ଆର୍‌ଆର୍‌ ବିଜୟୀ…

ମୁମ୍ବାଇ, ୨୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ବିପକ୍ଷରେ  ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୪୫ ରନ୍ ଲକ୍ଷ୍ୟର ପିଛା କରି  ଆର୍‌ସିବି ୧୯.୩  ଓଭରରେ   ୧୦ ୱିକେଟ ହରାଇ   ୧୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଆର୍‌ସିବି ପକ୍ଷରୁ ବିରାଟ କୋହଲି ୧୦ ବଲରେ  ୯ ରନ୍ କରିଥିଲେ । ସେହିପରି  ଫାଫ୍ ଡୁ ପ୍ଲେସିସ୍ ୨୧ ବଲରେ ୨୩ ରନ୍‌, ଶାହବାଜ ଅହମ୍ମଦ ୨୭ ବଲରେ ୧୭ ରନ୍ କରିଥିଲେ ।

ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ ପ୍ରଥମେ ବୋଲିଂ କରିବାକୁ ଅଣ୍ଟା ଭିଡ଼ିଥିବାବେଳେ ଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ।

ଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ତାଙ୍କ ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୪ ରନ୍‌ ସଂଗ୍ରହ କରିଥିଲା। ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍‌ ରହିଥିଲା।

ଆର୍‌ଆର୍‌ ପକ୍ଷରୁ ସଞ୍ଜୁ ସାମସନ୍‌ ୨୧ ବଲ୍‌ରେ ୨୭ ରନ୍‌ କରିଥିଲେ। ସେହିପରି ରିୟାନ୍‌ ପରାଗ ୩୧ ବଲ୍‌ରେ ୫୬ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଅଲରାଉଣ୍ଡରଙ୍କ ବଡ଼ ଖୁଲାସା: ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଖେଳାଳିଙ୍କ ଓଜନ ହଠାତ୍‌ ହ୍ରାସ ପାଇଥିଲା

ନୂଆଦିଲ୍ଲୀ,୯।୩: ଇଂଲଣ୍ଡର ଷ୍ଟାର ଅଲ୍‌ରାଉଣ୍ଡର ବେନ ଷ୍ଟୋକ୍ସ ଭାରତ ଗସ୍ତକୁ ନେଇ ବଡ଼ ଖୁଲାସା କରିଛନ୍ତି। ଭାରତ ବିପକ୍ଷ ଚତୁର୍ଥ ଏବଂ ଅନ୍ତିମ ଟେଷ୍ଟ ମ୍ୟାଚ୍‌...

ଟପ୍ସରେ ସାମିଲ ହେଲେ ଅର୍ଜୁନ, ଅରବିନ୍ଦ, ସୀମା ଓ ସୁମିତ୍‌

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-କ୍ରୀଡ଼ା ମନ୍ତ୍ରଣାଳୟର ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର କୋର୍‌ ଗ୍ରୁପ୍‌ରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ରୋୟର ଅର୍ଜୁନ ଲାଲ୍‌ ଜାଟ୍‌,...

ସ୍ବଦେଶ ଫେରିଲା ଭାରତୀୟ ଦଳ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଆଘାତ ସହ ସଂଘର୍ଷ କରୁଥିବା ଭାରତୀୟ ଦଳ ଗୁରୁବାର ଐତିତିହାସିକ ପ୍ରଦର୍ଶନ ପରେ ଘରକୁ ଫେରିଛି। ବିମାନବନ୍ଦରଠାରେ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କ ଝଲକ ପାଇବାକୁ...

ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ ଇଂଲଣ୍ଡର ପୂର୍ବ ଅଧିନାୟକ; କାରଣ ଜାଣିଲେ ହେବେ…

ନୂଆଦିଲ୍ଲୀ,୬।୭: ଇଂଲଣ୍ଡ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍‌ର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ। ଏହା ପଛରେ ଭିନ୍ନ...

୪ ବର୍ଷ ପରେ କ୍ୟାରିୟରର ଦ୍ରୁତତମ ଶତକ ମାରିଲେ ପୂଜାରା

ଚଟ୍ଟଗ୍ରାମ,୧୬।୧୨:ବାଲାଂଦେଶ ବିପକ୍ଷ ଚଟ୍ଟଗ୍ରାମ ଟେଷ୍ଟରେ ଭାରତୀୟ ଟିମ୍‌ର ଉପଅଧିନାୟକ ଚେତେଶ୍ୱର ପୂଜାରା ବିରୋଧୀ ଟିମ୍‌ର ବୋଲର୍‌ଙ୍କୁ ଘାଇଲା କରିଛନ୍ତି। ସେ ବିସ୍ଫୋରକ ବ୍ୟାଟିଂ କରି ନିଜ...

ଋତୁରାଜ, ଦୀପକଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛୁ

ନୂଆଦିଲ୍ଲୀ,୧୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟିମ୍‌ ମ୍ୟାନେଜମେଣ୍ଟ ଏବେ ବି ଦଳର ପ୍ରମୁଖ ଖେଳାଳି ଋତୁରାଜ ଗାଏକ୍ୱାଡ ଏବଂ ଦୀପକ ଚହରଙ୍କ ମେଡିକାଲ ରିପୋର୍ଟକୁ...

ଚେନ୍ନାଇର ହ୍ୟାଟ୍ରିକ ପରାଜୟ

ଦୁବାଇ, ୩।୧୦-ଏକାଧିକ କ୍ୟାଚ ଡ୍ରପ୍‌ ଏବଂ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦଳ ସନ୍‌ରାଇଜର୍ସ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ରହି ବର୍ଷ ଶେଷ କଲେ କୋହଲି

ଦୁବାଇ, ୨୪।୧୨ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନରେ...

Advertisement
Archives

Model This Week