ଖେଳ

ପଡିଆରେ ‘ପୁଷ୍ପା’ ଡ୍ୟାନ୍ସ କଲେ କୋହଲି: ଦେଖନ୍ତୁ ଭିଡିଓ

ମୋହାଲି,୭।୩: ଭାରତ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଇନିଂସ ଏବଂ ୨୨୨ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ ଉଭୟ ଦଳ ପାଇଁ ସ୍ବତନ୍ତ୍ର ଥିଲା। ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ୧୦୦ ତମ ଟେଷ୍ଟ ମ୍ୟାଚ ଥିବାବେଳେ…

୬୭ ବର୍ଷ ପରେ ଭାରତୀୟ କ୍ରିକେଟରେ ଘଟିଲା ଏମିତି

ମୋହାଲି,୬।୩: ଶ୍ରୀଲଙ୍କା ବିପକ୍ଷରେ ଏକ ଇନିଂସ ଓ ୨୨୨ ରନ୍‌ର ବିରାଟ ବିଜୟ ସହ ଆରମ୍ଭ ହୋଇଛି ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ୟାରିୟର। ଅଧିନାୟକ ଭାବେ ପଦାର୍ପଣ ମ୍ୟାଚ୍‌କୁ ଏକ ଇନିଂସ ବ୍ୟବଧାନରେ ଜିତିବାରେ ରୋହିତ ଦ୍ୱିତୀୟ ଭାରତୀୟ। ତାଙ୍କ…

ବିରଳ ରେକର୍ଡ ହାତଛଡ଼ା କଲେ ଜାଡେଜା

ମୋହାଲି,୬।୩: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜା ଏକ ବିରଳ ରେକର୍ଡର ଅଧିକାରୀ ହେବାରୁ ବଞ୍ଚିତ ହୋଇଛନ୍ତି। ମ୍ୟାଚ୍‌ରେ ୧୭୫ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ଅଲରାଉଣ୍ଡର ଉଭୟ ଇନିଂସ ଯଥାକ୍ରମେ ୫ ଓ ୪ ଉଇକେଟ…

ଜାଡେଜାଙ୍କ ଦ୍ୱିଶତକ ପୂର୍ବରୁ କାହିଁକି ହେଲା ଇନିଂସ ଘୋଷଣା: ରୋହିତ କଲେ ଖୁଲାସା

ମୋହାଲି,୬।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟେଷ୍ଟ ମାତ୍ର ୩ ଦିନରେ ଶେଷ ହୋଇଛି। ଅଧିନାୟକ ଭାବେ ରୋହିତ୍‌ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦମରେ…

ପାକିସ୍ତାନ ଅଧିନାୟିକାଙ୍କ ଝିଅ ସହ ଖେଳିଲେ ଟିମ୍‌ ଇଣ୍ଡିଆ ସଦସ୍ୟା

ମାଉଣ୍ଟ ମାଉଙ୍ଗାନୁଇ,୬।୩: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ଦଳ ୧୦୭ ରନ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି। ଦିନିକିଆ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଏହା ଭାରତର କ୍ରମାଗତ ୧୧ତମ ବିଜୟ। ମ୍ୟାଚ୍‌ ପରେ ଭାରତୀୟ ଦଳର…

୩ ଓଭରରେ ବଦଳି ଦେଇଥିଲେ ବିଶ୍ୱକପ୍‌ ସେମିଫାଇନାଲ

ମୋହାଲି,୬।୩: କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ ଓ୍ବର୍ନ ବିଶ୍ୱର ପ୍ରାୟ ସମସ୍ତ ଭେନ୍ୟୁରେ ନିଜ ଛାପ ଛାଡ଼ିଛନ୍ତି। ଏଠାରେ ପିସିଏ ଷ୍ଟାଡିୟମରେ ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ଓ୍ବର୍ନଙ୍କ ଚମକ। ୧୯୯୬ ବିଶ୍ୱକପ୍‌ ସେମିଫାଇନାଲରେ ପେସରଙ୍କୁ ସୁହାଉଥିବା…

ବିରାଟ ବିଜୟ ଆଣିଦେଲେ ଦୁଇ ଅଲରାଉଣ୍ଡର

ମୋହାଲି,୬।୩: ସ୍ଥାନୀୟ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାତରୀୟ ଦଳ ଏକ ଇନିଂସ ଓ ୨୨୨ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆ ଏହି ବଡ଼…

ମାର୍ଚ୍ଚ ୨୨ରୁ ଆଇପିଏଲ୍‌: ଏହି ଦୁଇ ଦଳ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ,୬।୩: ଇଣ୍ଡିଆନ୍‌ ପ୍ରିମିୟମ୍‌ ଲିଗ୍‌ ୨୦୨୨ କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇଛି। ମାର୍ଚ୍ଚ ୨୬ରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଏବଂ କୋଲକତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଆରମ୍ଭ…

ବାଥରୁମ୍‌ ଟଓ୍ବେଲରୁ ମିଳିଲା ରକ୍ତ ଚିହ୍ନ

କୋ ସାମୁଇ(ଥାଇଲାଣ୍ଡ),୬।୩: ନିକଟରେ ପ୍ରାଣ ହରାଇଥିବା କିମ୍ବଦନ୍ତୀ ଅଷ୍ଟ୍ରେଲିଆନ କ୍ରିକେଟର ଶେନ ଓ୍ବର୍ନଙ୍କ ଘର ଚଟାଣ ଏବଂ ବାଥ ଟଓ୍ବେଲରୁ ମିଳିଛି ରକ୍ତ ଚିହ୍ନ। ପୂର୍ବତନ ଲେଗ୍‌ ସ୍ପିନରଙ୍କ ମୃତଦେହ ମିଳିବା ପରେ ପୋଲିସ ତାଙ୍କ ଭିଲାରେ ସର୍ଚ୍ଚ କରିବାରୁ ତାଙ୍କ…

ଅଶ୍ୱିନଙ୍କୁ ମିଳିଗଲା ୪୩୫ ନଂ ଉଇକେଟ

ମୋହାଲି,୬।୩: କିମ୍ବଦନ୍ତୀ କପିଳ ଦେବଙ୍କ ୪୩୪ ଟେଷ୍ଟ ଉଇକେଟ ରେକର୍ଡକୁ ପଛରେ ପକାଇଛନ୍ତି ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏଥିସହ ସେ ୮୫ତମ ମ୍ୟାଚ୍‌ରେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଉଇକେଟ ନେଇଥିବା ବୋଲରଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ…

୬ ମାସର ଝିଅକୁ କାଖରେ ଧରି ମ୍ୟାଚ୍‌ ଖେଳିବାକୁ ଷ୍ଟାଡିୟମକୁ ଆସିଲେ ଅଧିନାୟିକା

ଖ୍ରୀଷ୍ଟଚର୍ଚ୍ଚ,୬।୩: କୌଣସି ମହିଳା ଖେଳାଳିଙ୍କ ମା ହେବା ପରେ ଖେଳକୁ ଫେରିବା ସହଜ କଥା ନୁହେଁ। ସମୟ ସମୟରେ, ଅନେକ କ୍ରୀଡ଼ାରେ ମହିଳାମାନେ ମା’ ହେବା ପରେ ଟ୍ରାକ୍‌କୁ ଫେରି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏବେ ନ୍ୟୁଜିଲାଣ୍ଡରେ ମହିଳା ବିଶ୍ୱକପ ୨୦୨୨…

ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତିଲା ଭାରତ

ମାଉଣ୍ଟ ମଙ୍ଗାନୁଇ,୬।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ହରାଇଛି ଭାରତ। ରବିବାର ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୫୦ ଓଭରରେ ୭ ଉଇକେଟ ହରାଇ ୨୪୪ ରନ୍‌ କରିଥିଲା। ଜବାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?