ଖେଳ

ପ୍ରଥମ ମ୍ୟାଚ୍‌ରେ ‘ଶୂନ’ କରି ଧୋନୀ, ରାହୁଲଙ୍କ କ୍ଲବରେ ସାମିଲ ହେଲେ ଶ’

କଲମ୍ବୋ,୨୬।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଆୟୋଜକ ଦଳକୁ ୩୮ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପୃଥ୍ବୀ ଶ’ ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଥିଲେ। କିନ୍ତୁ ସେ ଭାରତୀୟ ପାଳିର...

୧୪ ରନ୍‌ରେ ୮ ଉଇକେଟ୍‌ ହରାଇଥିଲା ଏହି ଦଳ, ୮ ନମ୍ବର ବ୍ୟାଟ୍ସମ୍ୟାନ୍‌ ବଦଳାଇଦେଲେ ମ୍ୟାଚ୍‌ର ରୂପରେଖ

ନୂଆଦିଲ୍ଲୀ,୨୬।୭: ଏକ ରୋମାଞ୍ଚକର ଟି -୨୦ ମ୍ୟାଚରେ ବେଲଜିୟମ ଅଷ୍ଟ୍ରିଆକୁ ୧୨ ରନରେ ପରାସ୍ତ କରିଛି। ବେଲଜିୟମ ଏକ ସମୟରେ ୧୪ ରନ ପାଇଁ ୮ ଉଇକେଟ ହରାଇଥିଲା। ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସାବୀର ଜାଖିଲ ଅପରାଜିତ...

କୋଭିଡ୍‌ ସ୍ବାସ୍ଥ୍ୟକର୍ମୀ ଜିତିଲେ ସ୍ବର୍ଣ୍ଣ

ଟୋକିଓ, ୨୬ା୭ (ପି.ଟି.)-ଇରାନର ଜଣେ କୋଭିଡ୍‌ ସ୍ବାସ୍ଥ୍ୟକର୍ମୀ ଜାଭେଦ୍‌ ଫରୋଚି ଅଲିମ୍ପିକ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଚାମ୍ପିୟନ ହୋଇଛନ୍ତି। ଟୋକିଓ ଗେମ୍ସରେ ଅଂଶଗ୍ରହଣ କରିବା ଲାଗି ଆସିବା ପୂର୍ବରୁ ସେ ଏକ ହସ୍ପିଟାଲର କୋଭିଡ୍‌ ଓ୍ବାର୍ଡରେ ଜଣେ...

ଟେବୁଲ ଟେନିସ: ମନିକାଙ୍କ ଲଢ଼ୁଆ ପ୍ରଦର୍ଶନ

ଟୋକିଓ, ୨୬।୭(ପି.ଟି.)- ଚଳିତ ଅଲିମ୍ପିକ୍ସରେ ଭାରତର ମହିଳା ଟେବୁଲ ଟେନିସ ତାରକା ମନିକା ବାତ୍ରା ଲଢ଼ୁଆ ପ୍ରଦର୍ଶନ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ସେ ବିଶ୍ୱର ୩୨ ନମ୍ବର ଖେଳାଳି ମାର୍ଗାରେଟା...

ଅଲିମ୍ପିକ୍‌ ବ୍ୟାଡ୍‌ମିଣ୍ଟନ: ସିନ୍ଧୁଙ୍କ ବିଜୟ ଅଭିଯାନ

  ଟୋକିଓ,୨୬।୭(ପି.ଟି): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ଭାରତୀୟ ମହିଳା ତାରକା ଖେଳାଳି ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଗତ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ପ୍ରଥମ...

ଅଲିମ୍ପିକ୍ସ ମହିଳା ବକ୍ସିଂ ପ୍ରି-କ୍ୱାର୍ଟରରେ ମେରୀ କମ୍‌

ଟୋକିଓ, ୨୬।୭(ପି.ଟି.)- ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀ କମ୍‌ ଟୋକିଓ ଅଲିମ୍ପିକ୍ସ ମହିଳା ୫୧ କେଜି ବିଭାଗ ବକ୍ସିଂରେ ପ୍ରଭାବୀ ପ୍ରଦର୍ଶନ ସହ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ଲଢ଼େଇରେ ସେ ଡୋମିନିକାନ ରିପବ୍ଲିକର...

ନିରାଶ କଲେ ଭାରତୀୟ ଶୁଟର: ପିସ୍ତଲ ଖରାପ ଥିବାରୁ ମନୁ ବିଫଳ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ପଦକ ଜିତିବା ନେଇ ଆଶା କରାଯାଉଥିଲା। ତେବେ ପିସ୍ତଲ ଖରାପ ଥିବା...

ଶ୍ରୀଲଙ୍କା ପାଇଁ ଅପହଞ୍ଚ ହେଲା ୧୬୫ ରନ୍‌ର ଟାର୍ଗେଟ

କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଭଳି ଟି୨୦ ସିରିଜ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ। ଏଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଭାରତ ୩୮ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହିତ ୩ ମ୍ୟାଚ୍‌...

ସୂର୍ଯ୍ୟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ବଡ଼ ଟାର୍ଗେଟ ଛିଡ଼ା କରିପାରିଲାନି ଟିମ୍‌ ଇଣ୍ଡିଆ

କଲମ୍ବୋ,୨୫।୭: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଶ୍ରୀଲଙ୍କା ଆଗରେ ୧୬୫ ରନ୍‌ର ଟାର୍ଗେଟ ଛିଡ଼ା କରିଛି। ଏହି ମ୍ୟାଚ୍‌ ଜରିଆରେ ଟି୨୦ ପଦାର୍ପଣ କରିଛନ୍ତି ପୃଥ୍ବୀ ଶ’ ଓ ବରୁଣ ଚକ୍ରବର୍ତ୍ତୀ। ପଦାର୍ପଣକାରୀ...

ଯାନ୍ତ୍ରିକ ତ୍ରୁଟି ଭାଙ୍ଗିଦେଲା ନଂ ୧ ଶୁଟରଙ୍କ ସ୍ବପ୍ନ

ଟୋକିଓ,୨୫।୭: ଅଲିମ୍ପିକ୍ସର ଶୁଟିଂ ଇଭେଣ୍ଟରେ ଭାରତର ସବୁଠୁ ବଡ଼ ଆଶା କୁହାଯାଉଥିବା ଦେଶର ନଂ ୧ ଶୁଟର ମନୁ ଭାକର ନିରାଶ ହୋଇଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲ ଶୁଟିଂ ଇଭେଣ୍ଟ ଫାଇନାଲ ପାଇଁ ରବିବାର ଅନୁଷ୍ଠିତ ଯୋଗ୍ୟତା...

ପଦାର୍ପଣରେ ଗୋଲ୍ଡେନ ଡକ୍‌

କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’। କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଖାତା ଖୋଲିବା ଦୂରର କଥା ପ୍ରଥମ ବଲରେ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଛନ୍ତି।...

ମହାମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍‌

ନୂଆଦିଲ୍ଲୀ,୨୫।୭: ସେପ୍ଟେମ୍ବର ୧୯ରୁ ଖେଳାଯିବାକୁ ଥିବା ଆଇପିଏଲ୍‌-୧୪’ର ବଳକା ମ୍ୟାଚ୍‌ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇଛି। ବଳକା ଥିବା ୩୧ ମ୍ୟାଚ୍‌ର ପ୍ରଥମ ମୁକାବିଲାରେ ପରସ୍ପରକୁ ଭେଟିବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ୩ ଥର ଚାମ୍ପିୟନ ଚେନ୍ନାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri