଇଥିଲେ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର। ଏଥିସହ…

କୋହଲିଙ୍କ ପାଇଁ ଆଉ ଏକ ଖରାପ ଖବର

ନୂଆଦିଲ୍ଲୀ,୨୭।୧୦: ଟିମ ଇଣ୍ଡିଆକୁ ଟି -୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୧୦ ଉଇକେଟ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ ବିଶେଷ କିଛି କରିପାରି ନ…

୧୫ ବର୍ଷ ପୁରୁଣା ମ୍ୟାଚ୍‌କୁ ନେଇ ହରଭଜନଙ୍କୁ କଟାକ୍ଷ କଲେ ପାକିସ୍ତାନ ବୋଲର; ରାଗରେ ଲାଲ ହୋଇ ଏଭଳି…

ନୂଆଦିଲ୍ଲୀ,୨୭।୧୦: ଭାରତ-ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏଥିରେ ୧୦ ଉଇକେଟରେ ପରାଜିତ ହୋଇଥିଲା ଭାରତୀୟ ଟିମ୍‌। ପାକିସ୍ତାନ ଭାରତର ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ହୋଇଥିବାରୁ ବିଜୟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଜୋରଦାର କଥା କଟାକଟି ଦେଖିବାକୁ…

ପ୍ରେମିକାଙ୍କ ବ୍ୟଥା: ମୋ ସନ୍ତାନ ଥିଲେ ଏବେ ବାବର ଆଜମଙ୍କୁ ବାପା ଡାକିଥାନ୍ତା

ଇସଲାମାବାଦ୍‌,୨୭।୧୦:ଆଜିକାଲି ପାକିସ୍ତାନ ଅଧିନାୟକ ବାବର ଆଜମ ଚର୍ଚ୍ଚାରେ ରହିଛନ୍ତି। ପାକିସ୍ତାନର ପ୍ରଥମ ଅଧିନାୟକ ଭାବେ ଦଳକୁ ବାବର ଭାରତ ବିପକ୍ଷରେ ବିଜୟୀ କରାଇଛନ୍ତି। କିନ୍ତୁ ବାବର ତାଙ୍କ ଖେଳକୁ ନେଇ ଯେତେ ଚର୍ଚ୍ଚାରେ ରହିଛନ୍ତି, ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ମଧ୍ୟ…

ଭାରତର କାମ ସହଜ କଲା ପାକିସ୍ତାନ

ଦୁବାଇ,୨୭।୧୦: ଟି -୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତକୁ ୧୦ ଉଇକେଟ୍‌ରେ ପରାସ୍ତ କରିବା ପରେ ପାକିସ୍ତାନ ଦଳ ମଧ୍ୟ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡକୁ ୫ ଉଇିକେଟରେ ପରାସ୍ତ କରିବା ପରେ ପାକିସ୍ତାନର ସେମିଫାଇନାଲ ରାସ୍ତା ସହଜ ହୋଇଛି। ନ୍ୟୁଜିଲାଣ୍ଡକୁ…

‘କୋହଲିଙ୍କୁ ଦେଖି ଖୁସିି ଲାଗୁଛି’

ଇସଲାମାବାଦ୍‌,୨୭।୧୦:ପାକିସ୍ତାନର ପୂର୍ବତନ ମହିଳା କ୍ରିକେଟ ଦଳର ଅଧିନାୟକ ସନା ମିର ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। କୋହଲି ପାକିସ୍ତାନ ବିପକ୍ଷରେ ଏହି କ୍ଷତିର ଯେପରି ମୁକାବିଲା କରିଥିଲେ, ମୁଁ ତାଙ୍କ କ୍ରୀଡ଼ା ଭାବନାଙ୍କୁ ପ୍ରଶଂସା କରୁଛି। ସେ…

ନିଶ୍ଚିନ୍ତ ଦୁର୍ଘଟଣାରୁ ନିଜକୁ ଏମିତି ବଞ୍ଚାଇଲେ ଅମ୍ପାୟାର୍‌: ଦେଖନ୍ତୁ ଭିଡିଓ

ଦୁବାଇ,୨୭।୧୦: ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ୨୦୨୧ର ୧୮ତମ ମ୍ୟାଚରେ ଅମ୍ପାୟାର ଆଲିମ ଡାର ଦୁଇଥର ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇଥିଲେ। ଏହି ମ୍ୟାଚ୍‌ରେ ଅମ୍ପାୟାର୍‌ ଥିବା ଡାର୍‌ ଦୁଇଥର ବଡ଼ ଦୁର୍ଘଟଣାର…

ପ୍ରଥମ ଓଭରରେ ଚମତ୍କାର ହ୍ୟାଟ୍ରିକ୍‌ ନେଇଥିଲେ ଏହି କ୍ରିକେଟର୍‌

କପିଳ ଦେବଙ୍କ ପରେ ଭାରତୀୟ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଥିଲେ ଇରଫାନ ପଠାନ। ଟି -୨୦ ବିଶ୍ୱକପର ଫାଇନାଲରେ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଜିତିବା ହେଉ କିମ୍ବା ଟେଷ୍ଟ ମ୍ୟାଚର ପ୍ରଥମ ଓଭରରେ ହ୍ୟାଟ୍ରିକ ନେଇଥିଲେ ସେ। ଭାରତୀୟ…

ଭାରତକୁ ରହିବାକୁ ପଡ଼ିବ ସାବଧାନ

ଦୁବାଇ,୨୭।୧୦: ଟି -୨୦ ବିଶ୍ୱକପ୍‌ର ଗ୍ରୁପ-୨ରେ ପାକିସ୍ତାନର ସେମିଫାଇନାଲ ରାସ୍ତା ସହଜ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହା ଦଳର କ୍ରମାଗତ ଦ୍ୱିତୀୟ ବିଜୟ ଏବଂ ଦଳ ମଧ୍ୟ ଟେବୁଲର ଶୀର୍ଷରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?