ବୁମ୍‌ରାଙ୍କ ଘାତକ ବୋଲିଂ ପରେ ସ୍ତ୍ରୀ କହିଲେ ମୋ ସ୍ବାମୀ…

ମୁମ୍ବାଇ,୧୦।୫: ଆଇପିଏଲ ୨୦୨୨ର ୫୬ତମ ମ୍ୟାଚ୍‌ରେ ଦୁଇଥର ବିଜେତା କୋଲକାତା ନାଇଟ ରାଇଡର୍ସ ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୫୨ ରନ୍‌ରେ ପରାସ୍ତ କରି ଆଇପିଏଲରେ ପ୍ଲେ ଅଫରେ ପହଞ୍ଚିବା ଆଶା ଉଜ୍ଜିବୀତ ରଖିଛି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର ଜଶପ୍ରୀତ ବୁମ୍‌ରା ପୁଣି ଥରେ ତାଙ୍କ ପୁରୁଣା ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କେକେଆର୍‌ ବିପକ୍ଷରେ ୫ଟି ଉଇକେଟ ନେଇଛନ୍ତି। ଏହା ପରେ ତାଙ୍କ ସ୍ତ୍ରୀ ସଞ୍ଜନା ଗଣେଶନ୍‌ ମଧ୍ୟ ବୁମରାଙ୍କୁ ପ୍ରଶଂସା କରିଛନ୍ତି।
ବୁମ୍‌ରା ୫ଟି ଉଇକେଟ ନେବା ପରେ ସଞ୍ଜନା ମଧ୍ୟ ବହୁତ ଉତ୍ସାହିତ ଦେଖାଯାଉଥିଲେ। ସେ ମଧ୍ୟ ସ୍ବାମୀଙ୍କ ସଫଳତା ପରେ ସେଲିବ୍ରେସନ୍‌ କରିଥିଲେ। ଏହା ପରେ ସେ ଟୁଇଟ୍‌ କରି କହିଛନ୍ତି ଯେ, ମୋ ସ୍ବାମୀ ନିଆଁ। ଏବେ ତାଙ୍କ ଟୁଇଟ୍‌ ଭାଇରାଲ୍‌ ହେବାରେ ଲାଗିଛି।
ଏହି ମ୍ୟାଚରେ ବୁମ୍‌ରା ପୁଣି ଥରେ ତାଙ୍କ ପୁରୁଣା ଫର୍ମରେ ଦେଖାଦେଇଥିଲେ। ଏହି ମ୍ୟାଚ୍‌ରେ ସେ ଚାରି ଓଭରରେ ମାତ୍ର ୧୦ ରନ ଦେଇ ୫ ଉଇକେଟ ନେଇଥିଲେ। ବୁମ୍‌ରା ପ୍ରଥମ ଥର ପାଇଁ ଆଇପିଏଲରେ ୫ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିପାରେ ଆଇଓଏ

ନୂଆଦିଲ୍ଲୀ,୨୨।୬: ୨୦୨୨ରେ ବର୍ମିଂହାମଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଓହରିଯାଇପାରେ। ପ୍ରତିଯୋଗିତାର ଇଭେଣ୍ଟ ତାଲିକାରେ ଶୁଟିଂ ଓ ଆର୍ଚେରି (ରିକର୍ଭ)...

ଇତିହାସ ରଚିଲେ ମିତାଲି: ସଚିନ ତେନ୍ଦୁଲକରଙ୍କ ପରେ କଲେ ଏମିତି କାରନାମା

ଭାରତୀୟ ମହିଳା କ୍ରିକେଟ ଦଳ ପ୍ରାୟ ଏକ ବର୍ଷ ପରେ ପଡ଼ିଆକୁ ଫେରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଏକଦିବସୀୟ...

୧୪୩ ବର୍ଷ ଇତିହାସରେ ଖେଳାଯାଇଛି ଏମିତି ଏକ ଟେଷ୍ଟ ମ୍ୟାଚ୍‌

ଲଣ୍ଡନ, ୮।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ବୁଧବାରଠାରୁ ସ୍ଥାନୀୟ ସାଉଥମ୍ପଟନର ଦି ରସ୍‌ ବାଉଲ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଫଳରେ...

କିଟ୍‌ରେ ଟେନିସ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ରାଜ୍ୟରେ ଟେନିସକୁ କ୍ୟାରିୟର କରୁଥିବା କିମ୍ବା କରିବାକୁ ଚାହୁଁଥିବା ଖେଳାଳିଙ୍କ ପାଇଁ ଏକ ଭଲ ଖବର। ବୁଧବାର କିଟ୍‌ ବିଶ୍ୱବିଦ୍ୟାଳୟ...

ଦିନେ ଭାରତକୁ ବିଶ୍ୱକପ୍‌ ଜିତାଇଥିବା ଏହି କ୍ରିକେଟର ଏବେ ଶ୍ରମିକ

ଅହମ୍ମଦାବାଦ,୯।୮: ୨୦୧୮ ମସିହାରେ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ବିଶ୍ୱକପ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଥିଲା। ଏହି ବିଜୟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଫାଇନାଲରେ...

ମହିଳା କ୍ରିକେଟରଙ୍କ ସହ ଖେଳିବେ ସଚିନ

ମେଲବୋର୍ନ, ୮।୨- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆନ ମହିଳା ଅଲରାଉଣ୍ଡର ଇଲିସେ ପେରିଙ୍କ ସମ୍ମୁଖୀନ ହେବେ। ଜଙ୍କଶନ ଓଭାଲରେ ରବିବାର ଡବଲ ହେଡର ମ୍ୟାଚ୍‌...

ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ କ୍ଷମା ମାଗିଲେ ବେନ୍‌ ଷ୍ଟୋକ୍ସ, ଜାଣନ୍ତୁ କାହିଁକି

ଲର୍ଡସ, ୧୫।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର...

ପୋଲାର୍ଡ ଓ ହାର୍ଦ୍ଦିକଙ୍କଠାରୁ କୌଶଳ ଶିଖିଛନ୍ତି କିଶନ

ଶାରଜା, ୪ା୧୦ (ପି.ଟି.)-କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅନେକ କୌଶଳ ସେ ହାସଲ କରିପାରିଥିବା କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ।...

Advertisement
Archives

Model This Week