ଖେଳ

ଆର୍‌ସିବିକୁ ଲାଗିଲା ଶକ୍ତ ଧକ୍କା

ବେଲବୋର୍ନ,୧୬।୨: ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଆସନ୍ତା ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏଥିଯୋଗୁ ସେ ଆଗାମୀ ପାକିସ୍ତାନ ଗସ୍ତ ସହ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପ୍ରାରମ୍ଭିକ କିଛି ମ୍ୟାଚ୍‌ ଖେଳିପାରିବେ ନାହିଁ। ଏ ସମ୍ପର୍କରେ ଶୀଲଙ୍କା…

ଭାରତଠାରୁ ସହାୟତା ଲୋଡ଼ିଲେ ପିଟରସେନ

ନୂଆଦିଲ୍ଲୀ,୧୫।୨: ସୋସିଆଲ ମିଡିଆ ଜରିଆରେ ଭାରତଠାରୁ ସହାୟତା ଲୋଡ଼ିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ କେଭିନ ପିଟରସେନ। ସେ ମଙ୍ଗଳବାର ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ୍‌ କରି ନିଜର ପ୍ୟାନ୍‌ କାର୍ଡ ହଜିଯାଇଥିବା କହିଛନ୍ତି। ଏଥିଲାଗି ସହାୟତା କିଏ…

ଟୁର୍ନାମେଣ୍ଟ ଛାଡ଼ିବାକୁ ରାଜି, ହେଲେ ଟିକା ନେବି ନାହିଁ: ଜୋକାଭିଚ୍‌

ୱାଶିଂଟନ,୧୫।୨: ଗୋଟିଏ ପଟେ ମହାମାରୀ କରୋନା ସହ ଲଢ଼ିବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଟିକା ନ ନେବା ଜିଦରେ ଅଟଳ ରହିଛନ୍ତି ଟେନିସ ସୁପରଷ୍ଟାର ନୋଭାକ ଜୋକୋଭିଚ। ତାଙ୍କୁ ଟିକା ନେବାକୁ ବାଧ୍ୟ କରାଗଲେ ସେ ବିଭିନ୍ନ ଟୁର୍ନାମେଣ୍ଟରୁ…

ଟି-୨୦ ଆଗ, ଟେଷ୍ଟ ପଛ

ମୁମ୍ବାଇ,୧୫।୨: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଆଗାମୀ ସିରିଜର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ବିସିସିଆଇ ଏନେଇ ମଙ୍ଗଳବାର ଘୋଷଣା କରିଛି। ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ଟି-୨୦ ଓ ଟେଷ୍ଟ ସିରିଜ ଖେଳିବ। ପୁଣିଥରେ ପିଙ୍କ ବଲ୍‌ରେ ଏହି…

କୋହଲିଙ୍କୁ ଦଳରୁ ବାହାର କରିଦେବେ କି? ପ୍ରଶ୍ନ ଶୁଣି ଏଭଳି କହିଲେ ରୋହିତ

ନୂଆଦିଲ୍ଲୀ,୧୫।୨: କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି। ତିନୋଟିଯାକ ଫର୍ମାଟରେ ତାଙ୍କ ପ୍ରଦର୍ଶନ ବହୁତ ଖରାପ ରହିଛି। ଏବେ କୋହଲିଙ୍କ ଫର୍ମକୁ ନେଇ ବଡ଼ ବୟାନ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା।…

ଭାରତୀୟ ରୀତିନୀତିରେ ବିବାହ କରିବେ ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୧୫।୨:ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଖୁବ ଶୀଘ୍ର ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଭାରତୀୟ ଯୁବତୀ ଭିନି ରମଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ତାମିଲରେ ଲେଖାଯାଇଥିବା ମ୍ୟାକ୍ସୱେଲଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ…

ଭାବପ୍ରବଣ ହେଲେ ପନ୍ତ

ନୂଆଦିଲ୍ଲୀ,୧୫।୨: ଆଇପିଏଲ ୨୦୨୨ ମେଗା ନିଲାମରେ ଅଧିକାଂଶ ଫ୍ରାଞ୍ଚାଇଜ ସେମାନଙ୍କର ପୁରୁଣା ଖେଳାଳି କିଣିବାକୁ ଚେଷ୍ଟା କରିଥିଲେ। ଅନେକ ଦଳ ଏଥିରେ ସଫଳ ହୋଇଥିଲେ ଏବଂ ଏଥିପାଇଁ ସେମାନେ ବିପୁଳ ପରିମାଣର ଖର୍ଚ୍ଚ ମଧ୍ୟ କରିଥିଲେ। ଦୀପକ ଚହର ଏବଂ ହର୍ଷଲ…

କାହିଁକି ରାଇନାଙ୍କୁ କିଣିଲା ନାହିଁ ସିଏସ୍‌କେ

ବାଙ୍ଗାଲୁରୁ,୧୫।୨: ଆଗାମୀ ଆଇପିଏଲ ପାଇଁ ବେଙ୍ଗାଲୁରୁରେ ଆୟୋଜିତ ମେଗା ଅକ୍‌ଶନରେ ଭେଟେରାନ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି। ଏପରିକି ତାଙ୍କ ପୁରୁଣା ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଧ୍ୟ ରାଇନାଙ୍କୁ କିଣିବାକୁ ଇଚ୍ଛା ପ୍ରକଟ କରି…

ଟିମ୍‌ ଇଣ୍ଡିଆରେ ପରିବର୍ତ୍ତନ

କୋଲକାତା,୧୫।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଘୋଷିତ ଦଳରୁ ବାଦ୍‌ ପଡ଼ିଛନ୍ତି ସ୍ପିନ ବୋଲିଂ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର। ମାଂସପେଶୀ ଜନିତ ଆହତ ସମସ୍ୟା ଯୋଗୁ ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ିଛି। ତାଙ୍କ ବଦଳ…

ଓ୍ବେଷ୍ଟଇଣ୍ଡିଜର ସମସ୍ତ ଖେଳାଳି ଖେଳିବେ

ବାଙ୍ଗାଲୁରୁ,୧୪।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମେଗା ଅକ୍‌ଶନର ଦିନକ ପରେ ଓ୍ବେଷ୍ଟଇଣ୍ଡିଜର ପ୍ରତ୍ୟେକ ଖେଳାଳି ଆସନ୍ତା ସଂସ୍କରଣରେ ଖେଳିବେ। ଏହା ସ୍ପଷ୍ଟ କରିଛି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)। ପ୍ରତ୍ୟେକ ବର୍ଷ ଲିଗ୍‌ ଲାଗି ଏକ ସ୍ପେଶାଲ ଓ୍ବିଣ୍ଡୋ ନିଶ୍ଚିତ କରିଛି…

ସଚିନଙ୍କ ପୁଅ ଆଇପିଏଲ୍‌ରେ ବିକ୍ରି ହେବା ପରେ ଝିଅ କହିଲେ…

ମୁମ୍ବାଇ,୧୪।୨:ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମ ଶେଷ ହୋଇଛି। ବେଙ୍ଗାଲୁରୁରେ ଆୟୋଜିତ ଦୁଇ ଦିନିଆ ନିଲାମରେ ମୋଟ ୨୦୪ ଖେଳାଳି ବିକ୍ରି ହୋଇଥିଲେ। ସେଥିମଧ୍ୟରୁ ୬୭ ଜଣ ବିଦେଶୀ ଥିଲେ। ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ…

ଭାଲେଟାଇନ୍ସ ଡେ’ରେ ପ୍ରେମିକାଙ୍କ ସହ ରୋମାଣ୍ଟିକ ହେଲେ ରାହୁଲ

ଆଜି ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍‌ ପ୍ରେମ ଦିବସ। ଏହି ଦିନ ପ୍ରେମିକା-ପ୍ରେମିକାମାନେ ପରସ୍ପର ପ୍ରତି ଥିବା ପ୍ରେମ ପ୍ରକାଶ କରିଥାନ୍ତି। ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ ଭାଲେଣ୍ଟାଇନ୍ସ ଡେ ଅବସରରେ ସୋସିଆଲ ମିଡିଆରେ ନିଜର ଗର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ ଆଥିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?