ଟି-୨୦ ସିରିଜ ଖେଳିବେନି କୋହଲି, ରୋହିତ ହେବେ ଟେଷ୍ଟ ଅଧିନାୟକ!
ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଭାରତ। ଏଥିରେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଉପଲବ୍ଧ ହେବେ। ସେ…
ଡେବ୍ୟୁ ମ୍ୟାଚ୍ରେ ତ୍ରିଶତକ ମାରି ବିଶ୍ୱ ରେକର୍ଡ କଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୧୮।୨: ପଦାର୍ପଣ ମ୍ୟାଚ୍ରେ ତ୍ରିଶତକ ମାରି ବିଶ୍ୱ ରେକର୍ଡ କରିଛନ୍ତି ବିହାରର ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ସାକିବୁଲ ଗାନି। ଚଳିତ ରଣଜୀ ଟ୍ରଫିରେ ମିଜୋରାମ ବିରୋଧରେ ସେ ତ୍ରିଶତକୀୟ ଇନିଂସ ଖେଳିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟର ଭାବେ ଏଭଳି କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ…
ଟସ୍ ଜିତିଲେ ପୋଲାର୍ଡ; ବ୍ୟାଟିଂ କରିବ ଭାରତ
କୋଲକାତା, ୧୮।୨: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ କୋଲକାତାର ଇଡେନ ଗାର୍ଡେନ୍ସରେ ଶୁକ୍ରବାର ଖେଳାଯାଉଛି। ଏଥିରେ ଭ୍ରମଣକାରୀ ଟିମ୍ ଅଧିନାୟକ କିରନ୍ ପୋଲାର୍ଡ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ଟସ ହାରିଥିବା…
ଭାରତୀୟ ଟିମ୍କୁ ଫେରିଲେ ଏହି ଘାତକ ଅଲରାଉଣ୍ଡର
ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏବେ ଟି-୨୦ ସିରିଜ ଖେଳୁଛି ଭାରତ। ଏହାପରେ ଶ୍ରୀଲଙ୍କା ବିପକ୍ଷରେ ଟି ୨୦ ଏବଂ ଟେଷ୍ଟ ସିରିଜ ଖେଳିବ ଦଳ। ଅଧିନାୟକ ଭାବେ ରୋହିତ ଶର୍ମା ନେତୃତ୍ୱ ନେବା ପରଠାରୁ ଦଳ ଭଲ ପ୍ରଦର୍ଶନ କରୁଥିବା ଦେଖାଯାଉଛି।…
ଆର୍ସିବିର ନୂଆ ଅଧିନାୟକ ହେବେ ଏହି କ୍ରିକେଟର ! କିଛି ଏଭଳି…
ନୂଆଦିଲ୍ଲୀ,୧୮।୨: ଖୁବ୍ଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ନୂତନ ଅଧିନାୟକଙ୍କୁ ନେଇ ଘୋଷଣା ହେବ। ଗତବର୍ଷ ବିରାଟ କୋହଲି ଦଳର ଅଧିନାୟକତ୍ୱ ଛାଡ଼ି ଦେଇଥିଲେ। ଏଣୁ ଆଇପିଏଲ୍-୨୦୨୨ରେ ଆର୍ସିବି ମଙ୍ଗ କିଏ ଧରିବ ସେନେଇ ଅନେକ କ୍ରିକେଟରଙ୍କ ନାମ ଆଲୋଚନାର ପରିସରକୁ…
ଏମିତି ବି କିଏ ଆଉଟ୍ ହୁଏ…ଦେଖନ୍ତୁ ଭିଡିଓ
ଖ୍ରୀଷ୍ଟଚର୍ଚ୍ଚ,୧୮।୨: ଭାରତୀୟ ମହିଳା କ୍ରିକେଟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ମିତାଲି ରାଜଙ୍କ ଅଧିନାୟକତ୍ୱ ଦଳକୁ କ୍ରମାଗତ ତୃତୀୟ ଦିନିକିଆରେ ଆୟୋଜକଙ୍କ ହାତରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଶୁକ୍ରବାର କ୍ୱିନ୍ସଟାଉନରେ ଖେଳାଯାଇଥିବା ସିରିଜର ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ଭାରତକୁ…
ଅକ୍ଶନ ପରେ ସନରାଇଜର୍ସରୁ ଅଲଗା ହେଲେ କାଟିଚ
ବାଙ୍ଗାଲୁରୁ,୧୮।୨: ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ଓ ଏହାର ଆସିଷ୍ଟାଣ୍ଟ କୋଚ୍ ସାଇମନ କାଟିଚ୍ ଅଲଗା ହୋଇଯାଇଛନ୍ତି। ଦେଶରେ କଡ଼ା ବାୟୋ ସିକ୍ୟୁରିଟି କଟକଣା ଓ ପାରିବାରିକ ସମସ୍ୟା କାରଣରୁ ଆଗାମୀ ଆଇପିଏଲ ଲାଗି ନିଜକୁ ଅନୁଉପଲବ୍ଧ କରିଛନ୍ତି କାଟିଚ୍। “ ଆଇପିଏଲ…
ତେନ୍ଦୁଲକର ନା କୋହଲି ଶ୍ରେଷ୍ଠ କିଏ? ଉତ୍ତର ଦେଲେ ସଚିନ
ନୂଆଦିଲ୍ଲୀ,୧୮।୨: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି। ୨୦୧୯ଠାରୁ ସେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଶତକ ହାସଲ କରିପାରି ନାହାନ୍ତି। ଏଣୁ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ୧୦୦ ଶତକ ରେକର୍ଡ ନିକଟ ଭବିଷ୍ୟତରେ ଭାଙ୍ଗୁନାହିଁ। କିନ୍ତୁ କୋହଲିଙ୍କୁ…
‘ଧୋନୀଙ୍କୁ ବାଂଲାଦେଶର କ୍ୟାପଟେନ କରିଦେଲେ ସେମାନେ ବିଶ୍ୱ ଚାମ୍ପିୟନ ହୋଇଯିବେ ନାହିଁ’
କରାଚୀ,୧୮।୨: ଚଳିତ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ)ରେ କରାଚୀ କିଙ୍ଗ୍ସ ତା’ର ସବୁଠୁ ଖରାପ ପ୍ରଦର୍ଶନ ଜାରି ରହିଛି। ଲଗାତାର ୮ ମ୍ୟାଚ୍ରେ ପରାସ୍ତ ହୋଇସାରିଛି ବାବର ଆଜାମଙ୍କ ନେତୃତ୍ୱାଧୀନ ଦଳ। ବୁଧବାର କିଙ୍ଗ୍ସ ତା’ର ୮ମ ମ୍ୟାଚ୍ରେ ଅନ୍ତିମ ଓଭରରେ…
‘ମିଡ୍ଲ ଅର୍ଡରରେ ଫିଟ୍ ହେଉ ନାହାନ୍ତି ଶ୍ରେୟାସ’
କୋଲକାତା,୧୮।୨: ଆଇପିଏଲ ଅକ୍ଶନରେ ୧୨.୨୫ କୋଟି ଟଙ୍କାରେ ବିକ୍ରି ହୋଇଥିବା ଶ୍ରେୟାସ ଆୟାର ଭାରତୀୟ ଟି୨୦ ଦଳରେ ଫିଟ୍ ହେଉ ନାହାନ୍ତି। ଟିମ୍ ଇଣ୍ଡିଆରେ ସ୍ଥାନ ପକ୍କା କରିବା ପାଇଁ ତାଙ୍କୁ ବୋଲିଂ ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ। କାରଣ ମିଡ୍ଲ…
ଟିମ୍ ଇଣ୍ଡିଆକୁ ଫେରିବା ପଥରେ ରାହାନେ
ମୁମ୍ବାଇ,୧୮।୨: ଟେଷ୍ଟ କ୍ୟାରିୟରର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାରତୀୟ ବ୍ୟାଟର ଅଜିଙ୍କ୍ୟ ରାହାନେ ଚଳିତ ଘରୋଇ ସିଜନର ପ୍ରଥମ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ଅହମ୍ମଦାବାଦରେ ସୌରାଷ୍ଟ୍ର ବିପକ୍ଷ ମ୍ୟାଚ୍ରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ମ୍ୟାଚ୍ରେ ରାହାନେଙ୍କ…
ସ୍ବପ୍ନ ସାକାର କରିବା ଦିଗରେ ଆଉ ପାଦେ ଆଗେଇଲେ
ନୂଆଦିଲ୍ଲୀ,୧୭।୨: ଚଳିତ ସପ୍ତାହରେ ଆଇପିଏଲ୍ କଣ୍ଟ୍ରାକ୍ଟ ପାଇଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ ଚାମ୍ପିୟନ ଦଳର ଅଧିନାୟକ ୟଶ ଧୂଲ ନିଜ ସ୍ବପ୍ନକୁ ସାକାର କରିବା ଦିଗରେ ଆଉ ପାଦେ ଆଗେଇଛନ୍ତି। ୧୮ ମାସ ମଧ୍ୟରେ ଜାତୀୟ ଦଳ ପାଇଁ ଖେଳିବାକୁ…

