ଇତିହାସ ରଚିଲେ ବୁମ୍‌ରା

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ଜଶପ୍ରୀତ ବୁମ୍‌ରା ଟି-୨୦ କ୍ରିକେଟରେ ବଡ଼ କାରନାମା କରିଛନ୍ତି। ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବରେ ଟି-୨୦ କ୍ରିକେଟରେ ଭାରତ ପାଇଁ ୨୫୦ ଉଇକେଟ ନେଇଛନ୍ତି। ବୁମ୍‌ରାଙ୍କ ପୂର୍ବରୁ ଟିମ ଇଣ୍ଡିଆର କୌଣସି ଦ୍ରୁତ ବୋଲର ଏହି ଐତିହାସିକ ରେକର୍ଡରେ ପହଞ୍ଚି ନାହାଁନ୍ତି।
ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ୱାଶିଂଟନ ସୁନ୍ଦରଙ୍କୁ ଆଉଟ୍‌ କରି ବୁମ୍‌ରା ଏହି ରେକର୍ଡ ସୃଷ୍ଟି କରିଛନ୍ତି। ୨୦୬ ଟି-୨୦ମ୍ୟାଚରେ ସେ ୨୫୦ ଉଇକେଟ ନେଇଛନ୍ତି।
ଟି-୨୦ କ୍ରିକେଟରେ ଭାରତର ସର୍ବୋଚ୍ଚ ଉଇକେଟ ନେଇଥିବା ବୋଲରଙ୍କ ବିଷୟରେ କହିବାକୁ ଗଲେ ଏହି ରେକର୍ଡ କିମ୍ବଦନ୍ତୀ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ରହିଛି। ଅଶ୍ୱିନ ଟି-୨୦ କ୍ରିକେଟରେ ୨୭୪ଟି ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଗୋଲ ସ୍ବପ୍ନିଳ ଅନୁଭବ’

ନୂଆଦିଲ୍ଲୀ, ୧୨।୧୧(ପି.ଟି.)-୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଆମେରିକା ବିପକ୍ଷ କ୍ୱାଲିଫାୟର୍ସରେ ଭାରତୀୟ ଅଧିନାୟିକା ରାଣୀ ରାମପାଲଙ୍କ ଗୋଲ ନିର୍ଣ୍ଣାୟକ ସାବ୍ୟସ୍ତ...

୨୦୦ ଅକ୍ସିଜେନ କନ୍‌ସେନଟ୍ରେଟର୍ସ ଦେବେ ପାଣ୍ଡ୍ୟା ଭ୍ରାତା

ନୂଆଦିଲ୍ଲୀ,୩।୫ (ପି.ଟି.): କୋଭିଡ୍‌-୧୯ ମହାମାରୀ ଲଢ଼େଇରେ ସାମିଲ ହୋଇଛନ୍ତି ଦୁଇ କ୍ରିକେଟର ଭାଇ ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା। ଗ୍ରାମାଞ୍ଚଳରେ ଲୋକଙ୍କ ଚିକିତ୍ସା ପାଇଁ ଏହି...

ତେନ୍ଦୁଲକର ଆଉଟ୍‌ ହେବା ପରେ ‘ଦେବଦାସ’ ଦେଖିବାକୁ ଚାଲି ଯାଇଥିଲେ ଏହି କ୍ରିକେଟରଙ୍କ ମା’ବାପା; ପୁଅଙ୍କ ଖେଳ ଦେଖି ନ ଥିଲେ

ନୂଆଦିଲ୍ଲୀ,୧୫।୯: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ନାଟଓ୍ବେଷ୍ଟ ଟ୍ରଫିକୁ ଆଜି ବି ଲୋକେ ମନେ ପକାନ୍ତି। ଭାରତୀୟ ଟିମ୍‌ ଅନେକ ଫାଇନାଲ ହାରିବା...

ଆଇସୋଲେଶନ ନିୟମ ଭାଙ୍ଗି ଓ୍ବେଷ୍ଟଇଣ୍ଡିଜ ଖେଳାଳି ଦଣ୍ଡିତ

ଓ୍ବେଲିଂଟନ,୧୨।୧୧: ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ନିୟମ ଭାଙ୍ଗିଥିବାରୁ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟରମାନଙ୍କୁ ଦଣ୍ଡତ କରାଯାଇଛି। ଖେଳାଳିମାନଙ୍କୁ ଏଥିପାଇଁ ଟ୍ରେନିଂ ନେବାରୁ ବଞ୍ଚିତ କରାଯାଇଛି। ନ୍ୟୁଜିଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ତିନି ଦଶନ୍ଧିର ଖେଳାଳି ଏକାଠି

ବେନାଉଲିମ୍‌ (ଗୋଆ), ୯ା୩ (ପି.ଟି.)-ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରବିବାର ସ୍ଥାନୀୟ ବେନାଉଲିମ୍‌ ଗ୍ରାଉଣ୍ଡରେ ୩ ଦଶନ୍ଧିର ଭାରତୀୟ ମହିଳା ଫୁଟ୍‌ବଲରମାନେ ଏକାଠି ହୋଇଥିଲେ।...

ପଞ୍ଜାବରୁ ଅଲଗା ହୋଇପାରନ୍ତି ରାହୁଲ

ନୂଆଦିଲ୍ଲୀ,୧୧।୧୦: ଚଳିତ ଆଇପିଏଲ୍‌ ସିଜନରେ ସର୍ବାଧିକ ରନ୍‌ କରିଥିବା ଲୋକେଶ ରାହୁଲ ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜଠାରୁ ଅଲଗା ହୋଇପାରନ୍ତି। ମିଳିଥିବା ସୂଚନା ମୁତାବକ, ସେ ଅକ୍‌ଶନରେ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନକୁ ଫେରିଲେ କୋହଲି

ଦୁବାଇ, ୫।୧୨(ପି.ଟି.)- ସୁପରଷ୍ଟାର ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତୀୟ ଅଧିନାୟକ କୋହଲି ଅଷ୍ଟ୍ରେଲିଆ...

କୋହଲିଙ୍କୁ ଟ୍ରୋଲ କଲେ ଜୁନିୟର ବଚ୍ଚନ

ନୂଆଦିଲ୍ଲୀ,୨୫।୫- ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ସହ ପ୍ରସ୍ତୁତ ହେଉଥିବା ଅଧିନାୟକ ବିରାଟ କୋହଲି ଟୋଟେନହାମ ହଟସପୁର ଷ୍ଟାର ହାରି...

Advertisement
Archives

Model This Week