Posted inଖେଳ

ରାସ୍ତାକଡ଼ରେ ଚଣା ବିକୁଛନ୍ତି ଏହି ଦ୍ରୁତତମ ବୋଲର

ଆଜିକାଲି ପାକିସ୍ତାନର ଦ୍ରୁତତମ ବୋଲର ଓ୍ବହାବ ରିୟାଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରିୟାଜ ରାସ୍ତାକଡ଼ରେ ଚଣା ବିକୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ କେତେକ ପାକିସ୍ତାନୀ ଖେଳାଳି ମଧ୍ୟ କମେଣ୍ଟ ଦେଇଛନ୍ତି। ୩୬ ବର୍ଷୀୟ ରିୟାଜ ଦୀର୍ଘଦିନ ହେବ ଅନ୍ତର୍ଜାତୀୟ କ୍ରିକେଟ ଖେଳରୁ ଦୂରେଇ ଯାଇଛନ୍ତି। ସେ ୨୦୨୦ ଡିସେମ୍ବରରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ୨୦୧୮ ପରେ ରିୟାଜ ରାଷ୍ଟ୍ରୀୟ ଟିମ୍‌ ପାଇଁ କିଛି ଟେଷ୍ଟ ମ୍ୟାଚ୍‌ ଖେଳିନାହାନ୍ତି।

 

ଭିଡିଓଟିକୁ ରିୟାଜ ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଭିଡିଓ ଶେୟାର କରି ଏଥିରେ ସେ କ୍ୟାପଶନ ଲେଖିଛନ୍ତି, କ’ଣ ତିଆରି କରିବି ଅର୍ଡର କରନ୍ତୁ। ଏଥିସହିତ ସେ ଲେଖିଛନ୍ତି, ପିଲାଦିନ କଥା ମନେ ପଡ଼ିଗଲା। ତାଙ୍କର ଏହି ଭିଡିଓକୁ ୟୁଜରମାନେ ବେଶ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୋକୋଭିଚ୍‌ଙ୍କୁ ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଆଡିଲେଡ୍‌, ୯ା୧(ପି.ଟି.): ସର୍ବିଆର ନୋଭାକ୍‌ ଜୋକୋଭିଚ୍‌ ରବିବାର ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟେନିସ ଟାଇଟଲ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆନ୍‌ ଓପନ୍‌ ପ୍ରସ୍ତୁତି ପାଇଁ ଏହି ଟୁର୍ନାମେଣ୍ଟ ଖେଳିଥିବା...

ବର୍ଷେ ଭିତରେ ଏତିକି ଟଙ୍କା ରୋଜଗାର କରିଛନ୍ତି କୋହଲି

କ୍ରମାଗତ ପଞ୍ଚମ ବର୍ଷ ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି। ସେ...

ସୂର୍ଯ୍ୟକୁମାରଙ୍କ ଶତକ: ନ୍ୟୁଜିଲାଣ୍ଡକୁ ୧୯୨ ରନ୍‌ ଟାର୍ଗେଟ୍‌ ଦେଲା ଭାରତ

ମାଉଣ୍ଟ ମଙ୍ଗାନୁଇ,୨୦।୧୧: ଭାରତର ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମାଉଣ୍ଟ ମଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ଭାରତ ୧୯୨ ରନ ଲକ୍ଷ୍ୟ...

ଫେରିଲା ହକି ଫିଭର

ଢେଙ୍କାନାଳ ଅଫିସ, ୨୯।୧୧:ଜାନୁୟାରୀ ୧୩ରୁ ଆରମ୍ଭ ହେଉଛି ବିଶ୍ୱକପ୍‌ ହକି। ଏହି ବିଶ୍ୱସ୍ତରୀୟ ଲୋକପ୍ରିୟ କ୍ରୀଡ଼ାର ଆୟୋଜକ ଓଡ଼ିଶା ରହିଥିବାରୁ ରାଜଧାନୀରୁ ରାଉରକେଲା ଯାଏ ସବୁଠି...

୧୦ ମିନିଟ୍‌ରେ ବିକ୍ରି ହେଲା ଫେଡରର-ନାଡାଲଙ୍କ ସମସ୍ତ ମ୍ୟାଚ୍‌ ଟିକେଟ

ଜୋହାନ୍ସବର୍ଗ,୫।୯(ଏଏଫ୍‌ପି)- ଟେନିସ ଇତିହାସର ଦୁଇ କିମ୍ବଦନ୍ତୀ ରୋଜର ଫେଡରର ଓ ରାଫାଲ ନାଡାଲଙ୍କ ମ୍ୟାଚ୍‌ ଉପଭୋଗ କରିବା ଲାଗି ବିଶ୍ୱର ଟେନିସ ପ୍ରଶଂସକମାନେ ସର୍ବଦା ଅପେକ୍ଷା...

କ୍ରିକେଟ ଇତିହାସରେ ପ୍ରଥମ: ଆଇସିସି ଟୁର୍ନାମେଣ୍ଟରେ ରହିବେ କେବଳ ମହିଳା ଅଧିକାରୀ, ତାଲିକାରେ ୩ ଭାରତୀୟ

ନୂଆଦିଲ୍ଲୀ,୨୭।୧: ଆସନ୍ତା ମାସ (ଫେବୃୟାରୀ)ରେ ଦକ୍ଷିଣ ଆଫ୍ରିକାରେ ମହିଳା ଟି -୨୦ ବିଶ୍ୱକପ୍‌ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ଆଇସିସି ମ୍ୟାଚ ରେଫରି ଏବଂ ଅମ୍ପାୟାରଙ୍କ...

ଭାରତର ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ନିଜର ଡେବ୍ୟୁ, ଶେଷ ଟେଷ୍ଟରେ ଶତକ ହାସଲ କରିଛନ୍ତି

ଟେଷ୍ଟ କ୍ରିକେଟର ଇତିହାସକୁ ଦେଖିଲେଏପର୍ଯ୍ୟନ୍ତ ଅନେକ ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁମାନେ ଡେବ୍ୟୁ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ ୧୪ ଭାରତୀୟ ଖେଳାଳି ଡେବ୍ୟୁ...

ଭିକ୍ଟରଙ୍କ ଡବଲ ଗୋଲରେ ଫ୍ରାନ୍ସ ବିଜୟୀ

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): ଅଧିନାୟକ ଭିକ୍ଟର ଚାର୍ଲେଟଙ୍କ ଡବଲ ଗୋଲ ବଳରେ ଫ୍ରାନ୍ସ ଚଳିତ ହକି ବିଶ୍ୱକପ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ସୋମବାର କଳିଙ୍ଗ...

Advertisement
Archives

Model This Week