Posted inଖେଳ

ସଚିନ, ସଙ୍ଗାକାରାଙ୍କୁ ପଛରେ ଛାଡ଼ିଲେ ସ୍ମିଥ

ଲାହୋର,୨୪।୩: ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ବିଶ୍ୱର ଦ୍ରୁତତମ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୮ ହଜାର ରନ୍‌ ପୂରଣ କରିଛନ୍ତି। ପାକିସ୍ତାନ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୧୭ ରନ୍‌ର ପାଳି ଖେଳିବା ଅବସରରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି ୩୨ ବର୍ଷୀୟ ସ୍ମିଥ। କ୍ୟାରିୟରର ୮୫ ଟେଷ୍ଟର ୧୫୧ତମ ଇନିଂସରେ ସେ ୮ ହଜାର ଟେଷ୍ଟ ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସ୍ମିଥ ଅଷ୍ଟ୍ରେଲିଆର ୭ମ ଏବଂ ବିଶ୍ୱର ୩୩ତମ ଖେଳାଳି।

ଏହି ଧାରାରେ ସ୍ମିଥ ଶ୍ରୀଲଙ୍କାର କିମ୍ବଦନ୍ତୀ କୁମାର ସଙ୍ଗାକାରଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ସେ କ୍ୟାରିୟରର ୧୫୨ତମ ଇନିଂସରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଥିଲେ। ତାଙ୍କ ପଛକୁ ଖୁବ୍‌ କମ୍‌ ଇନିଂସରେ ୮ ହଜାର ରନ୍‌ ପୂରଣ କରିଥିବା ବ୍ୟାଟରଙ୍କ ତାଲିକାରେ ସଚିନ ତେନ୍ଦୁଲକର (୧୫୪ ଇନିଂସ), ସାର ଭିଭିଆନ ରିଚାଡର୍‌ସ (୧୫୭) ଓ ରାହୁଲ ଡ୍ରାଭିଡ୍‌ (୧୫୮)ଙ୍କ ଭଳି ବ୍ୟାଟର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାଶିଂଟନ ଫାଇନାଲରେ କିର୍ଗିୟସ୍‌

ଓ୍ବାଶିଂଟନ,୪।୮(ଏଏଫ୍‌ପି): ଏଠାରେ ଚାଲିଥିବା ଏଟିପି ଓ୍ବାଶିଂଟନ ଓପନ୍‌ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ନିକ୍‌ ଗିର୍ଗିୟସ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍‌ରେ କିର୍ଗିୟସ ଟପ୍‌...

ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଉଦ୍‌ଘାଟିତ

ଅହମଦାବାଦ,୨୫।୨(ପି.ଟି.): ମୋଟେରା ଷ୍ଟାଡିୟମ୍‌ର ନୂଆ ନାମକରଣ ହୋଇଛି। ଏବେ ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ରୂପେ ପରିଚିତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶ୍ୱର ଏହି...

ପ୍ରବଳ ରାଗିଗଲେ କୋହଲି: କଲେ ଭଙ୍ଗାରୁଜା

ଚେନ୍ନାଇ,୧୫।୪: ଆଇପିଏଲ ୨୦୨୧ର ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ...

ଏସିଆ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ସେମିଫାଇନାଲରେ ହାରିଲା ଭାରତ

ମାନିଲା (ଫିଲିପାଇନ୍ସ), ୧୬ା୨ (ପି.ଟି.)- ଭାରତୀୟ ପୁରୁଷ ଦଳ ଏଠାରେ ଚାଲିଥିବା ଏସିଆ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସେମିଫାଇନାଲରୁ ବିଦାୟ ନେଇଛି। ଦଳ ୨-୩ରେ ଦୁଇଥର...

ଏଟିକେ- ମୋହନ ବାଗାନ୍‌ ସହ କ୍ରିଷ୍ଣାଙ୍କ ଚୁକ୍ତି ବୃଦ୍ଧି

ନୂଆଦିଲ୍ଲୀ,୨୬।୬ (ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଏଟିକେ ସହ ଫିଜିର ତାରକା ଷ୍ଟ୍ରାଇକର ରଏ କ୍ରିଷ୍ଣା ତାଙ୍କର ଚୁକ୍ତି ଆଉ ଗୋଟିଏ ବର୍ଷକୁ...

ଏମ୍‌ଏମ୍‌ଏରେ ରିତୁ ଫୋଗଟଙ୍କ ଅପରାଜେୟ ଧାରା ଜାରି

ସିଙ୍ଗାପୁର, ୫।୧୨- କୁସ୍ତିଯୋଦ୍ଧାରୁ ମିକ୍ସଡ୍‌ ମାର୍ସିଆଲ ଆର୍ଟସ ଫାଇଟର ପାଲଟିଥିବା ରିତୁ ଫୋଗଟ ଏମ୍‌ଏମ୍‌ଏ ଚାମ୍ପିୟନ୍ସଶିପ୍‌ରେ ଅପରାଜେୟ ଧାରା ଜାରି ରଖିଛନ୍ତି। ସିଙ୍ଗାପୁର ଇନ୍‌ଡୋର ଷ୍ଟାଡିୟମରେ...

କୋହଲିଙ୍କୁ ପଛରେ ପକାଇଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌

କଲମ୍ବୋ,୧୭।୭: ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟରେ ପାକିସ୍ତାନର ସ୍ଥିତି ଖରାପ ରହିଛି। ପ୍ରଥମ ଇନିଂସରେ ଶ୍ରୀଲଙ୍କା ୨୨୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ...

ଓମିକ୍ରନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଭାରତ

ନୂଆଦିଲ୍ଲୀ,୩୦।୧୧: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ପୂରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। କିନ୍ତୁ ଏହା ଆସନ୍ତା ମାସରୁ...

Advertisement
Archives

Model This Week