ଖେଳ

ଏଥର ବି ମିଳିବନି ସୁଯୋଗ

ଅହମ୍ମଦାବାଦ୍‌,୧୦।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ପୂର୍ବ ଦୁଇ ମ୍ୟାଚ୍‌ ଲାଗି ଉପଲବ୍ଧ ନ ଥିବା ଓପନର ରୁତୁରାଜ ଗାଏକ୍ୱାଡ ଏବେ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି।…

‘ଅନ୍ୟ ଜଣେ ନେଇଗଲେ ମୋ ସଫଳତାର ଶ୍ରେୟ’

ନୂଆଦିଲ୍ଲୀ,୧୦।୨: ଅଷ୍ଟ୍ରେଲିଆରେ ୨୦୨୦-୨୧ରେ ଭାରତ ଐତିହାସିକ ସିରିଜ୍‌ ଜିତିଥିଲା। ପ୍ରଥମ ମ୍ୟାଚ୍‌ରେ ୩୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨-୧ରେ ହରାଇ ଦେଇଥିଲା। ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରିଥିବା…

ପନ୍ତଙ୍କୁ ଓପନିଂ ପଠାଇବାର କାରଣ କହିଲେ ରୋହିତ

ଅହମ୍ମଦାବାଦ,୧୦।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାଇଁ ରୋହିତ ଶର୍ମାଙ୍କ ସହ ଓପନିଂ କରିବାକୁ ଓହ୍ଲାଇଥିଲେ ରିଷଭ ପନ୍ତ। ଟିମ୍‌ ମ୍ୟାନେଜମେଣ୍ଟର ଏଭଳି ନିଷ୍ପତ୍ତି ସଭିଙ୍କୁ ଚକିତ କରି ଦେଇଥିଲା। ପ୍ରଥମ ଥର ପାଇଁ ପନ୍ତ ଦିନିକିଆରେ ଓପନିଂ କରିବାକୁ…

‘ଧୋନୀ କିମ୍ବା କୋହଲିଙ୍କଠାରୁ ଇଣ୍ଡିଆ କ୍ୟାପ୍‌ ପାଇବା ସ୍ବପ୍ନ ଥିଲା’

ଅହମ୍ମଦାବାଦ,୧୦।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ପଦାର୍ପଣ କରିଥିଲେ ଅଲରାଉଣ୍ଡର ଦୀପକ ହୁଡା। ତାଙ୍କୁ ଇଣ୍ଡିଆ କ୍ୟାପ ପ୍ରଦାନ କରିଥିଲେ କିମ୍ବଦନ୍ତୀ ବ୍ୟାଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି। ଏଥିସହିତ ତାଙ୍କ ପିଲା ଦିନର…

‘ପୁଷ୍ପା’ ଗୀତରେ ନାଚିଲେ କୋହଲି, ଦେଖନ୍ତୁ ଭିଡିଓ

ଅହମଦାବାଦ୍‌,୧୦।୨: ଘରୋଇ ମାଟିରେ ଆଉ ଏକ ସିରିଜ କବଜା କରିଛି ଭାରତୀୟ ଦଳ। ଅହମଦାବାଦ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ୪୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ହାତେଇ ନେଇଛି।…

ଦୁର୍ଘଟଣାରେ ଭାଙ୍ଗି ଯାଇଥିଲା ମୁଣ୍ଡର ୩୦ ହାଡ: ଏବେ ଅଲିମ୍ପିକ୍ସରେ ଜିତିଲେ ପଦକ

ବେଜିଂ,୧୦।୨: ଶୀତକାଳୀନ ଅଲିମ୍ପିକ୍ସରେ ପୁରୁଷ ଫ୍ରିଷ୍ଟାଇଲ ସ୍କିଙ୍ଗ ବିଗ୍‌ ଏୟାର ଇଭେଣ୍ଟରେ ଆମେରିକାର କଲବି ଷ୍ଟିଭେନ୍ସନ ରୌପ୍ୟ ପଦକ ଜିତିଛନ୍ତି। ୨୪ ବର୍ଷୀୟା ଅଲିମ୍ପିକ୍ସରେ ଖେଳିବା ଏବଂ ଜିତିବା ଏକ ଚମତ୍କାର ବୋଲି ବିବେଚନା କରାଯାଉଛି। ଷ୍ଟିଭେନ୍ସନଙ୍କ କହିବାନୁସାରେ, ୨୦୧୬ରେ ଏକ…

ବ୍ୟାଟ୍‌ ଛାଡି ବନ୍ଧୁକ ଧରିଲେ ଧୋନୀ

ରାଞ୍ଚି,୧୦।୨: ଭାରତର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ରାଞ୍ଚିରେ ଅଛନ୍ତି। ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍‌ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି। ଏହି ସମୟରେ…

କୋହଲି ମାଲାମାଲ: ପାଇବେ ୧୨୫ ଗୁଣ ଅଧିକ ଟଙ୍କା

ନୂଆଦିଲ୍ଲୀ,୧୦।୨:ଆଇପିଏଲ୍‌ ୨୦୨୨ର ମେଗା ନିଲାମ ପାଇଁ ଗଣନା ଆରମ୍ଭ ହୋଇଛି। ଫେବୃଆରୀ ୧୨ ଏବଂ ୧୩ରେ, ବେଙ୍ଗାଲୁରୁରେ ବିସିସିଆଇ ଦ୍ୱାରା ନିଲାମ ଚାଲିଛି। ୧୫ଟି ଦେଶରୁ ମୋଟ ୫୯୦ ଖେଳାଳି ନିଲାମ ତାଲିକାରେ ସ୍ଥାନ ପାଇଛନ୍ତି। ୧୦ଟି ଦଳ ନିଲାମ ପୂର୍ବରୁ…

ଇଡେନ୍‌ ଗାର୍ଡେନ୍ସ ନାମରେ ଝିଅ ନାଁ ରଖିଲେ ଏହି ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର, କହିଲେ ଏମିତି

ନୂଆଦିଲ୍ଲୀ,୧୦।୨: ହୃଦୟ ଜିତିଛନ୍ତି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଅଲରାଉଣ୍ଡର କାର୍ଲସ ବ୍ରାଥୱେଟ। ସେ ନିଜ ଝିଅଙ୍କ ନାମ ଐତିହାସିକ କ୍ରିକେଟ ମଇଦାନ ଇଡେନ ଗାର୍ଡେନ୍ସ ନାମରେ ରଖି ଅନେକଙ୍କୁ ଚମକାଇଛନ୍ତି। ତେବେ ୨୦୧୬ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ଆଇସିସି ଟି-୨୦…

ସିରିଜ କବ୍‌ଜା କଲା ଭାରତ

ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି। ଭାରତ ୯…

ଟିମ୍‌ ଇଣ୍ଡିଆକୁ ୨୩୭ ରନ୍‌ରେ ରୋକି ଦେଲେ

ଅହମ୍ମଦାବାଦ,୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ୯ ଉଇକେଟ ହରାଇ ୨୩୭ ରନ୍‌ କରିବାକୁ ସକ୍ଷମ ହୋଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଆରମ୍ଭରୁ ଏକ୍ସପେରିମେଣ୍ଟ କରିଥିଲା। ଦଳରେ ଲୋକେଶ…

ଆଇପିଏଲ୍‌ ଅକ୍‌ଶନ ପୂର୍ବରୁ ବଡ଼ ଘୋଷଣା କଲା ବିସିସିଆଇ

ବାଙ୍ଗାଲୋର,୯।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୫ତମ ସଂସ୍କରଣ ଲାଗି ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପଲବ୍ଧତା ଏବେ କିଛି କଣ୍ଡିଶନ ଉପରେ ନିର୍ଭର କରୁଛି। ସବୁଠୁ ଧନୀ ଲିଗ୍‌ ସମୟରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ସିରିଜ୍‌ ଲାଗି ଶ୍ରୀଲଙ୍କା ଖେଳାଳିମାନେ ଉପଲବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?